ପ୍ରଥମ ମିସ୍ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍ ଇଣ୍ଡିଆ ମୁକୁଟ ହାସଲ କରିଥିବା ମେହେର ଏକାଧାରରେ ଜଣେ ସୁପରମଡେଲ, ସାମ୍ୱାଦିକା, ଲେଖିକା ଓ ମେଣ୍ଟର ଥିଲେ। ଭାରତୀୟ ଫ୍ୟାଶନ…
Category: ମନୋରଞ୍ଜନ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପବରେ ରେଡ୍…
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ମାଲିକାନା ଲଗଜରି ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବିରୋଧରେ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମାମଲା ରୁଜୁ । ଅନୁମୋଦିତ ସମୟଠାରୁ ଅଧିକ ସମୟ ଧରି ପବ ଖୋଲିଥିବାରୁ ବାଷ୍ଟିଆନ୍ ଗାର୍ଡେନ୍ ସିଟି ସମେତ ବେଙ୍ଗାଲୁରୁର ଦୁଇଟି ପବ୍ ବିରୋଧରେ ପୋଲିସ…
୫୩ ବର୍ଷରେ ପାଦ ଦେଲେ ବଲିଉଡ଼ ଅଭିନେତା ଜନ୍ ଆବ୍ରାହମ୍ …
ଜନ୍ ଆବ୍ରାହମ୍ ଆଜି ବଲିଉଡର ସବୁଠାରୁ ଗୁଡ୍ ଲୁକିଂ ଏବଂ ଫିଟ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଯାହାଙ୍କ ଉପରେ ଲକ୍ଷ ଲକ୍ଷ ଝିଅ ଦିୱାନା । ଜନ୍ ଆବ୍ରାହମ୍ ହେଉଛନ୍ତି ଅଳ୍ପ କିଛି ଅଭିନେତାଙ୍କ ମଧ୍ୟରୁ ଜଣେ ଯିଏ କୌଣସି ଫିଲ୍ମି ବ୍ୟାକଗ୍ରାଉଣ୍ଡ…
ଭୁବନେଶ୍ବରରେ ଅକ୍ଷୟ କୁମାର, ବିମାନବନ୍ଦରରେ ନଜର ଆସିଛନ୍ତି ଖିଲାଡ଼ି
ଭୁବନେଶ୍ବରରେ ଖିଲାଡ଼ି କୁମାର । ବିମାନବନ୍ଦରରେ ନଜର ଆସିଛନ୍ତି ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର । ତାଙ୍କ ଫଟୋ ଉଠାଇବାକୁ ଖଚାଖଚ ଭିଡ ହୋଇଥିଲା । ରାଜସ୍ଥାନ ଯୋଧପୁରରୁ ଭିଏତନାମକୁ ଯାଉଥିଲେ ଅକ୍ଷୟ କୁମାର । ତେବେ ସ୍ପେଶାଲ କନେକ୍ଟିଂ ପ୍ଲାଇଟ୍ ଭୁବନେଶ୍ବରରୁ ଥିବାରୁ…
ସାମନ୍ଥାଙ୍କ ବିବାହ ଫଟୋ ଭାଇରାଲ: ନିର୍ଦ୍ଦେଶକ ରାଜ ନିଡିମୋରୁଙ୍କୁ କଲେ ବାହା
କୋଏମ୍ବାଟୁର: ଦୀର୍ଘ ଦିନର କଳ୍ପନାଜଳ୍ପନା ପରେ ଶେଷରେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ନିର୍ଦ୍ଦେଶକ ରାଜ ନିଡିମୋରୁ (ରାଜ ଏବଂ ଡି.କେ. ଯୋଡ଼ିର ଜଣେ ସଦସ୍ୟ) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ଏକ ଅତ୍ୟନ୍ତ ନିରୋଳା ଏବଂ ନିରାଡ଼ମ୍ବର ଉତ୍ସବରେ ପରସ୍ପରକୁ…
ଧର୍ମେନ୍ଦ୍ରଙ୍କ ପରଲୋକ: ୯୦ର ପୂର୍ବରୁ ବଲିଉଡର ହି-ମ୍ୟାନଙ୍କ ଶେଷ ନିଶ୍ୱାସ
ବଲିଉଡର ପ୍ରସିଦ୍ଧ ଅଭିନେତା ଓ ‘ହି-ମ୍ୟାନ’ ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ତାଙ୍କ ବୟସ ୮୯ ବର୍ଷ ଥିଲା। ସୋମବାର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବା ପରେ ସେ ଭେଣ୍ଟିଲେଟରରେ ରଖାଯାଇଥିଲେ ଏବଂ ଆଜି ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ସପ୍ତାହରେ ସ୍ୱାସ୍ଥ୍ୟ ପରୀକ୍ଷା…
ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢିଲା ବିବାଦ, ୨ ମ୍ୟାନଜରଙ୍କ ନାଁରେ ଏତଲା
ହ୍ୟୁମାନ ସାଗରଙ୍କ ଅକାଳ ଦେହାନ୍ତକୁ ନେଇ ରାଜ୍ୟରେ ବିବାଦ ଦିନକୁ ଦିନ ବଢ଼ୁଛି। କୋଶଳ ବାଦୀ ସଂଗଠନ ସହ ଅନ୍ୟାନ୍ୟ ସଂଗଠନ ଆଜି ଟାଉନ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ…
ସ୍ବରର ଯାଦୁଗର ହ୍ୟୁମାନ ସାଗରଙ୍କ ପରଲୋକ, ଓଡ଼ିଶାର ସଙ୍ଗୀତଜଗତ ରେ ଶୋକାକୁଳ
ଓଡ଼ିଆ ସଙ୍ଗୀତଜଗତ ପାଇଁ ଦୁଃଖଦ ଖବର—ପ୍ରସିଦ୍ଧ ଗାୟକ ଓ ସ୍ବରର ଯାଦୁଗର ହ୍ୟୁମାନ ସାଗର ପରଲୋକରେ। ସୋମବାର ରାତିରେ ଭୁବନେଶ୍ୱର ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗତ ଛ ମାସ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା ଓ ଡାଇଲେସିସ…
ବିଗିଡ଼ିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା : କଟକରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର
ବିଗିଡ଼ିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗଙ୍କ ସ୍ବାସ୍ଥ୍ୟାବସ୍ଥା । କଟକରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଯେଉଁଥି ପାଇଁ ହ୍ୟୁମାନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥା…
୨୫୨ କୋଟି ଟଙ୍କା ଡ୍ରଗ୍ସ ମାମଲାରେ ଶ୍ରଦ୍ଧା-ନୋରାଙ୍କ ଲିଙ୍କ୍
୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଏହି ମାମଲାରେ ଗିରଫ ହୋଇଥିବା ପଞ୍ଚମ ଅଭିଯୁକ୍ତ ମହମ୍ମଦ ସଲିମ ମହମ୍ମଦ ସୁହେଲ ଶେଖ ଜେରା ସମୟରେ ଚାଞ୍ଚଲ୍ୟକର ଖୁଲାସା କରିଛି। ସୂତ୍ର ଅନୁଯାୟୀ, ଶେଖକୁ ପଚରାଉଚରା ସମୟରେ ଏହା…
