ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଜଣେ ପାଦ୍ରୀଙ୍କୁ ଧର୍ମାନ୍ତିକରଣ କରାଉଥିବା ଅଭିଯୋଗରେ ଅମାନୁଷିକ ଅତ୍ୟାଚାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରଛନ୍ତି ପାଦ୍ରୀଙ୍କ ସ୍ତ୍ରୀ ବନ୍ଦନା ନାଏକ। ତାଙ୍କ ସ୍ୱାମୀଙ୍କୁ ଗାଁ ଦାଣ୍ଡରେ ଚପଲ ମାଳ…
Category: Uncategorized
ଗୋଲ୍ଡେନ୍ ଗ୍ଲୋବ୍ସରେ ‘ଦେଶୀ ଗାର୍ଲ’ଙ୍କ ଦମଦାର ଏଣ୍ଟ୍ରି: ନିକ୍-ପ୍ରିୟଙ୍କାଙ୍କ ରୋମାଣ୍ଟିକ କେମେଷ୍ଟ୍ରିରେ ଝଲସିଲା ରେଡ୍ କାର୍ପେଟ୍
କାଲିଫର୍ନିଆର ବେଭର୍ଲି ହିଲ୍ସସ୍ଥିତ ବେଭର୍ଲି ହିଲଟନ୍ ହୋଟେଲରେ ଆୟୋଜିତ ୮୩ତମ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ସମାରୋହରେ ଚମକିଛନ୍ତି ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହି ଆନ୍ତର୍ଜାତୀୟ ମଞ୍ଚରେ ପ୍ରେଜେଣ୍ଟର ଭାବେ ଯୋଗ ଦେଇ ପ୍ରିୟଙ୍କା କେବଳ ଭାରତ ପାଇଁ ଗର୍ବ ଆଣିନାହାନ୍ତି,…
ବଢୁଛି ସୁନା କମୁଛି ରୁପା , ପକାନ୍ତୁ କେଉଁ ସହରରେ କେତେ ରହିଛି ଦର
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୮,୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ଶୀତ ଦିନେ ଖାଉଛନ୍ତି କି ଅମୃତଭଣ୍ଡା?
ଅମୃତଭଣ୍ଡା ଏପରି ଏକ ଫଳ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ଅନେକ ଲାଭ ରହିଛି । ଏହା ପାଚନ ଶକ୍ତିକୁ ଶକ୍ତିଶାଳୀ କରେ ଏବଂ ଓଜନ ପରିଚାଳନାରେ ମଧ୍ୟ ଲାଭଦାୟକ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୀତଦିନେ ଲୋକମାନେ…
ବିଷ ବଳୟରେ କୋଇଲା ନଗରୀ ତାଳଚେର, ୩୩୨ ଏକ୍ୟୁଆଇ ସହ ସହରର ସ୍ଥିତି ସାଂଘାତିକ
ସାରା ଦେଶରେ ବାୟୁ ପ୍ରଦୂଷଣରେ ତାଳଚେର ପ୍ରଥମ। ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଟପିଯାଇଛି ତାଳଚେର। ଗତକାଲି ୩୩୨ ଏକ୍ୟୁଆଇ ସହ ସବୁଠାରୁ ପ୍ରଦୂଷିତ ସହର ଭାବରେ ତାଳଚେର ପରିଗଣିତ ହୋଇଛି । ଯାହାକୁ ନେଇ ପଦକ୍ଷେପ ନେଇଛନ୍ତି ଅନୁଗୋଳ ଜିଲ୍ଲାପାଳ। ଲାଗୁ ହୋଇଛି ଗ୍ରାପ-୨…
ଥାନା ସମ୍ମୁଖରେ ହତ୍ୟା, ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍
ତାଳଚେର: ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରର ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି…
ଶରୀର ପାଇଁ ଉପକାରୀ ଗାଜର
ଗାଜର ଆମ ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ, ଫାଇବର୍ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ ଭରିରହିଛି, ଯାହା ହୃତ୍ପିଣ୍ଡ ପାଇଁ ଉପକାରୀ। ‘ସୁସ୍ଥ ହୃତ୍ପିଣ୍ଡ ଏବଂ ଗାଜର’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ…
ଏବେ ଗ୍ରୀନ୍ ଏବଂ ହର୍ବାଲ ଟି’କୁ କହିହେବନି ଚା’, ବେଆଇନ ଘୋଷଣା କଲା FSSAI
ଚା’ କାହର ବା ପ୍ରିୟ ନୁହେଁ। ଦିନ ସାରାର ଥକାପଣ ଭିତରେ ଗୋଟେ୍ ଚୁସକି ଚା ପୁରା ଦେହ ମନ ପ୍ରଫୁଲିତ କରିଦିଏ। ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର ଖଟି ଚା’ ବିନା ସବୁ ଯେମିତି ଅଧୁରା ଲାଗେ। ଚା’ ଏମିତି ଏକ…
ମଣିଷ ପାଇଁ ସତର୍କର ଘଣ୍ଟି, ବିଶ୍ଵକୁ ସୁଖାଇ ଦେବ ଏଆଇ
ଏଆଇ ଆମ ଜୀବନର ଏକ ଅଙ୍ଗ ହୋଇଛି । କିନ୍ତୁ ଯେଉଁ ଏଆଇକୁ ଆମେ ସ୍ମାର୍ଟ, ଦ୍ରୁତ ଓ ଭବିଷ୍ୟତ ବୋଲି କହୁଛୁ, ତାହା ଚୁପ୍ଚାପ୍ ପୃଥିବୀର ସବୁ ପାଣି ଶୋଷିଦେଉଛି । ଯାହା ପରେ ଏବେ ସତର୍କ ଘଣ୍ଟି ବାଜିବା ଆରମ୍ଭ ହୋଇଛି ।…
ଖାଲି ପେଟରେ ପିଅନ୍ତୁ ଗରମ ପାଣି, ମିଳିବ ଅନେକ ଫାଇଦା
ଉଷୁମ ପାଣି ସହ ଦିନ ଆରମ୍ଭ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ବିଶେଷକରି ଶୀତଦିନେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କୌଣସି ଔଷଧଠାରୁ କମ୍ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳେ ସର୍ବଦା ଉଷୁମ କିମ୍ବା ଗରମ…
