ଢେଙ୍କାନାଳ ପରଜଙ୍ଗ ଥାନା ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଉରକେଲା ଯାଉଥିବା ଗୋଟେ ଟ୍ରକ ବାଇକ ଉପରେ ଚଢ଼ିଯାଉଥିବାରୁ ବାଇକରେ ଥିବା ତିନି ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଧକ୍କା ଏପରି…
Category: ରାଜ୍ୟ
ଟି-୨୦ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ
ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଡିସେମ୍ବର ୯ରେ ଖେଳାଯିବ ମ୍ୟାଚ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ। ମ୍ୟାଚ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଷ୍ଟାଡିୟମ ଭିତରେ ଥିବା ଗ୍ୟାଲେରୀ ଓ ପଡିଆର କାମ…
ଭତ୍ତା ଟଙ୍କା ପାଇଁ ପିଶାଚ ସାଜିଲା ପୁଅ । ଜନ୍ମ କଲା ବାପାକୁ ହତ୍ୟା କଲା ପୁଅ
ଭତ୍ତା ଟଙ୍କା ପାଇଁ ହତ୍ୟା । ଜନ୍ମ କଲା ବାପାକୁ ହତ୍ୟା କଲା ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ବରିଡା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ପଦ୍ମନାଭ ସାହୁ । ଭତ୍ତା ଟଙ୍କା ପାଇଁ ପୁଅ ହତ୍ୟା…
ସୁନା ଚୋରି ମହିଳା ଗ୍ୟାଙ୍ଗକୁ ଧରିଲା ପୋଲିସ। ସୁନା ମାଳ ଗୁନ୍ଥିବା ନାଁରେ କରୁଥିଲେ ଲୁଟ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ସୁନା ଚୋରି ମହିଳା ଗ୍ୟାଙ୍ଗକୁ ଧରିଛି ପରଜଙ୍ଗ ପୋଲିସ। ଛତିଶଗଡରୁ ଆସି ଓଡ଼ିଶାର ବିଭିନ୍ନ ଅଂଚଳକୁ ଯାଇ କରୁଥିଲେ ସୁନା ଅଳଙ୍କାର ଲୁଟ। ଏପରିକି ପରଜଙ୍ଗ ଗାଁର ଅନିତା ଗଡ଼ନାୟକଙ୍କର ଏକ ସୁନା…
ଟକରେ ବ୍ୟାପୁଛି ଜଣ୍ଡିସ, ୨୦ରୁ ଅଧିକ ହେଲେଣି ଆକ୍ରାନ୍ତ
କଟକରେ ଡରାଇଲାଣି ଜଣ୍ଡିସ । କଟକ ମହନଗର ନିଗମର କଦମ-ଏ-ରସୁଲ ଗଳିରେ ଥିବା ବ୍ରାହ୍ମଣ ସାହିରେ ବ୍ୟାପୁଛି ଜଣ୍ଡିସ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ୨୦ ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ଦୂଷିତ ପାଣି, ଡ୍ରେନ୍ ସଫାରେ…
ରାଜଧାନୀରେ ୬୭୭ ଡେଙ୍ଗୁ ରୋଗୀ ଚିହ୍ନଟ
ଓଃ, ମଶା ଆଉ ବସେଇଦେଉନାହାନ୍ତି । ରାଜଧାନୀର ପ୍ରତି ଛକ, ବଜାର, ହାଟ ଓ ପାର୍କରେ ଏହି ଗୋଟିଏ କଥା । ଥଣ୍ଡାର ପାରଦ ଯେତିକି ଖସୁଛି, ମଶାଙ୍କ ମିଟର ସେତିକି ବଢ଼ୁଛି । ବାହାରେ ଯେଉଁଠି ବସିଲେ ସବୁଠି ମାଳମାଳ ମଶା ଆସି…
୨ଘଣ୍ଟାର ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ହାତୀ
୨ଘଣ୍ଟାର ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ହାତୀ । ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଲତାସହଡା ଗାଁର ଏକ କୂଅରେ ହାତୀଟି ଖସିପଡିଥିଲା । ବନବିଭାଗ ଓ ପୋଲିସ ପହଞ୍ଚି ଦମକଳ ବିଭାଗର ସହାୟତାରେ ଦୀର୍ଘ…
ନାରାୟଣ ମନ୍ଦିରରୁ ୧୦ ରୁ ଉର୍ଦ୍ଧ୍ୱ ଅଷ୍ଟଧାତୁ ମୂର୍ତ୍ତି ଲୁଟ୍
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି । ତାରସିଙ୍ଗି ଥାନା ଅନ୍ତର୍ଗତ କୁଲାଡ଼ ନିକଟସ୍ଥ ନାରାୟଣପାଟଣା ଗ୍ରାମର ନାରାୟଣ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ୧୦ଟି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୁଲିସ…
ପୁଲିସ ପଞ୍ଝାରେ ବନ୍ଧୁକ ବେପାରୀ ଗ୍ୟାଙ୍ଗ, ୫ ମାଉଜର ଜବତ
ସ୍ପେଶାଲ କ୍ରାଇମ୍ ୟୁନିଟ୍ ହାତରେ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗର ୨ ସଦସ୍ୟ। ବଡ଼ ଲୁଟ୍ ପାଇଁ ଯୋଜନା କରିବା ବେଳେ ଗ୍ରାହକ ବେଶରେ ମାଡ଼ି ବସିଲା ପୁଲିସ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାରବାଇନ ଓ ୫ ବନ୍ଧୁକ ଜବତ। କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍…
ପ୍ରକାଶ ପାଇଲା ସ୍ପେଶାଲ୍ OTET-୨୦୨୫ ରେଜଲ୍ଟ, ମୋଟ୍ ପାସ୍ ହାର ୬୬.୫୦%
ପ୍ରକାଶ ପାଇଲା ସ୍ପେଶାଲ୍ OTET-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ…
