Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଭୁବନେଶ୍ୱର ସାଲିଆ ସାହିରେ ଜାରି ଉଚ୍ଛେଦ ଅଭିଯାନ: ଆଜି ପୁଣି ବୁଲିବ ବୁଲଡୋଜର

Posted on November 19, 2025

ଭୁବନେଶ୍ୱର ସାଲିଆ ସାହିରେ ଦ୍ବିତୀୟ ଦିନ ପଣି ଉଚ୍ଛେଦ ଅଭିଯାନ ଜାରି ରହିବ। ଆଜି ମଧ୍ୟ ବୁଲିବ ବୁଲଡୋଜର। ପୋଲିସ, ବିଏମସି ଓ ବିଡିଏ ଅଧିକାରୀମାନେ ସକାଳୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଥମ ଦିନରେ ୩୦ରୁ ଅଧିକ ଘର ଭଙ୍ଗାଯାଇଥିବାବେଳେ, ମୋଟ ୫୧୭ଟି ଜବରଦଖଲ ଘର…

ଆଜି ମିଳିବ ପିଏମ୍ କିଷାନ ଟଙ୍କା : ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦

Posted on November 19, 2025

ଚାଷୀଙ୍କ ପାଇଁ ଖୁସୀ ଖବର। ଆଜି ଆସିବ ପିଏମ କିଷାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୧ତମ କିସ୍ତି ପ୍ରଦାନ କରାଯିବ । ୯ କୋଟି କୃଷକଙ୍କ ପାଖକୁ ପଠାଯିବ ୧୮ହଜାର…

ପ୍ରଶାସନିକ ସୁବିଧା ପାଇଁ ରାଜ୍ୟରେ ୪ ନୂଆ ତହସିଲ ଘୋଷିତ ହେବ, ରାଜସ୍ବ ବିଭାଗର ସୂଚନା

Posted on November 19, 2025

ରାଜ୍ୟରେ ଆଉ ୪ଟି ନୂଆ ତହସିଲ ଗଠନ ହେବ। ରାଜସ୍ୱ ବିଭାଗ ଘୋଷଣା କରିଛି ଯେ ଭୁବନେଶ୍ବରକୁ ୩ ତହସିଲରେ, ଏବଂ କଟକ ଓ ସମ୍ବଲପୁରକୁ ପ୍ରତ୍ୟେକ ଗୋଟିଏ କରି ଅଲଗା ତହସିଲରେ ବିଭକ୍ତ କରାଯିବ। ପ୍ରଶାସନିକ ସୁବିଧା, ସହରୀକରଣ ଓ ଅଧିକ ଜନସଂଖ୍ୟା…

ନକଲି ଘିଅ କାରଖାନାରେ CMC ପକ୍ଷରୁ ଚଢ଼ାଉ

Posted on November 19, 2025

ପୁଣି ନକଲି କାରଖାନା । ଲୋଗୋ ଅସଲି , ଜିନିଷ ନକଲି । କଟକ ସଦର ଥାନା ବାଲିକୁଦାରେ ନକଲି ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନା ଚାଲୁଥିବା ଖବର ପାଇ କଟକ CMC ପକ୍ଷରୁ ଚଢଉ କରାଯାଇଥିଲା । ଚଢ଼ାଉ…

ଜାଣନ୍ତୁ ଦେବ ଦୀପାବଳୀର ମହାତ୍ମ୍ୟ

Posted on November 19, 2025

ବୁଧବାରଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ମାର୍ଗଶୀର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ ଆଜି ଠାରୁ ତିନିଦିନ ଧରି ଦେବ ଦୀପାବଳୀ ନୀତି ପାଳନ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ।…

ମଗୁଶିର ଅଧା ହେଲାଣି ତଥାପି ଆକାଶଛୁଆଁ ପରିବା ଦର

Posted on November 19, 2025

କଲରା ୮୦କୁ ଭେଣ୍ଡି ୯୦ । ଟମାଟୋ ୫୦କୁ କାଙ୍କଡ଼ ୧୨୦ । କାକୁଡି ୭୦, ସିମ୍ବ ୮୦, ଦେଶୀ ଆଳୁ ୫୦, ସଜନା ଛୁଇଁ ୧୫୦ । ଭୁବନେଶ୍ୱର ୧ ନମ୍ବର ହାଟରେ ଏଭଳି ଦର ଶୁଣିଲେ ମୁଣ୍ଡ ଝାଏଁଝାଏଁ ହୋଇଯାଉଥିଲା ।…

ସ୍କୁଲ ପାଖ ତେଜରାତି ଦୋକାନରେ ମଦ ବିକ୍ରି କରି ବନ୍ଧା ହେଲେ ପୂର୍ବତନ ସରପଞ୍ଚଙ୍କ ପୁଅ ।

Posted on November 19, 2025

ସ୍କୁଲ ପାଖ ଦୋକାନରେ ମଦ ବିକ୍ରି କରି ବନ୍ଧା ହେଲେ ପୂର୍ବତନ ସରପଞ୍ଚଙ୍କ ପୁଅ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ଗାଁ ସ୍ଥିତ ରୋଡ଼ କୁନ୍ଦନଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖକୁ ଲାଗି ଥିବା ତେଜରାତି ଦୋକାନରେ ମଦ ବିକ୍ରି କରୁଥିବା…

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ଛାଡ଼

Posted on November 19, 2025

ବୁଧବାର କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ଛାଡ଼। ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏଏସଆଇ । ତେବେ ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ…

ଆହୁରି କମିବ ଜାଡ଼, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

Posted on November 19, 2025

ରାଜ୍ୟରେ ଆହୁରି କମିବ ଥଣ୍ଡା। ମଙ୍ଗଳବାର ଅନେକ ସ୍ଥାନରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିଛି । ଆସନ୍ତା ୨ରୁ ୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ରାତିରୁ…

ସୋଲାର ତାର ବାଡ଼ କରେଣ୍ଟ ଲାଗି ଶାବକ ଦନ୍ତା ହାତୀ ଗୁରୁତର।

Posted on November 18, 2025

ଢେଙ୍କାନାଳ ବନଖଣ୍ଡ ଷଡଙ୍ଗୀ ରେଞ୍ଜ୍ ଖଙ୍କିରା ସେକ୍ସନର ଛୋଟ ତେନ୍ତୁଳି ଅଞ୍ଚଳରେ ସୋଲାର ତାର ଲଗି ଶାବକ ଦନ୍ତହାତୀ ଗୁରୁତର ହୋଇଛି l ଗତ ବିଳମ୍ବିତ ରାତିରେ ହାତୀ ପଲଙ୍କ ସହିତ ହାତୀ ଛୁଆଟି ଧାନ ଖାଇବା ଆଶାରେ ଆସିଥିଲା l କିନ୍ତୁ ଛୁଆଟି…

Posts pagination

Previous 1 … 92 93 94 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme