୨୭ରେ ଆସୁଛନ୍ତି ମୋଦି । ଝାରସୁଗୁଡ଼ା ଆସି ଏକ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ାର ଅମଲିପାଲି ଠାରେ ଯୁବ ସମାବେଶରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୋରଦାର ଚାଲିଛି ପ୍ରସ୍ତୁତି । ଆଜି ରାଜସ୍ଵ…
Category: ରାଜ୍ୟ
ଠିକା ଶ୍ରମିକଙ୍କ ଆନ୍ଦୋଳନ
ଠିକା ସଂସ୍ଥା କେସିସିଏଲରେ ନିଯୁକ୍ତି ପ୍ରଦାନ ନେଇ ଠିକା ଶ୍ରମିକଙ୍କ ଆନ୍ଦୋଳନ । ପୁରୁଣା କର୍ମଚାରୀଙ୍କୁ ଅଗ୍ରାଧୀକାର ଭିତିରେ ନିଯୁକ୍ତି ପ୍ରଦାନ ନିମନ୍ତେ ଭୁବନେଶ୍ବରୀ କୋଇଲା ଖଣି ପରିସରରେ ଖଣି ବନ୍ଦ ଆନ୍ଦୋଳନ କରିଥିଲେ ଠିକା ଶ୍ରମିକ । ଯାହାକୁ ନେଇ ଖଣି ବନ୍ଦ…
ବଳ ଗୋଟାଉଛି ଲଘୁଚାପ
ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଇଁବ । ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…
ତିଗିରିଆ ଥାନା ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ
କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ପଣସପାଟଣାରେ ବଡ଼ ଧରଣର ପ୍ରଶାସନିକ ଚଢାଉ। ମଦ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର। ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ। ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଭିରୁଡ଼ା ପଣସପାଟଣାରେ ଅବକାରୀ ବିଭାଗ ଓ ପୁଲିସ ମିଳିତ…
ବସ୍ଷ୍ଟାଣ୍ଡରୁ ହେଲ୍ପରଙ୍କୁ ଅପହରଣ
ଭୁବନେଶ୍ଵର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବସ୍ ହେଲ୍ପରଙ୍କୁ ଅପହରଣ। ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ଗୋଠପାଟଣା ରାସ୍ତାରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଅଭିଯୋଗ ପରେ ଜଣଙ୍କୁ ଗିରଫ କଲା ଭରତପୁର ଥାନା ପୁଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଆଶୁତୋଷ ମହାନ୍ତି।…
ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ବିଜେଡିର ବିଧାନସଭା ଘେରାଉ। ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ପୁଲିସ-ବିଜେଡି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ୨ଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୁଲିସ।ପଞ୍ଚାୟତ…
ରାଜଧାନୀର ମେଟ୍ରୋ ସ୍ୱପ୍ନକୁ ପୁଣି ଆଶାର ଆଲୋକ
ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜଧାନୀବାସୀଙ୍କ ମନରେ ନୂଆ ଆଶା ଜାଗ୍ରୁତ ହୋଇଛି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ। ସେ କହିଛନ୍ତି, ପ୍ରକଳ୍ପଟି…
ନିଶା କାରବାରକୁ ନେଇ ପୋଲିସର ରେଡ୍
ସମ୍ବଲପୁର ଜିଲ୍ଲାର ସୁନାପାଲି ଅଞ୍ଚଳରେ ପୋଲିସ ବ୍ୟାପକ ରେଡ୍ କରିଛି । ଅଞ୍ଚଳରେ ନିଶା କାରବାର ବିସ୍ତାର ପାଇଥିବା ସୂଚନା ମିଳିଥିଲାପରେ ସମ୍ବଲପୁର ପୋଲିସ ଏହି ଅଭିଯାନ ଆରମ୍ଭ କରିଛି । ଥାନା ମାଧ୍ୟମରେ ମିଳିଥିବା ଅଭିଯୋଗ ଅନୁଯାୟୀ, ସୁନାପାଲିରୁ ଡ୍ରଗସ୍, ଗଞ୍ଜେଇ ଏବଂ…
ପୁରୁଣାକଟକରେ ଚାଲିଛି ରେଡ୍
ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କରି ପୋଲିସଙ୍କ ରେଡ୍ ତୃତୀୟ ଦିନରେ ମଧ୍ୟ ଜାରି ରହିଛି । ପୁରୁଣାକଟକ ସ୍ଥିତ ଅଠରନଳା ଓ ଜେନାସାହିର କିଛି ଗୋଦାମରେ ଅଚମ୍କା ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ…
ଚିକିତ୍ସା ଅବହେଳାରୁ ଆଖି ବୁଜିଲା ଶିଶୁ
ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଭୁଲ ଇଞ୍ଜେକସନ ଯୋଗୁ ୧୩ମାସର ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି…

