Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ମନୋରଞ୍ଜନ

କଟକ ବାଲିଯାତ୍ରାରେ ମନମୋହନୀ ସନ୍ଧ୍ୟା, ଶ୍ରେୟା ଘୋଷାଲଙ୍କ ସୁରରେ ମତୁଆଲା ହେବେ ଦର୍ଶକ

Posted on November 13, 2025

କଟକ ବାଲିଯାତ୍ରା ଏବେ ହେବ ସୁରର ସମୁଦ୍ର। ଏଥିରେ ଯୋଗ ଦେବାକୁ ଭୁବନେଶ୍ୱର ପହଞ୍ଚିଛନ୍ତି ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ବିମାନବନ୍ଦରରେ ତାଙ୍କୁ ଭକ୍ତ ଓ ଆୟୋଜକମାନେ ସ୍ବାଗତ କରିଛନ୍ତି। ଏହିବେଳେ ବାଲିଯାତ୍ରାର ସଙ୍ଗୀତିକ ସନ୍ଧ୍ୟାରେ ଶ୍ରେୟା ଘୋଷାଲ ତାଙ୍କ ସୁମଧୁର ସ୍ବରରେ…

ଯାତ୍ରା ପେଣ୍ଡାଲ ଉପରେ ହିରୋଙ୍କୁ ମାଡ଼

Posted on November 12, 2025

ଭଦ୍ରକ ଅଣ୍ଡରେଇ ଠାରେ ଯାତ୍ରା ରାଜନନ୍ଦିନୀ ”ଏମିତି ବିଚାର କେବେ ଦେଖିନି” ନାଟକ ମଞ୍ଚସ୍ଥ କରୁଥିଲା । ଏଥିରେ ମାଆ ଭୂମିକାରେ ଟୁନିଆ ମଲ୍ଲିକ , ବାପା ଭାବେ ସଞ୍ଜୟ ଓ ଭଉଣୀ ଭୂମିକାରେ ମାମା ଅଭିନୟ କରିଥିଲେ । ନାଟକର ଦୃଶ୍ୟ ଅନୁଯାୟୀ…

ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଗତକାଲି ରାତିରେ ଘରେ ବେହୋସ ହୋଇଯାଇଥିଲେ

Posted on November 12, 2025

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଗତକାଲି ରାତିରେ ଘରେ ବେହୋସ ହେବା ପରେ ପୂର୍ବତନ ସାଂସଦ ଗୋବିନ୍ଦଙ୍କୁ ହସ୍ପିଟାଲରେ ନିଆଯାଇଥିଲା । ୬୧ ବର୍ଷୀୟ ମୁମ୍ବାଇର ବଲିଉଡ ଷ୍ଟାରଙ୍କୁ ମୁମ୍ବାଇ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ…

ଧର୍ମେନ୍ଦ୍ରଙ୍କ ବିୟୋଗ ଖବରକୁ ଖଣ୍ଡନ କଲେ ଝିଅ, ଇନଷ୍ଟାଗ୍ରାମରେ ଦେଲେ ସୂଚନା

Posted on November 11, 2025

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମଧ୍ୟରେ ବର୍ତ୍ତମାନ ଅଭିନେତାଙ୍କ ଝିଅ ଇଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏଶା କହିଛନ୍ତି ଯେ ତାଙ୍କ ବାପାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ମିଥ୍ୟା ଖବର…

କେନାଲକୁ ଖସିଲା ଓଲିଉଡ୍ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି

Posted on November 8, 2025

ଓଲିଉଡ୍ ଅଭିନେତା ଅଶ୍ରୁମୋଚନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବାରଙ୍ଗ ଥାନା ଅଧୀନସ୍ଥ କଳାଝରୀ ସାଇଫନ ନିକଟରେ ଏହି ଘଟଣା ଘଟିଛି । ସୁଟିଂ ସାରି ଗାଡ଼ିରେ ଫେରୁଥିବା ବେଳେ ସାମ୍ନାକୁ ହଠାତ୍ ଏକ କୁକୁର ପଳାଇ ଆସିବାରୁ ଗାଡ଼ିର…

ଶିଶୁପୁତ୍ର ଜନ୍ମ ଦେଲେ କ୍ୟାଟ୍ରିନା

Posted on November 7, 2025

ଚାରି ବର୍ଷର ବିବାହ ପରେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ମା’ବାପା ହୋଇଛନ୍ତି। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। କାଟ୍ରିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କାଟ୍ରିନା ଏବଂ ଭିକି ସୋସିଆଲ ମିଡିଆରେ ଏକ…

ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ହସପିଟାଲରେ ଭର୍ତ୍ତି, ନିଶ୍ବାସ ନେବାରେ ସମସ୍ୟା

Posted on November 1, 2025

ବଲିଉଡରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ରାତିରେ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ହେବା ଯୋଗୁଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି…

ଦିଲଜିତଙ୍କୁ ଖଲିସ୍ତାନୀ ଆତଙ୍କୀଙ୍କ ଧମକ, ସିଡନୀ କନସର୍ଟ ବାତିଲ କରିବାକୁ ଧମକ

Posted on October 29, 2025

ବଲିଉଡର ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜକୁ ଖଲିସ୍ତାନୀ ଆତଙ୍କୀ ଗୁରପନ୍ତୱନ୍ତ ସିଂହ ପନ୍ନୁ ଧମକ ଦେଇଛନ୍ତି। ନଭେମ୍ବର ୧ରେ ସିଡନୀରେ ହେବାକୁଥିବା ଦିଲଜିତଙ୍କ କନସର୍ଟକୁ ବନ୍ଦ କରିବା ପାଇଁ ପନ୍ନୁ ଧମକ ମଧ୍ୟ ଦେଇଛନ୍ତି। ପନ୍ନୁ କହିଛନ୍ତି ଯେ, ଦିଲଜିତ ଅମିତାଭ ବଚ୍ଚନଙ୍କ…

କପିଲାଭଟା ରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ

Posted on October 23, 2025

ଭାଲୁମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟା ର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି…

ତୁମକେଲା ଘାଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

Posted on October 23, 2025

ରାଉରକେଲା: ସେକ୍ଟର-୧୫ ଥାନା ଅଞ୍ଚଳସ୍ଥ ତୁମକେଲା ଘାଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ ବୟସ ପ୍ରାୟ ୨୫ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ ମୃତଦେହର ପଞ୍ଚନାମା କରି ଆର୍‌ଜିଏଚ୍‌ ମର୍ଗକୁ…

Posts pagination

Previous 1 2 3 4 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme