କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦାମରପୁର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। କେବଳ ପୁଅ ଜନ୍ମ ନହେବା କାରଣରୁ ଜଣେ ନବଜାତ ଶିଶୁ କନ୍ୟା ଓ ତାଙ୍କ ମା’ଙ୍କୁ ଜୀଅନ୍ତା ଜାଳି ମାରିଦେବାକୁ ଉଦ୍ୟମ କରିଛନ୍ତି ନିଜ ଶ୍ୱଶୁର। ଘଟଣାକୁ ନେଇ…
Month: January 2026
ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରଦାର୍, କମିଶନରେଟ୍ ପକ୍ଷରୁ ଟ୍ରାଫିକ୍ କଟକଣା
ରାଜ୍ୟସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି । ମହତ୍ମାଗାନ୍ଧୀ ମାର୍ଗରେ ପରେଡ୍ ଅଭ୍ୟାସ ଆରମ୍ଭ ହୋଇଛି । ଦେଶାତ୍ମବୋଧକ ଗୀତ ତାଳେ ତାଳେ ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ପରେଡ୍ର କରିବେ । ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍…
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୯,୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ରାଜ୍ୟସଭା ନିର୍ବାଚନ: ହାର୍-ଜିତ୍କୁ ଭୟ ନାହିଁ, ପ୍ରାର୍ଥୀ ଦେବ ପିସିସି!
ଦେଶର ୧୦ଟି ରାଜ୍ୟରେ ଖାଲି ହେବାକୁ ଥିବା ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୪ଟି ଆସନ ପାଇଁ ମଧ୍ୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଓଡ଼ିଶା…
ଧର୍ମାନ୍ତୀକରଣ ଅଭିଯୋଗରେ ପାଦ୍ରୀଙ୍କୁ ଚପଲ ମାଳ ପିନ୍ଧେଇଲେ ଲୋକେ। ଅଭିଯୋଗ ପରେ ୪ ଅଟକ, ପୋଲିସର ତଦନ୍ତ ଜାରି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଜଣେ ପାଦ୍ରୀଙ୍କୁ ଧର୍ମାନ୍ତିକରଣ କରାଉଥିବା ଅଭିଯୋଗରେ ଅମାନୁଷିକ ଅତ୍ୟାଚାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରଛନ୍ତି ପାଦ୍ରୀଙ୍କ ସ୍ତ୍ରୀ ବନ୍ଦନା ନାଏକ। ତାଙ୍କ ସ୍ୱାମୀଙ୍କୁ ଗାଁ ଦାଣ୍ଡରେ ଚପଲ ମାଳ…
ଆଗେଇଲା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ, ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ପ୍ରଥମ ସେକ୍ସନ
ଦ୍ରୁତ ବେଗରେ ଆଗେଇ ଚାଲିଛି ଦେଶର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ । ୨୦୨୬ ଡିସେମ୍ବର ସୁଦ୍ଧା ପ୍ରଥମ ସେକ୍ସନର ନିର୍ମାଣ ପ୍ରସ୍ତୁତ ହୋଇଯିବ । ପ୍ରଥମ ସେକ୍ସନ ସୁରଟରୁ ବିଲିମୋରା ରହିବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି…
ଫେବୃଆରୀ ୧୭ରୁ ରାଜ୍ୟ ବଜେଟ୍ ଅଧିବେଶନ: ୩ ଲକ୍ଷ କୋଟି ଟପିପାରେ ବ୍ୟୟ ଅଟକଳ
ଓଡ଼ିଶା ବିଧାନସଭାରେ ଆସନ୍ତା ଫେବୃଆରୀ ୧୭ ତାରିଖରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି। ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ସଂସଦୀୟ…
ପୁଲିସ ପିନ୍ଧିବେ ଏଆଇ ଚଷମା, ୱାଣ୍ଟେଡ୍ କ୍ରିମିନାଲକୁ ଖୋଜି ବାହାର କରିବେ
ଦେଶର ରାଜଧାନୀ ଦିଲ୍ଲୀରେ ରିପବ୍ଲିକ୍ ଡେ’କୁ ନେଇ ବଡ଼ ପ୍ରସ୍ତୁତ ଚାଲିଛି। ସୁରକ୍ଷାକୁ ମଜବୁତ କରିବା ପାଇଁ ଦିଲ୍ଲୀ ପୁଲିସ୍ ଆଡଭାନ୍ସଡ୍ ‘ଏଆଇ ଚଷମା’କୁ ଅନୱିଲ କରିଛି। ପରେଡ ବେଳେ ଅନେକ ପୁଲିସ କର୍ମୀ ଏହି ଚଷମା ଲଗେଇବାର ନଜର ଆସିବେ। ଏଆଇ ଚଷମା…
ଏପ୍ରିଲ ପହିଲାରୁ ଜନଗଣନା, ଲୋକଙ୍କୁ ୩୩ ପ୍ରଶ୍ନ ପଚାରିବେ ସରକାର
କେନ୍ଦ୍ର ସରକାର ଗୁରୁବାର ଜନଗଣନା ୨୦୨୭ ସଂକ୍ରାନ୍ତ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଜନଗଣନା ବେଳେ ଲୋକଙ୍କୁ ପଚରାଯିବାକୁ ଥିବା ୩୩ ପ୍ରଶ୍ନର ତାଲିକା ଦିଆଯାଇଛି । ଲୋକଙ୍କୁ ଘର, ପରିବାର, ଗାଡ଼ି ଆଦି ସଂକ୍ରାନ୍ତରେ ତଥ୍ୟ ଦେବାକୁ ପଡ଼ିବ ।…
