ଅନୁଗୋଳ ବନଖଣ୍ଡ ର ବାଳୁକଟା ଗାଁ ପଥର ଗଡ ସାହି ନିକଟସ୍ଥ ଏକ ପୋଖରୀ ପାଖରେ ଏକ ହାତୀ କୁ ଅସୁସ୍ଥ ଅବସାରେ ଉଦ୍ଧାର କରାଯାଇଛି। ହାତୀଟି ର ବୟସ ପ୍ରାୟ 6 ବର୍ଷ ରୁ 7 ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି।…
Month: January 2026
ନାଲକୋର ଖଣିକାର୍ଯ୍ୟ ସର୍ଭେକୁ ବିରୋଧ କଲେ ଗ୍ରାମବାସୀ
ପ୍ରାକୃତିକ ନାଳ ଗତିପଥ ପରିବର୍ତ୍ତନ ସର୍ଭେ ବାହାନାରେ, ଉତ୍କଳ-ଇ କୋଇଲା ଖଣି ପାଇଁ ଚାଲିଛି ରାସ୍ତା ନିର୍ମାଣ କାମ। ଗ୍ରାମବାସୀ ବିରୋଧ ସହ କମ୍ପାନୀର କିଛି କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ରେ ସ୍ଥାନୀୟ ଗ୍ରାମବାସୀଙ୍କୁ ବାନ୍ଧିନେଲା ପୁଲିସ। ଏଭଳି ଏକ ମୁହାଁମୁହିଁ ସ୍ଥିତି…
୧୫୦ ବର୍ଷ ପରେ ଫେରିବ ରାଣୀ ଶାସନ
୧୫୦ ବର୍ଷ ପରେ ସ୍ପେନ୍କୁ ଫେରିବ ରାଣୀ ଶାସନ । ୧୮୦୦ ମସିହାରେ ଦେଶ ଶାସନ କରିଥିବା ରାଣୀ ଇସାବେଲାଙ୍କ ପରେ ରାଜା ଫିଲିପ୍ ୫ମ ଓ ରାଣୀ ଲେତିଜିଆଙ୍କ ଝିଅ ରାଜକୁମାରୀ ୨୦ ବର୍ଷୀୟା ଲିଓନର ଦେଶର ପ୍ରଥମ ରାଣୀ ହେବେ । ୧୭୦୦…
ସୁନା ଦରକୁ କାଟି ଆଗକୁ ବଢିଛି ରୁପା , ଜାଣନ୍ତୁ ମୂଲ୍ୟ
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୩,୧୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ବଡ଼ ସୂଚନା
ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ ଗର୍ଗ । କୋଲକାତାରେ ଇନଭେଷ୍ଟର ମିଟ୍ ଅନୁଷ୍ଠିତ ହେବ । ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ…
ଶ୍ରୀକ୍ଷେତ୍ରରେ ଶିଳ୍ପା ସେଟ୍ଟୀ, ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ
ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମାୟାନଗରୀରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି ଶିଳ୍ପା ସେଟ୍ଟୀ। ତାଙ୍କ ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ସାଙ୍ଗରେ ଆସିଛନ୍ତି। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସହପରିବାର ଦର୍ଶନ କରିବା ଆଶିଷ…
ପୁଣି ଶ୍ରୀମନ୍ଦିରରେ ପଶିଲା ମୋବାଇଲ, ଆନନ୍ଦବଜାରରେ ଛିଡ଼ା ହୋଇ କଥାରେ ହେଲେ ବ୍ୟକ୍ତି
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଫୁ’ । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଚ୍ୟାଲେଞ୍ଜ ଦେଉଛନ୍ତି ଅମାନିଆ । ମନ୍ଦିର ଭିତରେ ପୁଣି ପଶିଲା ମୋବାଇଲ ଫୋନ୍। ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ରେକଥା ହେଉଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି କଥା ହେଉଥିବା ଭିଡିଓ ଭାଇରାଲ…
ସୁନ୍ଦର ଆଉଟ୍, ବଦୋନି ଇନ୍! ବିସିସିଆଇର ଏହି ନିଷ୍ପତ୍ତି ପଛରେ କାରଣ କଣ?
ବିଶ୍ୱକପ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦଳର ଅଭିଜ୍ଞ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ଆହତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟ୍ୱେଣ୍ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ସୁନ୍ଦରଙ୍କ ଅନୁପସ୍ଥିତି ଦଳର ସନ୍ତୁଳନ ବିଗାଡ଼ିବା ଆଶଙ୍କା ରହିଛି,…
ଭାଙ୍ଗିଲା ସ୍ୱପ୍ନ, ‘ମେଟା’ ତିଆରି କରିଥିବା ୧୦୦୦ କର୍ମଚାରୀଙ୍କୁ ଛଟେଇ
ଆମେରିକାର ଟେକ୍ କମ୍ପାନୀ ‘ମେଟା’ ୨୦୨୬ ର ଆରମ୍ଭରୁ ନିଜର ରିଏଲିଟି ଲାବ୍ ଡିଭିଜନ୍ରେ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ବାହାର କରିଦେଇଛି। ଏହି ଖବର ଖବର ଚାକିରୀ ଛଟେଇ ନୁହେଁ, ବଂର ଏକ ବଡ଼ ଇଶାରା ଯେ, ‘ମେଟା’ କେଉଁ ଦିଗକୁ ଯାଉଛି। ‘ରିଏଲିଟି…
ମଣ୍ଡିରେ ଧାନ, ଚାଷୀ ହନ୍ତସନ୍ତ: ମନ୍ତ୍ରୀଙ୍କ ଗସ୍ତ ବାତିଲ ପରେ ତେଜିଲା ଜନ ଅସନ୍ତୋଷ
ପଶ୍ଚିମ ଓଡ଼ିଶାର ଚାଷୀମାନେ ଅପେକ୍ଷା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ ବାତିଲ ହୋଇଛି। ସୂଚନା ଅନୁଯାୟୀ, ଆଜି ସମ୍ବଲପୁରରେ ଏକ ସମୀକ୍ଷା ବୈଠକ ଏବଂ ଆସନ୍ତାକାଲି ବରଗଡ଼ ଗସ୍ତ ପାଇଁ…
