Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଟକ ବାଲିଯାତ୍ରାରେ ମନମୋହନୀ ସନ୍ଧ୍ୟା, ଶ୍ରେୟା ଘୋଷାଲଙ୍କ ସୁରରେ ମତୁଆଲା ହେବେ ଦର୍ଶକ

Posted on November 13, 2025

କଟକ ବାଲିଯାତ୍ରା ଏବେ ହେବ ସୁରର ସମୁଦ୍ର। ଏଥିରେ ଯୋଗ ଦେବାକୁ ଭୁବନେଶ୍ୱର ପହଞ୍ଚିଛନ୍ତି ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ବିମାନବନ୍ଦରରେ ତାଙ୍କୁ ଭକ୍ତ ଓ ଆୟୋଜକମାନେ ସ୍ବାଗତ କରିଛନ୍ତି।

ଏହିବେଳେ ବାଲିଯାତ୍ରାର ସଙ୍ଗୀତିକ ସନ୍ଧ୍ୟାରେ ଶ୍ରେୟା ଘୋଷାଲ ତାଙ୍କ ସୁମଧୁର ସ୍ବରରେ ଦର୍ଶକମାନଙ୍କୁ ମତୁଆଲା କରିଦେବେ। ଏହା ପୂର୍ବରୁ ସେ ସୋସିଆଲ ମିଡିଆରେ ଏହି ଅବସରକୁ ନେଇ ଉତ୍ସାହ ପ୍ରକାଶ କରିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme