Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ତାଳଚେର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ; ୫ ଲକ୍ଷ ଟଙ୍କାର ବାଣ ଜବତ ସହିତ ୬ ଗିରଫ

Posted on September 24, 2025

ତାଳଚେର ପୋଲିସ ପକ୍ଷରୁ ବେଆଇନ୍‌ ବାଣ ଗଛିତ ରଖିଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ କରାଯିବା ସହିତ ୬ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁସାରେ ତାଳଚେର ଥାନା ସନ୍ଥପଡ଼ା, ବଉଳଛକ, ନୂଆବଲଣ୍ଡା, ରାଧାରମଣପୁର ଆଦି ଅଞ୍ଚଳରେ ଚଢ଼ାଉ…

ତାଳଚେର ଅଞ୍ଚଳର କୋଇଲାଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Posted on September 24, 2025

ତାଳଚେର ଅଞ୍ଚଳର କୋଇଲାଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସୂଚନା ଅନୁସାରେ, ଏମସିଏଲର ଭୁବନେଶ୍ବରୀ କୋଇଲାଖଣି ଦ୍ୱାରା ବିସ୍ଥାପିତ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ସାଇଲୋ ସହ ବିଭିନ୍ନ…

ଜିଲ୍ଲାପାଳଙ୍କ କଡା ପଦକ୍ଷେପ : ୧୫ ଅଧିକାରୀଙ୍କ ଦରମା ବନ୍ଦ

Posted on September 24, 2025

ଜନ ଅଭିଯୋଗ ଶୁଣାଣି ସମସ୍ୟା ସମାଧାନରେ ଅବହେଳା କରିଥିବାରୁ ୧୫ ଜଣ ଅଧିକାରୀଙ୍କୁ କଡା ଚେତାବନୀ ଦେଲେ ଜିଲ୍ଲାପାଳ। ସେପ୍ଟେମ୍ବର ମାସରେ ଏହି ୧୫ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ଅନୁସାରେ, ୭ ଜଣ ବିଡିଓ ସହିତ ସିଡିଏମଓ…

ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

Posted on September 24, 2025

ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍ , ର୍ଷାରେ ଉବୁଟୁବୁ ସମ୍ବଲପୁର । ଘରେ ପାଣି, ବାହାରେ ପାଣି । ଲହଡ଼ି ମାଡ଼ୁଛି ଆଣ୍ଠୁଏ ଉଚ୍ଚର ପାଣି । ଆସବାବପତ୍ର ସବୁ ପାଣିରେ ଭାସୁଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସହରର…

୨୭ରେ ଝାରସୁଗୁଡ଼ା ଆସି ଏକ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Posted on September 24, 2025

୨୭ରେ ଆସୁଛନ୍ତି ମୋଦି । ଝାରସୁଗୁଡ଼ା ଆସି ଏକ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ାର ଅମଲିପାଲି ଠାରେ ଯୁବ ସମାବେଶରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୋରଦାର ଚାଲିଛି ପ୍ରସ୍ତୁତି । ଆଜି ରାଜସ୍ଵ…

ଠିକା ଶ୍ରମିକଙ୍କ ଆନ୍ଦୋଳନ

Posted on September 24, 2025

ଠିକା ସଂସ୍ଥା କେସିସିଏଲରେ ନିଯୁକ୍ତି ପ୍ରଦାନ ନେଇ ଠିକା ଶ୍ରମିକଙ୍କ ଆନ୍ଦୋଳନ । ପୁରୁଣା କର୍ମଚାରୀଙ୍କୁ ଅଗ୍ରାଧୀକାର ଭିତିରେ ନିଯୁକ୍ତି ପ୍ରଦାନ ନିମନ୍ତେ ଭୁବନେଶ୍ବରୀ କୋଇଲା ଖଣି ପରିସରରେ ଖଣି ବନ୍ଦ ଆନ୍ଦୋଳନ କରିଥିଲେ ଠିକା ଶ୍ରମିକ । ଯାହାକୁ ନେଇ ଖଣି ବନ୍ଦ…

ବଳ ଗୋଟାଉଛି ଲଘୁଚାପ

Posted on September 23, 2025

ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଇଁବ । ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ତିଗିରିଆ ଥାନା ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ

Posted on September 23, 2025

କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ପଣସପାଟଣାରେ ବଡ଼ ଧରଣର ପ୍ରଶାସନିକ ଚଢାଉ। ମଦ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର। ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ। ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଭିରୁଡ଼ା ପଣସପାଟଣାରେ ଅବକାରୀ ବିଭାଗ ଓ ପୁଲିସ ମିଳିତ…

ବସ୍ଷ୍ଟାଣ୍ଡରୁ ହେଲ୍ପରଙ୍କୁ ଅପହରଣ

Posted on September 23, 2025

ଭୁବନେଶ୍ଵର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବସ୍ ହେଲ୍ପରଙ୍କୁ ଅପହରଣ। ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ଗୋଠପାଟଣା ରାସ୍ତାରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଅଭିଯୋଗ ପରେ ଜଣଙ୍କୁ ଗିରଫ କଲା ଭରତପୁର ଥାନା ପୁଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଆଶୁତୋଷ ମହାନ୍ତି।…

ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି

Posted on September 23, 2025

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ବିଜେଡିର ବିଧାନସଭା ଘେରାଉ। ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ପୁଲିସ-ବିଜେଡି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ୨ଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୁଲିସ।ପଞ୍ଚାୟତ…

Posts pagination

Previous 1 … 166 167 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme