Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ନିଆଁ ଲାଗି ହୋଟେଲ ମାଲିକ ଗୁରୁତର

Posted on December 25, 2025

ଝାରସୁଗୁଡ଼ାଜିଲ୍ଲା କୋଲାବିରା ସଦର ମହକୁମାରେ ଥିବା ପ୍ରସିଦ୍ଧ ପେଡା ବ୍ୟବସାୟୀ ହୋଟେଲ ଶକୁନ୍ତଳାର ମାଲିକ ସୁରେନ୍ଦ୍ର ଟଣ୍ଡକାରଙ୍କ ସମେତ ସ୍ତ୍ରୀ ନିଆଁ ଲାଗି ଯିବାରୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ ଟା ବେଳକୁ ହୋଟେଲରେ ଥିବା କିଚେନରେ ପ୍ରତିଦିନ ପରି ମାଲିକାଣୀ ପୁଷ୍ପାଞ୍ଜଳି…

ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

Posted on December 25, 2025

 ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲାଗି ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜୀବନ ଜ୍ୟୋତି ମେଡିକାଲରେ ଆସନ୍ତା କାଲି ରାତିରେ ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡରେ ମୃତ୍ୟୁ ହୋଇଛି। ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଯାଜପୁରର ଜୀବନଜ୍ୟୋତି ଚିକିତ୍ସାଳୟରେ ଉତ୍ତେଜନା। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ…

୬ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Posted on December 25, 2025

ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏବେ ମଠ ମନ୍ଦିର। ପ୍ରତ୍ୟେକ ଦିନ ମନ୍ଦିରରୁ ଲୁଟ ହେଉଥିବାର ଖବର ସାମନାକୁ ଆସୁଥିବା ବେଳେ ଆଜି କାମାକ୍ଷାନଗର ଏନଏସି ନୂଆ ରେକୁଳା ସ୍ଥିତ ମାଆ ମଙ୍ଗଳାଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପାର ଅଳଙ୍କାର ସମେତ ହୁଣ୍ଡିରେ ଥିବା ୨୦ହଜାର…

ସାବଧାନ! ବିନା PUC ରେ ମିଳିବନି ତେଲ, ଜାଣନ୍ତୁ କେମିତି ମିଳିବ ‘ସବୁଜ ଷ୍ଟିକର’

Posted on December 25, 2025

ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଏଣିକି ଗାଡ଼ିରେ ‘ସବୁଜ ଷ୍ଟିକର’ (Green Sticker) ନଥିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଟ୍ରାଫିକ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଏହି ନୂଆ ନିୟମ…

ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ…

Posted on December 25, 2025

ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ସମେତ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଚାଷୀଙ୍କ ପାଇଁ ଖୁସି ଖବର! ସପ୍ତାହକ ମଧ୍ୟରେ ଆଉ ୫ ଜିଲ୍ଲାରେ ଖୋଲିବ ମଣ୍ଡି, ଖାତାକୁ ଯିବ ଟଙ୍କା

Posted on December 25, 2025

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜାନୁୟାରୀ ୧୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା…

ଘରୋଇ କଲହକୁ ନେଇ ବିଭତ୍ସ ହତ୍ୟା, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Posted on December 25, 2025

ଘରୋଇ କଲହକୁ ନେଇ ବିଭତ୍ସ ହତ୍ୟା । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ହେଲେ ତପ ମଲ୍ଲିକ। ଘଟଣାସ୍ଥଳରେ ଦେଓଗାଁ ପୁଲିସ ଓ ସାଇଣ୍ଟିଫିକ…

କୁଖ୍ୟାତ ଗଞ୍ଜେଇ ମାଫିଆ ଘରେ ରେଡ୍, ଏସଡିପିଓଙ୍କ ଉପସ୍ଥିତିରେ ଚାଲିଛି ଛାନଭିନ୍

Posted on December 25, 2025

କୁଖ୍ୟାତ ଗଞ୍ଜେଇ ମାଫିଆ ଘରେ ରେଡ୍। ବୌଦ୍ଧ ଜିଲ୍ଲା ଶଗଡ଼ ସରପଞ୍ଚଙ୍କ ସ୍ବାମୀ ସୁବ୍ରତ କର୍ମୀଙ୍କ ଘରେ ଚଢାଉ ହୋଇଛି। ଜିଲ୍ଲା ପ୍ରଶାସନ ଚଢ଼ାଉ କରି ତାଙ୍କ ସମସ୍ତ ସମ୍ପତ୍ତି ବ୍ୟାଜାପ୍ତି କରିବା ପ୍ରକ୍ରିୟା ଜାରି ରଛି । ସୁବ୍ରତ କର୍ମୀ ଓ ତାଙ୍କ…

ନଦୀରେ ଭାସୁଛି ଅଜଣା ମୃତଦେହ, ତଦନ୍ତ କରୁଛି ପୁଲିସ

Posted on December 25, 2025

ଇବ୍ ନଦୀରେ ଭାସୁଛି ଅଜଣା ମୃତଦେହ । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ବାଙ୍କିଡିହି ଗ୍ରାମର କଦମକୁଦର ଗାଧୁଆ ଘାଟ ନିକଟରେ ଏକ ଅଜଣା ମୃତଦେହ ଭାସୁଛି। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ କିଞ୍ଜିରକେଲା ପୁଲିସ ଘଟଣା ସ୍ଥଳରେ…

କମିବ ଜାଡ଼ ପ୍ରକୋପ, ଶୀତରୁ ମିଳିବ ସାମାନ୍ୟ ଆଶ୍ୱସ୍ତି

Posted on December 25, 2025

ରାଜ୍ୟରେ ଲାଗି ରହିବ ଶୀତ ପ୍ରକୋପ । ନୂଆବର୍ଷ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା ନାହିଁ । ଏପଟେ କୁହୁଡ଼ି ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବ । ଆସନ୍ତା ୬ଦିନ…

Posts pagination

Previous 1 … 40 41 42 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme