Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଅପରାଧ

ରାଜଧାନୀରେ ପୁଣି ଲଜ୍ଜା: ଧଉଳିରେ ନାବାଳିକାକୁ ଗଣଦୁଷ୍କର୍ମ, ମୋବାଇଲରେ ଭିଡିଓ ରେକର୍ଡ କରି ଧମକ!

Posted on December 16, 2025

ରାଜଧାନୀ ଭୁବନେଶ୍ୱରର ଐତିହ୍ୟ ସ୍ଥଳୀ ଧଉଳି ଅଞ୍ଚଳରେ ଘଟିଛି ଏକ ଅତ୍ୟନ୍ତ ଜଘନ୍ୟ ଘଟଣା, ଯାହା ସମଗ୍ର ସହରର ନିରାପତ୍ତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ମୁତାବକ, ଗତ ୧୦ ତାରିଖ ଦିନ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍

Posted on December 16, 2025

ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ ଆବେଦନ । ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କଲେ…

ଦମ୍ପତିଙ୍କୁ ତାଲା ପକାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

Posted on December 13, 2025

ବିଳମ୍ୱିତ ରାତିରେ ଦମ୍ପତିଙ୍କୁ ତାଲା ପକାଇ ଦେଢ଼ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା । ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରା ସାହିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର କଲ୍ୟାଣ ବେହେରା ଏବଂ ତାଙ୍କ ସ୍ତ୍ରୀ ଛବି…

ଜଗିଥିଲା AI କ୍ୟାମେରା , ଧରାପଡ଼ିଲେ ତିନି ଶିକାରୀ

Posted on December 13, 2025

ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା । ୩ ଜଣ ଶିକାରୀ ଓ ୫ ଦେଶୀ ବନ୍ଧୁକ ଜବତ l କିଛି ଦିନ ତଳେ ବାଘ ଗଣନା ପାଇଁ କୁଳଡିହା ଅଭାୟରଣ୍ୟ ଅଧୀନ ବେତେଇ ଜଙ୍ଗଲରେ ବନବିଭାଗ ପକ୍ଷରୁ ଗଛ ଉପରେ AI କ୍ୟାମେରା ଲଗାଯାଇଥିଲା…

ରାଜଧାନୀ​‌ରେ ଲଜ୍ଜା: ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Posted on December 12, 2025

ରାଜଧାନୀରେ ଜଣେ ୧୧ ବର୍ଷର ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇ ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଦେଇଛି । ମିଳିଥିବା ଅଭିଯୋଗ…

ଢାବାରେ ଯୁବକଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୁତ୍ତ

Posted on December 8, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ପାଖ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଗୁରୁତର ଯୁବକ ଜଣକ ହେଲେ ଜୟପୁରାକାଟେଣୀ ପଂଚାୟତ ସିଆରିମାଳିଆ ଗାଁର ପ୍ରଦୀପ୍ ବେହେରା।…

ଚିକେନ୍ ଖାଇଦେବାରୁ ଦୁଇ ପଡୋଶୀଙ୍କ ଭିତରେ ଗଣ୍ଡଗୋଳ

Posted on December 6, 2025

ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ପଡୋଶୀ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ମହାନ୍ତି। ଉକ୍ତ ଗାଁର ହତ୍ୟାକାରୀ ନାରାୟଣ ଦାସ ଫେରାର୍। ସୂଚନାନୁଯାୟୀ, ଶୁକ୍ରବାର କୃଷ୍ଣଚନ୍ଦ୍ର ଘରେ ଚିକେନ୍…

ରାଜଧାନୀରେ ଦୁର୍ବୃତ୍ତ ଆତଙ୍କ,ବାଇକ୍‌ ଆସି ଫଳ ଦେକାନୀକୁ ଗୋଡ଼ାଇ ହାଣିଲେ ୩ ରୁ ୪ ଜଣ ଯୁବକ

Posted on December 5, 2025

ପଟିଆ  ରେଳଷ୍ଟେସନସ୍ଥିତ ବିଜୁନଗର ଅଞ୍ଚଳରେ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଆତଙ୍କ  ଖେଳାଇଛନ୍ତି । ସେମାନେ ଜଣେ  ଫଳଦୋକାନୀକୁ ଗୋଡ଼ାଇ ହାଣିଛନ୍ତି ।  ଆକ୍ରମଣରେ ଫଳଦୋକାନୀ ଜଣକ  ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ  ରାଜକୁମାର ସ୍ୱାଇଁ । ତାଙ୍କ ମୁଣ୍ଡ, କାନ୍ଧ…

ଅସୁରକ୍ଷିତ ଅନୁଗୁଳ, କଥା କଥାକେ ଗଡ଼ୁଛି ମୁଣ୍ଡ

Posted on December 3, 2025

ଅସୁରକ୍ଷିତ ଅନୁଗୁଳ । କଥା କଥାକେ ଗଡ଼ୁଛି ମୁଣ୍ଡ। ବଢିଗଲାଣି ଲୁଟେରାଙ୍କ ଦୌରାତ୍ମ୍ୟ, ହତ୍ୟା, ବଳାତ୍କାର, ମହିଳା ନିର୍ଯାତନା। ଜିଲ୍ଲାର ୨୫ଟି ଯାକ ଥାନାରେ ଆଇନଶୃଙ୍ଖଳା ବିଗିଡ଼ି ଚାଲିଛି । ପ୍ରତ୍ୟେକ ମାସରେ ହାରାହାରି ୩ରୁ ୪ଟି ହତ୍ୟାକାଣ୍ଡ ଘଟୁଥିବା ବେଳେ ୬ରୁ ୭…

ମହିଳା କନଷ୍ଟେବଳ ହତ୍ୟା ମାମଲା, ଦାଖଲ ହେଲା ୭୦୦ ପୃଷ୍ଠାର ଚାର୍ଜସିଟ୍‌

Posted on December 2, 2025

ବହୁଚର୍ଚ୍ଚିତ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ପ୍ରକ୍ରିୟା ପ୍ରାୟତଃ ସରିଛି । ଅଦାଲତରେ ପ୍ରାୟ ୭୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌କୁ ପୁଲିସ ଦାଖଲ କରିଛି । ଏଥିରେ ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି…

Posts pagination

Previous 1 … 5 6 7 … 22 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme