Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: January 2026

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା, ମହାକାଳ ଦର୍ଶନ ହେଲା ଶେଷ ଦର୍ଶନ

Posted on January 27, 2026

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ସହ କାର ଭୟଙ୍କର ଧକ୍କା ହେବାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ କହିବା ମୁତାବକ, କାରରେ ଥିବା ଲୋକମାନେ ମହାକାଳ ମନ୍ଦିର ଦର୍ଶନ କରି ଉଜ୍ଜୈନରୁ ନୋଏଡା ଫେରୁଥିଲେ । ପାପଡା…

ଗାଁରେ ବୋମା ମାଡ଼, ଦୁର୍ବୃତ୍ତ ଫେରାର

Posted on January 27, 2026

ଛତ୍ରପୁର ଚିକଲଖଣ୍ଡି ଗାଁରେ ବୋମା ମାଡ଼। ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ ପୁଅ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହାଣି ସ୍ବାମୀର…

Posted on January 27, 2026

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣି ସ୍ବାମୀର ଜୀବନ ହାରିବାକୁ ଉଦ୍ୟମ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମର ଅଭାବନୀୟ ଘଟଣା । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର । ସୂଚନା ଅନୁସାରେ ଗତକାଲି…

କଣ ହେବ ମୋକିମଙ୍କ ନୂଆ ରାଜନୈତିକ ଦଳର ନାଁ? ଓଡ଼ିଶା ଜନତା କଂଗ୍ରେସ ନା ଲୋକ କଂଗ୍ରେସ?

Posted on January 27, 2026

କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳକୁ ନେଇ ଚାଲିଥିବା ଚର୍ଚ୍ଚାର ଏବେ ଅନ୍ତ ଘଟିବାକୁ ଯାଉଛି। ନିକଟରେ ଶ୍ରୀ ମୋକିମ ସୂଚନା ଦେଇଛନ୍ତି ଯେ, ତାଙ୍କର ନୂଆ ଦଳର ନାମ କ’ଣ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ…

କିଣିବା ପୂର୍ବରୁ ନଜର ପକାନ୍ତୁ ସୁନା ଓ ରୁପା ମୂଲ୍ୟ

Posted on January 26, 2026

ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୨,୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା…

ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ଟେକ୍‌ଅଫ୍‌ବେଳେ …

Posted on January 26, 2026

ଆମେରିକାର ମେନ ରାଜ୍ୟର ବାଙ୍ଗୋର୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବମ୍ବାର୍ଡିୟର୍‌ ଚ୍ୟାଲେଞ୍ଜର୍‌ ୬୦୦ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋଟ ୮ ଜଣ ଲୋକ ଏଥିରେ ଥିଲେ।…

ଭୁବନ ଥାନାକୁ ମିଳିଲା ବଡ ସଫଳତା। ସୁନା,ରୂପା,ମୋବାଇଲ,ଟଙ୍କା, କାର ସହ ୩ଜଣ ଗିରଫ।

Posted on January 26, 2026

କାମାକ୍ଷାନଗର ଉପଖଣ୍ଡ ଭୁବନ ଥାନାକୁ ମିଳିଲା ବଡ ସଫଳତା। ୪୮ ଗ୍ରାମ ସୁନା, ୯୬ ଗ୍ରାମ ରୂପା , ୧୨ ଟି ମୋବାଇଲ , ୮ ହଜାର ଟଙ୍କା ଓ ଗୋଟିଏ ମାରୁତି କାର ଜବଦ ସହିତ ୩ ଜଣକୁ ଗିରଫ କରିଛି ଭୁବନ…

ନିଆଁ ଲାଗି ଜଳିଗଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି।

Posted on January 26, 2026

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଶାଗବାରୀ ଗାଁରେ ନିଆଁ ସେକି ହେଉଥିବା ବେଳେ ଅଘଟଣ ଘଟି ଜଳିଗଲେ ମହିଳା। ଗୁରୁତର ଅବସ୍ଥାରେ ତାଙ୍କୁ ଉଧାରକରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଲେ ଶାଗବାରୀ ଗାଁର ରାଇମଣି ସିଦ୍ଦୁ। ଘରେ ନିଆଁ…

ଆସିବ ନୂଆ ବିଦ୍ୟୁତ୍ ନୀତି-୨୦୨୬, ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଶକ୍ତିଶାଳୀ ହେବ ଭାରତ

Posted on January 26, 2026

୨୦୨୫ରେ ଜାରି ହୋଇଥିବା ବିଦ୍ୟୁତ୍ ନୀତିକୁ ବଦଳାଇ ଦୁଇ ଦଶନ୍ଧି ପରେ ଏବେ ଭାରତ ସରକାର ନୂତନ ବିଦ୍ୟୁତ୍ ନୀତି-୨୦୨୬ ଆଣିବାକୁ ଯାଉଛନ୍ତି । ଏଥିପାଇଁ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି । ଉନ୍ନତ ଆଣବିକ ପ୍ରଯୁକ୍ତିବିଦ୍ୟା, କ୍ଷୁଦ୍ର ମଡ୍ୟୁଲାର୍ ରିଆକ୍ଟର ଓ ଅନ୍ୟାନ୍ୟ…

ଅଭିଷେକଙ୍କ ‘ଶର୍ମା’ଦାର ବ୍ୟାଟିଂ: ମାତ୍ର ୧୪ ବଲ୍‌ରେ ଅର୍ଦ୍ଧଶତକ, ଭାଙ୍ଗିଲେ ଇଶାନ ଓ ହାର୍ଦ୍ଦିକଙ୍କ ରେକର୍ଡ

Posted on January 26, 2026

ଟିମ୍ ଇଣ୍ଡିଆର ଯୁବ ଓପନର ଅଭିଷେକ ଶର୍ମା ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ସେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜରିଆରେ କିୱି ବୋଲରଙ୍କୁ ନାକେଦମ କରିଦେଇଛନ୍ତି। ଗୌହାଟୀର ବରସାପାରା ଷ୍ଟାଡିୟମରେ ଖେଳାଯାଇଥିବା ଏହି…

Posts pagination

Previous 1 … 4 5 6 … 43 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec   Feb »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme