ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁ ବସ ଷ୍ଟାଣ୍ଡ ପାଖ ପୋଲ ତଳକୁ ଖସି ପଡି ଜଣେ ବ୍ୟକ୍ତିଙ୍କର ମୃତୁ ଘଟିଛି । ମୃତକ ଜଣଙ୍କ ହେଲେ କଙ୍ଗେଇଲ ଗାଁର ମଦନ ଦେହୁରୀ। ମଦନ ପୋଲ ଉପରେ…
Category: ରାଜ୍ୟ
ମାଛ ଧରିବା ବେଳେ ଜାଲରେ ପଡିଲା ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି; ୩୦ କେଜିରୁ ଅଧିକ ଓଜନର ଅଷ୍ଟଧାତୂ ମୂର୍ତ୍ତି
ମାଛ ଧରାଳିଙ୍କ ଜାଲରେ ଲାଗିଛି ୩୦ କେଜିର ଅଷ୍ଟଧାତୁ ମୂର୍ତ୍ତି । ପୁରୀ କୋଣାର୍କ ବେଳାମାର୍ଗରେ ଥିବା ବେଲଦଳ ଗ୍ରାମର ଚନ୍ଦ୍ରମଣି ସ୍ୱାଇଁଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ସ୍ୱାଇଁ (୪୫) ମଙ୍ଗଳବାର ଭୋର୍ରୁ ନୂଆନଈ ବ୍ରିଜ ତଳେ ମାଛ ଧରୁଥିଲା ବେଳେ…
୨୦୨୬ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ କରିଛି (ସିବିଏସଇ)
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ କରିଛି। ପରୀକ୍ଷାଗୁଡ଼ିକ ୨୦୨୬ ଫେବୃଆରି ୧୭ ରୁ ୧୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।…
ବିଷାକ୍ତ ମାଛ ଖାଇ ଚାଲିଗଲା ୩ ବର୍ଷର ଶିଶୁର ଜୀବନ
ବିଷାକ୍ତ ମାଛ ଖାଇ ୩ ବର୍ଷର ଶିଶୁର ମୃତ୍ୟୁ। ଆଉ ୩ ଗୁରୁତର। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବରଣ୍ଡୁଆ ଠାରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି। ସୂଚନାନୁଯାୟୀ, ବାସୁଦେବପୁର ବ୍ଲକ୍ ବରଣ୍ଡୁଆରେ ଗୋଟିଏ…
ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ବାଚସ୍ପତିଙ୍କ ଘୋଷଣା, ୬ କାର୍ଯ୍ୟଦିନରେ ୨ଟି ବିଲ୍ ପାରିତ
ଓଡ଼ିଶା ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ଗୋଟିଏ ଦିନ ପୂର୍ବରୁ ସମାପ୍ତ ହୋଇଛି। ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ,…
ଭିଜିଲାନ୍ସ ଜାଲରେ ତହସିଲଦାର, ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ
TPCODL ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ନଗଦ ଜବତ…
କର୍ତ୍ତବ୍ୟରେ ଅବହେଳା ଅଭିଯୋଗ; ଜଣେ ଏଏସ୍ଆଇ, ୨ କନଷ୍ଟେବଳ ନିଲମ୍ବିତ
କାର୍ଯ୍ୟରେ ଅବହେଳା ପାଇଁ ବୁଧବାର ଜଣେ ଏଏସ୍ଆଇ, ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଏଏସ୍ଆଇ ହେଲେ ନୀଳକଣ୍ଠ ପୃଷ୍ଟି ଏବଂ ୨ କନଷ୍ଟେବଳ ହେଲେ ପରୀକ୍ଷିତ ନାୟକ, ନରସିଂହ ମହପାତ୍ର । ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିୱାକର ସେମାନଙ୍କୁ ନିଲମ୍ବିତ…
ବସ୍ରୁ ୨୦କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, କର୍ମଚାରୀ ଗିରଫ
ଗଞ୍ଜେଇ ନେଉଥିବା ଅଭିଯୋଗରେ ରାଇକିଆ ପୁଲିସ ଭୁବନେଶ୍ୱର ଯାଉଥିବା ବେଲୁନ୍ ନାମକ ଏକ ଘରୋଇ ବସ୍କୁ ଧରିବାରେ ସଫଳ ହୋଇଛି । ବସ୍ରୁ ମୋଟ ୨୦ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ବସ୍ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ । ସୂଚନା ମୁତାବକ, ବେଲୁନ୍ ନାମକ ଏକ ଘରୋଇ ବସ୍ରେ ଗଞ୍ଜେଇ ରାଇକିଆରୁ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଟ୍ରକ୍ ମାଡ଼ିଯିବା ଯୋଗୁଁ ଚାଲିଗଲା ୩ ଜୀବନ
ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ। ଗଞ୍ଜାମ ଜିଲ୍ଲା ପାଟପୁର ନିକଟସ୍ଥ ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ରାତିରେ ଏକ ହାଇୱା ଟ୍ରକ୍ ମାଡ଼ିଯିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଥିବା…
୨୬ ଓ ୨୭ରେ ପ୍ରବଳ ବର୍ଷା ସମ୍ଭାବନା; ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଆସନ୍ତା ୨୬ ଓ ୨୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୬ରେ ଲଘୁଚାପ ପ୍ରଭାବରେ କୋରାପୁଟ ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୨୭ରେ…
