ତାଳଚେର: ଦଶହରା ଉପଲକ୍ଷେ ତାଳଚେର ସାଉଥବଲଣ୍ଡା ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବର୍ଷା ପାଇଁ ସଠିକ ଭାବରେ ବାଣ ଫୁଟି ନଥିବା ବେଳେ ଏକ ଅଫୁଟା ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଛି । ସୂଚନା ଅନୁସାରେ…
Category: ରାଜ୍ୟ
୩୦ ଫୁଟ୍ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର
କୋରାପୁଟ : କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ପେଟା ଘାଟିର ତିନି ବାଙ୍କରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ୩୦ ଫୁଟ୍ ତଳକୁ ଖସି ପଡ଼ିଛି। ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟା ବେଳେ…
ପୋଖରୀରେ ବୁଡି ଛାତ୍ର ମୃତ
ବୈପାରିଗୁଡା: ବୈପାରିଗୁଡା ବ୍ଲକର ବୋଦାପୁଟ ପଞ୍ଚାୟତର ପାଣ୍ଡ୍ରିଗୁଡା ଗ୍ରାମର ଲଇଛନ ଡିଶାରୀଙ୍କ ୧୨ ବର୍ଷର ପୁଅ ଅଶୋକ ଯିଏକି ୪ର୍ଥ ଶ୍ରେଣୀରେ ଛାତ୍ର। ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ବାହାରିଥିଲେ। ବହୁତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ…
ପୋଖରୀରେ ବୁଡି ୨ ଭାଇ ମୃତ
ସାନକୁ ଉଦ୍ଧାର କରିବାକୁ ଯାଇଥିଲେ ବଡ଼ ସୁନ୍ଦରଗଡ଼, ହେମଗିର ଥାନା ଗୋପାଳପୁର ପଞ୍ଚାୟତ ଝୁପୁରୁଙ୍ଗା ଚିଟକେନଢିପାରେ ଘଟିଛି ଏକ ମର୍ମନ୍ତୁଦ ଅଘଟଣ। ପୋଖରୀକୁ ଗାଧୋଇବାକୁ ଯାଇଥିବା ଦୁଇ ଭାଇ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ପୋଖରୀରେ ବୁଡ଼ି ଯାଇଥିବା ସାନ ଭାଇକୁ ଉଦ୍ଧାର କରିବାକୁ…
ମାନସିକ ବିକୃତ ମହିଳା ଉଦ୍ଧାର; ଟ୍ରକ ଜବତ, ଡ୍ରାଇଭର ଗିରଫ
କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ ପିଶାଚ ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ପୁଲିସ । ଉଦ୍ଧାର ହେଲେ ମାନସିକ ବିକୃତ ମହିଳା । କେନ୍ଦୁଝର ସଦର ପୁଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ।…
ଭିଣୋଇ ବେକ ସହ ଗୁପ୍ତାଙ୍ଗ କାଟିଲା ଶଳା, ଘଟଣାସ୍ଥଳରୁ ବ୍ଲେଡ୍ ଜବତ
ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ପନାଶିଆ ଗାଁରେ ଅଭାବନୀୟ ଘଟଣା । ଭିଣୋଇର ତଣ୍ଟି କାଟି ଶଳା ହତ୍ୟା କରିଥିବା ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭିଣୋଇ ମିଥୁନ ବେହେରାର ମୃତଦେହ ଜବତ କରିଛି ପୁଲିସ ।…
ପୁଲିସକୁ ବଡ଼ ସଫଳତା,ଚଲାଣ ପାଇଁ ଥିବା ୫୫ ଦାଦନ ଶ୍ରମିକ ଉଦ୍ଧାର
ପୁଲିସକୁ ବଡ଼ ସଫଳତା। ଚାଲାଣ ପାଇଁ ଥିବା ୫୫ ଦାଦନ ଶ୍ରମିକ ଉଦ୍ଧାର। ରାତି ଅଧିଆ ଚଢାଉ କରି ବଲାଙ୍ଗୀର ସ୍ୱତନ୍ତ୍ର ପୁଲିସ ସେମନଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି। ସମସ୍ତ ଶ୍ରମିକ ବଲାଙ୍ଗୀର ଜିଲ୍ଲା ଏବଂ ଅନ୍ୟ ଜିଲ୍ଲାର ଥିବା ଜଣାପଡ଼ିଛି। ସୂଚନା ମୁତାବକ,୫୫…
ଗୁହାଳରୁ ବାହାରିଲା ୧୦ଫୁଟ ଲମ୍ବର ଅହିରାଜ, ସ୍ନେକ୍ ହେଲପ୍ ଲାଇନ ସଦସ୍ୟ କଲେ ଉଦ୍ଧାର
ଗୁହାଳରୁ ୧୦ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଞ୍ଜାମ ଜିଲ୍ଲା ବାଦପୁର ପଞ୍ଚାୟତବାଲି ପଦର ଗାଁର ଦେବ ନାୟକଙ୍କ ଗୁହାଳରୁ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି । ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଏବଂ ଜଗନ୍ନାଥ ସାହୁ ଘଟଣାସ୍ଥଳରୁ ଅହିରାଜକୁ ଉଦ୍ଧାର କରିଛନ୍ତି।…
ତାଳଚେର ରାବଣ ପୋଡି ଉତ୍ସବରେ ୯ ବର୍ଷୀୟ ଶିଶୁ ଆହତ
ଦଶହରା ଉପଲକ୍ଷେ ତାଳଚେର ସାଉଥବଲଣ୍ଡା ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବର୍ଷା ପାଇଁ ସଠିକ ଭାବରେ ବାଣ ଫୁଟି ନଥିବା ବେଳେ ଏକ ଅଫୁଟା ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଛି । ସୂଚନା ଅନୁସାରେ ରାବଣ…
ବେଳାଭୂମିରେ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼
ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ବଡ଼ ଜୁଆର ସମୟରେ ହଜାର ହଜାର ଜେଲି ଫିସ୍ ଭାସି ଆସିଛନ୍ତି। ସମୁଦ୍ରର ଗଭୀର ଭାଗରୁ ଆସିଥିବା ବ୍ଲୁ ବଟମ୍ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକ ଭିଡ଼ ଲାଗିଛି। ସମୁଦ୍ରର ତାରଙ୍ଗ ଅଶାନ୍ତ ଥିବାରୁ ଏହି ଅଦ୍ଭୁତ ଦୃଶ୍ୟ…
