Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଟକର ୯୧ ସରକାରି ଅଧିକାରୀଙ୍କ ଦରମା ବନ୍ଦ: ଅତିରିକ୍ତ ଜିଲ୍ଲାପାଳଙ୍କ କଠୋର ପଦକ୍ଷେପ

Posted on November 27, 2025

ଜନଶୁଣାଣି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବହେଳା ପାଇଁ କଟକ ଜିଲ୍ଲାର ୯୧ ଜଣ ସରକାରୀ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବାକୁ ଆଦେଶ ଜାରି କରିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ।

ଏହି ଆଦେଶକୁ ଜିଲ୍ଲା ଟ୍ରେଜେରୀ ଅଫିସରଙ୍କୁ ପଠାଯାଇଛି ଏବଂ ସମ୍ପୂର୍ଣ୍ଣ ୯୧ ଜଣ ଅଧିକାରୀଙ୍କ ଦରମା ରୋକିବାକୁ ସ୍ପଷ୍ଟ ନିଦେଶ ଦିଆଯାଇଛି।

ତାଲିକାରେ ଅଛନ୍ତି କଟକର କେତେକ ଶୀର୍ଷ ଅଧିକାରୀ—
ସିଏମସି କମିଶନର, କଟକ ଏସପି, କଟକ ସବ୍-କଲେକ୍ଟର, କଟକ ସିଡିଏମଓ, କଟକ ଡିଇଓ, ବାରଙ୍ଗ, ବଡ଼ମ୍ବା, ମାହାଙ୍ଗା, ନିଆଳି, ସାଲେପୁରର ତହସିଲଦାରମାନେ, କଟକ ଡିସିପି ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ

ଜନଶୁଣାଣି ଭଳି ଲୋକମୁଖୀ କାର୍ଯ୍ୟକ୍ରମରେ ସମୟମେ ଉପସ୍ଥିତ ନହେବା ଓ ଦାୟିତ୍ୱରେ ଅବହେଳା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ସହକରି ନେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଶାସନଶୃଙ୍ଖଳା ଓ ପୂର୍ଣ୍ଣ ଦାୟିତ୍ୱବୋଧ ସ୍ଥାପନ ହେବାର ଆଶା ବ୍ୟକ୍ତ ହେଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme