Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

କମିଲା ଶୀତ, ବଢ଼ିଲା ତାପମାତ୍ରା: ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ

Posted on January 22, 2026

ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ଜାଗାରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ଥିଲା । ବୁଧବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୪, ପାରାଦୀପରେ…

ପାଣି ନ ମିଳିଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Posted on January 21, 2026

ନିର୍ଦ୍ଧାରିତ ସମୟରେ ଲୋକଙ୍କ ପାଖରେ ପାନୀୟ ଜଳ ନ ପହଁଚିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ବିଭିନ୍ନ ଏଜେନ୍ସି ଉପରେ ସରକାର ଆକ୍ସନ ନେଉଥିଲେ ବର୍ତ୍ତମାନ ଅଧିକାରୀଙ୍କ ଉପରେ ବି ଆକ୍ସନ ହେବ ବୋଲି ନିଷ୍ପତ୍ତି ହୋଇଛି । ଆମର ଲକ୍ଷ୍ୟ…

ଅନୁଗୋଳ ଓ ଢେଙ୍କାନାଳ ବାନାଞ୍ଚଳ ପକ୍ଷରୁ ହାତୀ ସୁରକ୍ଷା ପାଇଁ ଗଣ୍ଠିଗାଡ଼ିଆ ବିଟ ଅଞ୍ଚଳରେ ଜୋରଦାର୍ କମ୍ବିଂ ଅପରେଶନ।

Posted on January 21, 2026

ଅନୁଗୋଳ ଜିଲ୍ଲାରେ ଶିକାରୀଙ୍କ ବୋମା ରେ ହାତୀ ମୃତ୍ୟୁ ଭଳି ଅଘଟଣ ପରେ ତପ୍ତରତା ଦେଖାଇଲେ ବନବିଭାଗବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜୋରଦାର କମ୍ବିଂ ଅପରେସନ୍ କରାଯାଉଥିବା ଦେଖିବାକୁ ମିଳିଛି। ସେପଟେ ଶିକାରୀ ମାନଙ୍କୁ ଜଙ୍ଗଲରେ ପୂରାଇ ନଦେବା ପାଇଁ ସବୁ ଯୋଜନା କରାଯାଉଛି।…

ଦୀର୍ଘ ୩ ମାସ ହେବ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ଚିନ୍ତାରେ ବୃଦ୍ଧ

Posted on January 21, 2026

ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଚିନ୍ତାରେ ବୃଦ୍ଧବୃଦ୍ଧା । ଆନନ୍ଦପୁର ବ୍ଲକ ଅଧୀନ କୋଳିମାଟି ପଞ୍ଚାୟତର ଅନେକ ବ୍ୟୟଜ୍ୟେଷ୍ଠ ଦୀର୍ଘ ୩ ମାସ ହେବ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ଜିଉଁଛନ୍ତି । କାହିଁକି ଭତ୍ତା ମିଳୁନି ପଚାରିଲେ କେହି କିଛି…

ପଶୁ ଅଙ୍ଗ ରଖିବା ମାମଲାରେ ୪ ଗିରଫ

Posted on January 21, 2026

ବେଆଇନ ଅସ୍ତ୍ର ଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲାରେ ୪ ଶିକାରୀ ଗିରଫ । ଦକ୍ଷିଣ ଘୁମୁସର ବନଖଣ୍ଡ ଅଧୀନ ବଡ଼ଗଡ଼ ବନ ବିଭାଗ ଅଧୀନ ବୁଢ଼ାମ୍ବ ଗାଁରେ ବେଆଇନ ଭାବେ ଅସ୍ତ୍ର ଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲାରେ ୪…

ଫେବ୍ରୁଆରୀରୁ ବଜେଟ୍ ଅଧିବେଶନ, ନୂଆ ଘୋଷଣା ଉପରେ ସମସ୍ତଙ୍କ ନଜର

Posted on January 21, 2026

ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରୀ ତୃତୀୟ ସପ୍ତାହରୁ ଆରମ୍ଭ ହେବା ସମ୍ଭାବନା ରହିଛି । ସମ୍ଭବତଃ ଫେବ୍ରୁଆରୀ ୧୫ରୁ ୨୦ ତାରିଖ ଭିତରେ ଏହି ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳୁଛି । ବର୍ଷର ସବୁଠାରୁ ବଡ଼ ଅଧିବେଶନ ହୋଇଥିବାବେଳେ ଏହା…

ରାସ୍ତାରୁ ହଟିବ ଆମ ବସ୍, ଚାଲିବ ଇଭି ଗାଡି

Posted on January 21, 2026

ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍, ଚାଲିବ ଇଭି ଗାଡି। ଡିଜେଲ ଚାଳିତ ଆମ ବସ୍ କୁ ହଟାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ରାସ୍ତାରେ କେବଳ ଇଭି ବସ୍ ଚାଲିବ। ବର୍ତ୍ତମାନ ଯେତେ ସବୁ ଡିଜେଲ ଚାଳିତ ବସ୍ ରହିଛି…

‘ଶ୍ରୀମନ୍ଦିରକୁ ଉଡ଼ାଇ ଦେବୁ, ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରିବୁ’, କିଏ ଦେଲା ଏମିତି ଧମକ ?

Posted on January 21, 2026

ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବୁ। ଶ୍ରୀମନ୍ଦିର ନିକଟ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରାଯିବ । ଜୁଲିରାଣୀ ପଣ୍ଡା ନାମକ ଏକ ଫେସବୁକ୍‌ ଆଇଡିରେ ଏଭଳି ଖୋଲା ଧମକ ଦିଆଯାଇଛି। ଏହି ଧମକ ପରେ ପୁରୀ ପୁଲିସ…

ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର

Posted on January 21, 2026

ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା। ବ୍ରହ୍ମପୁତ୍ର ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଛାତ୍ର ଜଣଙ୍କ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ଵିତୀୟ ବର୍ଷର ଛାତ୍ର ସୂରଜ କୁଜୁର। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବୋଲି ଜଣାପଡ଼ିଛି। ବୁର୍ଲା ପୁଲିସ ସମେତ…

ଚନ୍ଦ୍ରଭାଗାରେ ଡଲଫିନ ଗଣନା, ୩ଟି ଦଳରେ ୧୫ ଟି କ୍ରୀଡାରତ ବଟଲ୍ ନୋଜ୍ ଡଲଫିନ

Posted on January 21, 2026

ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ କୋଣାର୍କ ବନବିଭାଗ ତରଫରୁ ମଙ୍ଗଳବାର ସକାଳୁ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଥିଲା। କେଲୁଣି ମୁହାଣ ନିକଟରୁ ରାମଚଣ୍ଡୀ ନଦୀ ମୁହାଣ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହି ଗଣନା କରାଯାଇଥିଲା। କୋଣାର୍କ ବନାଞ୍ଚଳ ଅନ୍ତର୍ଗତ ଏହି…

Posts pagination

Previous 1 … 11 12 13 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme