କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ ସଫାରୀ ଗାଡି ସ୍କୁଟିକୁ ଧକ୍କା ଦେଇଛି । ଦୁର୍ଘଟଣାରେ ସ୍କୁଟିରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣଙ୍କର…
Category: ରାଜ୍ୟ
ପାରମ୍ପରିକ ଶଗଡ ଗାଡି ଉପରେ ବିମାନରେ ରାଧାକୃଷ୍ଣ
ଚାଲିଛି ପୂଜାର୍ଚ୍ଚନା । ପ୍ରଭୁଙ୍କୁ ବନ୍ଦାପନା କରୁଛନ୍ତି ମହିଳାମାନେ । ସଂକୀର୍ତ୍ତନରେ କମ୍ପୁଛି ପରିବେଶ । ସମସ୍ତଙ୍କ ତୁଣ୍ଡରେ ହରିନାମ । କାହିଁକି ନା ସୁଦୂର କୋଲକାତାରୁ କାକଟପୁର ଆସିଛନ୍ତି ରାଧାକୃଷ୍ଣ । ପାରମ୍ପରିକ ଶଗଡ ଗାଡିକୁ ଦୁଇଟି ବଳଦ ଟାଣି ନେଉଥିବା ବେଳେ…
ଡିସେମ୍ବର ୧୬ରେ ଓଡ଼ିଶା ଫାର୍ମା ସମ୍ମିଳନୀ
ଚଳିତ ମାସ ୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଫାର୍ମା ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ,…
ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ତେଜିଲା ପ୍ରତିବାଦ
ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ତେଜିଲା ପ୍ରତିବାଦ । ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ନେତା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରହିଛି…
ବଦଳୁନି ମାନସିକତା, ପରିବାର ନିୟୋଜନକୁ ଅମଙ୍ଗ ପୁରୁଷ
ସ୍ୱାମୀଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାରକୁ ଅମଙ୍ଗ ହେଉଛନ୍ତି ସ୍ତ୍ରୀ । କାଳେ ଶରୀର ଅସୁସ୍ଥ ହୋଇଯିବ, ପୌରୁଷତ୍ୱ କମିଯିବ ସେହି ଆଶଙ୍କାରେ ରୋକ୍ଠୋକ୍ ମନା କରିଦେଉଛନ୍ତି । ନିଜେ ଅସହ୍ୟ କଷ୍ଟ ସହି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଛନ୍ତି ସିନା, ସ୍ୱାମୀଙ୍କୁ ଡାକ୍ତରଖାନା ବାରଣ୍ଡା ମାଡ଼ିବାକୁ ଦେଉନାହାନ୍ତି…
ଆହୁରି ଦୁଇ ସପ୍ତାହ କଲବଲ କରିବ ଜାଡ଼: ୧୦ ଡିଗ୍ରୀ ତଳେ ୧୨ ସହରର ପାରଦ
ତାପମାତ୍ରା ସାମାନ୍ୟ ତଳ ଉପର ହୋଇପାରେ । ମାତ୍ର ଆସନ୍ତା ଦୁଇ ସପ୍ତାହ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ଅର୍ଥାତ୍ ଆସନ୍ତା ଦୁଇ ସପ୍ତାହ ଯାଏ ଶୀତ…
୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ କିଡ୍ନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଚାରି ଦିନ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ବ୍ୟକ୍ତିଙ୍କ…
କ୍ରୀଡ଼ା ସାମଗ୍ରୀ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ
ଜଳିଗଲା ସୋ ରୁମ୍ । କ୍ରୀଡ଼ା ସାମଗ୍ରୀ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନମାଳି ସ୍ପେର୍ଟସ ଏଣ୍ଟର ପ୍ରାଇଜେସରେ ଅଗ୍ନିକାଣ୍ଡ । ସ୍ଥାନୀୟ ଲୋକେ ଦୋକାନରେ ନିଆଁ ଲାଗି ଥିବା ଦେଖି ଦୋକାନ ମାଲିକଙ୍କୁ ଖବର…
କଂଗ୍ରେସରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବହିଷ୍କୃତ
କଂଗ୍ରେସରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବହିଷ୍କୃତ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମହମ୍ମଦ ମୋକିମ ବହିଷ୍କୃତ। ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ । AICC ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ । ରାହୁଲ ଗାନ୍ଧି ଓ ଖଡ୍ ଗେଙ୍କ ନେତୃତ୍ବ ନେଇ…
ଅଜଣା ଗାଡି ଧକ୍କାରେ ଭାଲୁ ମୃତ।
କାମାକ୍ଷାନଗର ଉପଖଣ୍ଡ ଭୁବନ ରେଞ୍ଜ ଭୁଷଳ ଛକ( NHAI 53 ) ଠାରେ ଅଜଣା ଗାଡି ଧକ୍କାରେ ଏକ ବଡ ଭାଲୁ ମୃତ। ବନବିଭାଗ ପକ୍ଷରୁ ପ୍ରକାଶ ଏହି ବନାଞ୍ଚଳ ଅଧିନ ଭର୍ତ୍ତି ପାହାଡ ଜଙ୍ଗଲରୁ ଭାଲୁଟି ପାଣି ପିଇବା ପାଇଁ ଜାତୀୟ ରାଜପଥ…
