Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ହାତୁଡିରେ ପିଟି ଶାଶୂର ଜୀବନ ନେଲା ବୋହୂ

Posted on December 18, 2025

ମହିଳାଙ୍କୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା। ଭଡ଼ା ଘରୁ ମୃତଦେହ ଉଦ୍ଧାର। ବୋହୂ ଓ ସମୁଦୁଣୀ ଅଟକ। ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ କୁନି ନାୟକ ବୋଲି ଜଣାପଡିଛି।…

 ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ

Posted on December 18, 2025

 ଦୁର୍ଘଟଣାରେ ଦାଦାପୁତୁରା ମୃତ । ଏକାସାଙ୍ଗରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଭଦ୍ରକ ଜିଲ୍ଲା ବାଂଶଡା ଧାମରା ମୁଖ୍ୟ ରାସ୍ତାର ଗୁଆଁଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।…

ନୂଆବର୍ଷରୁ ବଣ୍ଟାଯିବ ରାସନ କାର୍ଡ

Posted on December 18, 2025

ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ…

ଅଣ୍ଡା ପାଇଁ ଆନ୍ଧ୍ର ଭରସା

Posted on December 18, 2025

ଅନୁଗୁଳରେ ଅଣ୍ଡାରେ ହାତ ମାରି‌ହେଉନି। ଅଣ୍ଡା ଗୋଟାକୁ ୧୦ ରୁ ୧୧ ଟଙ୍କାରେ ବିକ୍ରି ହେଉଛି। ସେପଟେ ଜିଲ୍ଲାବାସୀଙ୍କ ଆବଶ୍ୟକତା ଅନୁସାରେ ଉତ୍ପାଦନ ଯଥେଷ୍ଟ କମ୍‌ ରହିଥିବା ଜଣାପଡ଼ିଛି। ଚାହିଦାର ପାଞ୍ଚ ଗୁଣ କମ୍‌ ଉତ୍ପାଦନ ହେଉଛି। ସେହିପରି ଜିଲ୍ଲାରେ ମାତ୍ର ୩ଟି ଫାର୍ମ ଥିବାରୁ…

ଆଜିଠୁ ଓଡ଼ିଶା ଏଆଇ ଇମ୍ପାକ୍ଟ ସମ୍ମିଳନୀ,ଏଆଇ ଆଦୃତିରେ ଅଗ୍ରଣୀ ହେବ ଓଡ଼ିଶା

Posted on December 18, 2025

ଇକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଆଜିଠାରୁ ୩ ଦିନ ବ୍ୟାପି ଓଡ଼ିଶା ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସରକାରୀ ବିଧି ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତା ଗ୍ରହଣୀୟତାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାରେ ଏହା…

କମିବାର ନାଁ ନେଉନି ଶୀତର ପ୍ରକୋପ

Posted on December 18, 2025

ରାଜ୍ୟରେ ଶୀତର ପ୍ରକୋପ କମିବାର ନାଁ ନେଉନି । ଆଗକୁ ବି ଏହା ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ମଙ୍ଗଳବାର ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ୫.୭ ଡିଗ୍ରୀ ସହ ସେମିଳିଗୁଡ଼ା…

ଧଉଳି ଗଣଦୁଷ୍କର୍ମ ମାମଲାରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ…

Posted on December 18, 2025

 ଧଉଳି ଗଣଦୁଷ୍କର୍ମ ମାମଲାରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ ହାତୀ । ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଓରଫ ଜୋକର ହାପିକୁ ଭୁବନେଶ୍ବରରୁ ଗିରଫ କଲା କମିଶନରେଟ ପୋଲିସ । ଘଟଣା ପରଠୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ । ଆଜି ମୁଖ୍ୟ ଅଭିଯୁକ୍ତକୁ କୋର୍ଟ…

ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

Posted on December 18, 2025

ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର ହେବା ସହିତ ୫ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ଗୋପୀବଲ୍ଳଭପୁରରୁ ଏକ ବୋଲେରୋ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

Posted on December 18, 2025

ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ ପରିମାଣର ୩୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏଣିକି ଆଉ ଠିକାରେ ଶିକ୍ଷକ ନିଯୁକ୍ତ ହେବେନାହିଁ। ରାଜ୍ୟରେ…

ନ୍ୟାସନାଲ ହେରାଲଡ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ଭକ୍ତ ଚରଣ…

Posted on December 17, 2025

ନ୍ୟାସନାଲ ହେରାଲଡ୍ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଇଡି କରିଆସୁଛି ଟାର୍ଗେଟ। ରାହୁଲ ଓ ସୋନିଆଙ୍କ ବିରୋଧରେ ମିଛ ଦୁର୍ନୀତି ଅଭିଯୋଗ ଅଣାଯାଉଛି।…

Posts pagination

Previous 1 … 54 55 56 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme