Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ,  ଜିଲ୍ଲାକୁ ରେଡ୍ ଆଲର୍ଟ

Posted on September 27, 2025

  ଶନିବାର ଦକ୍ଷିଣ ଓଡ଼ିଶାରେ  ନିର୍ଧୁମ ବର୍ଷା ହୋଇପାରେ । ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନୂଆପଡ଼ାରେ  ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ  ବହିପାରେ ।…

ଚତୁର୍ଥ ପ୍ରୟାସରେ ସଫଳତା, କଙ୍କିଳିର ପୁଅକୁ ଚାରିଆଡୁ ମିଳୁଛି ଶୁଭେଚ୍ଛା

Posted on September 27, 2025

ପ୍ରକାଶ ପାଇଲା OPSC ରେଜଲ୍ଟ ଯେଉଁଥିରେ ତାଳଚେର କଙ୍କିଳି ଗ୍ରାମର ଶଶାଙ୍କ ଶେଖର ସାମଲ ୧୫୧ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । କଙ୍କିଳି ଗ୍ରାମର ସୁଧାକର ସାମଲ ଓ ପ୍ରଗତି ସାମଲଙ୍କ ବଡ଼ ପୁଅ ଶଶାଙ୍କ ଶେଖର ସାମଲ ଚତୁର୍ଥ ଥରରେ ଏହି…

ନକଲି ଆଇପିଏସକୁ ବାନ୍ଧିଲା ଅସଲି ପୁଲିସ

Posted on September 26, 2025

 ନକଲି ପୁଲିସ ସିନା, ଆଉ ସବୁ ଥିଲା ଅସଲି । ଆଇପିଏସ ଲୋଗୋ ସହ ଟୋପି, ଷ୍ଟାର ଚିହ୍ନ ବି ଓଡ଼ିଶା ପୋଲିସର ଅବିକଳ। କେବଳ ପୁଲିସ ପୋଷାକ ନୁହେଁ, ଆର୍ମି ସହ ଅନେକ ସିଆରପି ପୋଷାକ, ସିଆଇଏସଏଫ ଭଳି ପୋଷାକ ଦେଖି ପୁଲିସ ତାଜୁବ…

ତାଳସାରୀ ବେଳାଭୂମିରୁ ୧୫୬ ଲିଟର ବିଦେଶୀ ମଦ ଜବତ; ୨ ବେପାରୀ ଫେରାର୍

Posted on September 26, 2025

ବାଲେଶ୍ଵର ଜିଲ୍ଲା ଭୋଗରାଇର ତାଳସାରୀ ବେଳାଭୂମିରେ ବଙ୍ଗୀୟ ନିଶା ବେପାରୀଙ୍କ ଦୌରାତ୍ମ୍ୟ। ଖୁଲମଖୁଲା କରୁଥିଲେ ନିଶା ବେପାର। ଚଢାଉ କଲା ସାମୁଦ୍ରିକ ଥାନା ପୁଲିସ। ତାଳସାରୀ ବେଳାଭୂମିରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ୨ଟି ସ୍ଥାନରେ ଚଢାଉ କରି ୧୫୬ ଲିଟର ବିଦେଶୀ…

ଏବେ ‘ଆମ ସାଥି’ରେ ସରକାରୀ ସେବା, ହ୍ୱାଟ୍ସଆପ୍‌ରେ ସମସ୍ୟା ଜଣାଇପାରିବେ ଜନସାଧାରଣ

Posted on September 26, 2025

ଏଣିକି ହାତ ପାହାନ୍ତରେ ମିଳିବ ସରକାରୀ ସେବା। ହ୍ୱାଟ୍ସଆପ୍‌ରେ ସମସ୍ୟା ଜଣାଇପାରିବେ ଜନସାଧାରଣ। ମିଳିବ ସମାଧାନ ବାଟ। ‘ଆମ ସାଥି’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଲୋକାର୍ପଣ କଲେ ମୁଖ୍ୟ ଶାସନ ସଚିବ। ଏଣିକି ଜନ୍ମ ମୃତ୍ୟୁ ପ୍ରମାଣପତ୍ର ହେଉକି ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ, ଆୟ…

ବେଆଇନ ବାଣ ଗୋଦାମରେ ପୁଲିସର ଚଢାଉ, ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

Posted on September 26, 2025

ସୁନ୍ଦରଗଡ ସହରରେ ଥିବା ଏକ ବାଣ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି । ରାଜଗାଙ୍ଗପୁର ପୁଲିସ ସହରର ବଗିଚାପଡ଼ାରେ ଚଢଉ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି। ସୂଚନା ମୁତାବକ, ସହରରେ ବେଆଇନ ବାଣ ମହଜୁଦ ରଖାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ରାଜଗାଙ୍ଗପୁର ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରୀ…

ଖଟିଆରେ ୨କିଲୋମିଟର ବୁହା ହୋଇ ନଈ ପାର ହେଲେ ଗର୍ଭବତୀ।

Posted on September 26, 2025

ପୁଣି ଖଟିଆରେ ବୁହା ହୋଇ ଉଛୁଳା ନଈ ପାର ହେଲେ ଗର୍ଭବତୀ। ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗୁଣ୍ଡିଚାନାଳୀ କଳାମାଟି ସାହିର। ସାହିର କର୍ମୀ ମୁର୍ମୁଙ୍କ ଅସହ୍ୟ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସମ୍ପର୍କୀୟ ମାନେ ଏକ ଖଟିଆରେ ଧରି…

ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମୀ, ୨୦ ପ୍ରତିଶତ ବୋନସ ଦାବି

Posted on September 26, 2025

 ବିଭିନ୍ନ ଦାବି ନେଇ ଶୁକ୍ରବାର ଠାରୁ ଝାଡୁ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ ।  ଫଳରେ ସହରରେ ସଫେଇ କାମ ଠପ୍‌ ହୋଇଯିବ । ଆଗକୁ  ପୂଜା ଥିବା ବେଳେ ସଫେଇ କର୍ମୀଙ୍କ ଏଭଳି ଆନ୍ଦୋଳନ  ଡକରାକୁ ନେଇ ଚିନ୍ତାରେ ବିଏମ୍‌ସି ।…

ଦକ୍ଷିଣରେ ପ୍ରବଳ ବର୍ଷା ଆଶଙ୍କା;୧୮ ଜିଲ୍ଲାକୁ ସତର୍କ କରାଇଲେ ଏସ୍‌ଆରସି

Posted on September 26, 2025

ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଶୁକ୍ରବାରକୁ ଏହା ଘନୀଭୂତ  ହୋଇ ଅବପାତ ରୂପ ନେଇପାରେ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର  ଉପକୂଳ ଅତିକ୍ରମ କରିବ । ପ୍ରବଳ ବର୍ଷିବ ଦକ୍ଷିଣ  ଓଡ଼ିଶା ଏବଂ ଉପକୂଳରେ । ସମ୍ଭାବ୍ୟ ବର୍ଷାକୁ ନେଇ  ସ୍ୱତନ୍ତ୍ର ରିଲିଫ…

ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା; ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା

Posted on September 25, 2025

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା । ନୀଳାଦ୍ରୀବିଜେ ଦିନ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ…

Posts pagination

Previous 1 … 164 165 166 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme