ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ…
Day: January 20, 2026
ଭୁବନେଶ୍ୱର ୧ ନଂ ହାଟରେ ଅଗ୍ନିକାଣ୍ଡ ଘଟଣା
ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା ।…
ବନ୍ଦ ହେବ ବିମାନ ସେବା! ମୁଖ୍ୟ ସଚିବଙ୍କୁ ପ୍ରବାସୀ ଓଡ଼ିଆଙ୍କ ଚିଠି
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦୁବାଇକୁ ବିମାନ ସେବା ଆସନ୍ତା ମାର୍ଚ୍ଚ ମାସରେ ବନ୍ଦ ହେବ । ଯଦିଓ ଏୟାରପୋର୍ଟ କର୍ତ୍ତୃପକ୍ଷ କିମ୍ବା ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନି, ଏହା ଆଶଙ୍କା କରିଛନ୍ତି ଦୁବାଇରେ ଥିବା ପ୍ରବାସୀ ଓଡ଼ିଆ । ତେଣୁ ଏହାକୁ ବନ୍ଦ…
୪୨ ତମ ଭଗବତ ପାରାୟଣ ଉଦଯାପିତ। ଏହାସହ ୬୫ ହଜାର ଟଙ୍କାର ଆଜ୍ଞାମାଳ ଓ ଲଡୁନିଲିମ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମ ଅଳକାପାଟଣା ସାହି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୪୨ ତମ ଭଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଦିର୍ଘ ୭ ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମ ଚାଲୁରହିଥିଲା। ୧୨ ତାରିଖ ଠାରୁ ଆରମ୍ଭକରି ଗ୍ରାମରେ ଏକ ଆଧ୍ୟାତ୍ମିକ…
ଜଗନ୍ନାଥ ସଂସ୍କୃତି ସହ ଖେଳ! ସୋସିଆଲ ମିଡିଆରେ ଘୁରି ବୁଲୁଛି ବିବାଦୀୟ ଏଆଇ ଭିଡି
ସୋସିଆଲ ମିଡିଆରେ ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ବିବାଦୀୟ ଏଆଇ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କର ଏକ ବିଶାଳ ବିଗ୍ରହ ବିରାଜମାନ କରିଛନ୍ତି ଏବଂ କ୍ରେନ୍ ସାହାଯ୍ୟରେ ତାଙ୍କ ଉପରେ କ୍ଷୀର…
ଚିଲିକାରେ ଆଜିଠୁ ଡଲଫିନ୍ ଗଣନା, ୩ ଦିନ ଧରି ବନ ବିଭାଗ ଗଣିବ ବିରଳ ଡଲଫିନ
ଚିଲିକାରେ ଆଜିଠୁ ଡଲ୍ଫିନ୍ ଗଣନା । ୩ ଦିନ ଧରି ବନ ବିଭାଗ ଗଣିବ ବିରଳ ଡଲଫିନ । ଚିଲିକାରେ ଅଛନ୍ତି କେତେ ଇରାୱାଡି ଡଲଫିନ, ତାହାର ଆରମ୍ଭ ହୋଇଛି ଗଣନା ପ୍ରକ୍ରିୟା । ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଛି । ବାଲୁଗାଁ…
ତେଲିବନ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା, ୨ ମୃତ
ଅଜଣା ଗାଡ଼ି ଧକ୍କାରେ ୨ ମୃତ । ବୌଦ୍ଧ ଥାନା ଅନ୍ତର୍ଗତ ତେଲିବନ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା । କାରକୁ ପଛପଟୁ ଧକ୍କା ଦେଲା ଏକ ଅଜଣା ଗାଡ଼ି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଭିତରେ ହିଁ ଯାତ୍ରୀ ୨ଜଣ…
ଡରାଇଲାଣି ଖରା: ରାତିରେ ୧୨ଂ, ଦିନରେ ୩୨ଂ ଛୁଇଁଲା ପାରଦ
ଶୀତ ଯାଇନି । ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଛି । ଏପଟେ ଡରାଇଲାଣି ଖରା ପ୍ରକୋପ । ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ସ୍ୱାଭାବିକଠାରୁ ସାଢ଼େ ୩ ଡିଗ୍ରୀ…
ଗୁଳିମାଡ଼ରେ ବ୍ୟବସାୟୀ ମୃତ, ଦୁର୍ବୃତ୍ତ ଫେରାର
ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି-ପରିଛକ ରାସ୍ତାର ଦଲକ ଗ୍ରାମ ନିକଟରେ ସୋମବାର ରାତି ୮ଟାରେ ଗୁଳିମାଡ଼ ହୋଇଛି । ଏଥିରେ ଜାମୁଝରୀ ଗ୍ରାମର ବ୍ୟବସାୟୀ ବାସୁଦେବ ପରିଡ଼ାଙ୍କ ମୃତ୍ୟୁ ଘଟିଛି । ତାଙ୍କର ଛାତି ଓ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି ।…
