Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: January 10, 2026

୨୮ରୁ ବଜେଟ୍ ଅଧିବେଶନ,  ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ

Posted on January 10, 2026

ବଜେଟ୍ ଅଧିବେଶନ ଆରମ୍ଭ ହେବାର ତାରିଖକୁ ନେଇ ସସପେନ୍ସ ଶେଷ ହୋଇଛି। ସରକାରଙ୍କ ଦ୍ୱାରା ମଞ୍ଜୁର କରାଯାଇ ଥିବା ଏକ ପ୍ରସ୍ତାବ ଅନୁସାରେ, ସଂସଦର ବଜେଟ୍ ଅଧିବେଶନ ୨୮ ଜାନୁଆରୀରୁ ୨ ଅପ୍ରେଲ୨୦୨୬ ଯାଏ ଦୁଇଟି ପ୍ରର୍ଯ୍ୟାୟରେ ଅନୁଷ୍ଠିତ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ୨୮…

ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି , ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ

Posted on January 10, 2026

ସ୍କୁଲ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରୀଛାତ୍ର ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଘରକୁ ଶିକ୍ଷକ ଯିବେ। ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ସ୍କୁଲ ଓ…

ପ୍ରବଳ ଶୀତଲହରୀ, ସମସ୍ତ ସ୍କୁଲ ଜାନୁଆରୀ ୧୩ ପର୍ଯ୍ୟନ୍ତ ବନ୍ଦ

Posted on January 10, 2026

ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିଛି। ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡିଗଡ଼ର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ଏବଂ ବେସରକାରୀ  ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି। ସ୍କୁଲଗୁଡ଼ିକର ସମୟ ଏବଂ ଶୀତକାଳୀନ ଛୁଟି ବୃଦ୍ଧି କରାଯାଇଛି। ଜିଲା…

ଟ୍ରାଫିକ ପୋଲିସକୁ ଚକମା ଦେବାକୁ ନୂଆ ଫନ୍ଦି! ନମ୍ବର ପ୍ଲେଟ୍‌ରେ ନାଲି କପଡ଼ା ପଛର ରହସ୍ୟ କଣ?

Posted on January 10, 2026

ରାଜ୍ୟରେ ଟ୍ରାଫିକ ନିୟମକୁ ନେଇ କଡ଼ାକଡ଼ି ଯାଞ୍ଚ ଚାଲିଥିବା ବେଳେ, ଜରିମାନାରୁ ବର୍ତ୍ତିବା ପାଇଁ କିଛି ଗାଡ଼ି ଚାଳକ ଏବେ ଅଭିନବ ତଥା ବେଆଇନ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ସହରର ବିଭିନ୍ନ ଛକରେ ଲାଗିଥିବା ସିସିଟିଭି (CCTV) କ୍ୟାମେରା…

୪୪% ସହରରେ ଅଣନିଃଶ୍ୱାସୀ ଲୋକେ, ପ୍ରଦୂଷିତ ସହରର ଟପ୍‌-୧୦ରେ କିଏ କିଏ ଅଛନ୍ତି ?

Posted on January 10, 2026

କେବଳ ରାଜଧାନୀ ଦିଲ୍ଲୀ ନୁହେଁ, ଦେଶର ପ୍ରାୟ ୪୪%ଟି ସହର ଦୀର୍ଘ ସମୟ ଧରି ବାୟୁ ପ୍ରଦୂଷଣର ପ୍ରଭାବରେ ରହିଛି, ଯାହା ଏହି କଥାକୁ ସୂଚିତ କରେ ଯେ, ଏହି ସମସ୍ୟା କ୍ଷଣସ୍ଥାୟୀ ଘଟଣା ପରିବର୍ତ୍ତେ ନିର୍ଗମନ ଉତ୍ସରୁ ନିରନ୍ତର ନିର୍ଗମନର ଫଳାଫଳ। ଶକ୍ତି…

ଶେଷ ହେଲା କୁମ୍ଭୀର ଗଣନା, ଚଳିତ ବର୍ଷ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା

Posted on January 10, 2026

ସରିଛି କୁମ୍ଭୀର ଗଣନା । ବିଗତ ୪ ବର୍ଷରେ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ରୁ ବୃଦ୍ଧି ପାଇ ୯୫ରେ ପହଞ୍ଚିଥିବା ଜଣାପଡ଼ିଛି । ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ୧୦ଟି ସେଗମେଣ୍ଟ ସହ ପାଖ ଗାଁରେ ଥିବା ୧୬ଟି ପୋଖରୀକୁ ପୂର୍ବରୁ ଚିହ୍ନଟ…

ଓଡ଼ିଶା ରାଜନୀତିରେ ବଡ଼ ଧମାକା: ମାର୍ଚ୍ଚରେ ନୂଆ ଦଳ ଗଢ଼ିବେ ମହମ୍ମଦ ମୋକିମ୍‌!

Posted on January 10, 2026

ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ଏହି ନୂଆ…

ବାଲେଶ୍ୱରରେ ଅଭାବନୀୟ କାଣ୍ଡ: ବିଳମ୍ବିତ ରାତିରେ ଘର ଜାଳିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Posted on January 10, 2026

ବାଲେଶ୍ୱର: ବାଲେଶ୍ୱର ସହରର ସୁଏଲପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ପରିବାର…

ଆତଙ୍କ ସୃଷ୍ଟି କଲାଣି ଶୀତ, ବାହାରକୁ ବାହାରିବାକୁ ଲାଗୁଛି ଡ଼ର

Posted on January 10, 2026

ଶୀତ ଖାଲି ଅସହ୍ୟ ହେଉନି, ଆତଙ୍କ ସୃଷ୍ଟି କଲାଣି । ଲମ୍ବା ସମୟ ଧରି ଏଭଳି ଶୀତ ଆଗରୁ କେବେ ହେଉନଥିଲା । ଏଥର ହାଡ଼ଭଙ୍ଗା ଶୀତ ସୀମା ଟପିଲାଣି । ସ୍ଥିତି ଏମିତି ଯେ, ସକାଳୁ ବା ରାତିରେ ବାହାରକୁ ଯିବାକୁ ଡର…

ଓଲଟିଲା ଗୋରୁ ବୋଝେଇ କଣ୍ଟେନର: ଗାଡ଼ି ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

Posted on January 10, 2026

ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ରେଢ଼ାଖୋଲ-ବୌଦ୍ଧ ରାସ୍ତାର ପନ୍ଥେଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗୋରୁ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା କଡ଼ ବୁଲାଣିରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ି ଭିତରେ ଡ୍ରାଇଭର ଜଣକ ଗୁରୁତର…

Posts pagination

Previous 1 2 3 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme