ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ସ୍ଥାପନ କରିଛନ୍ତି । ବାଣପୁରରୁ ପ୍ରାୟ ୩୦ ଜିଲ୍ଲାର ୧୧୮ ସ୍କୁଲର ଭିତ୍ତିପ୍ରସ୍ତର ପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ…
Day: January 8, 2026
ସୁନା ଓ ରୁପା ଦାମ୍ , ଜାଣନ୍ତୁ ଆଜିର ମୂଲ୍ୟ
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୮,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ଟ୍ରେନର ଗୋଟିଏ ବଗିର ଦାମ କେତେ ?
କୁହାଯାଏ କି, ରେଳ ଯାତ୍ରା ସବୁ ବର୍ଗର ଯାତ୍ରୀଙ୍କ ପାଇଁ ସହଜ ଏବଂ ସୁଗମ ହୋଇଥାଏ । ଗରୀବ ହୁଅନ୍ତୁ ବା ମଧ୍ୟବିତ ସବୁ ବର୍ଗର ଲୋକେ ଟ୍ରେନରେ ଯାତ୍ରା କରିଥାନ୍ତି । ଭାରତୀୟ ରେଲଓ୍ବେ ଯାତ୍ରୀଙ୍କ ପାଇଁ ସବୁବେଳେ ସୁବିଧାମାନ ଯୋଗାଇ ଆସୁଛି…
ଶୀତ ଦିନେ ଖାଉଛନ୍ତି କି ଅମୃତଭଣ୍ଡା?
ଅମୃତଭଣ୍ଡା ଏପରି ଏକ ଫଳ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ଅନେକ ଲାଭ ରହିଛି । ଏହା ପାଚନ ଶକ୍ତିକୁ ଶକ୍ତିଶାଳୀ କରେ ଏବଂ ଓଜନ ପରିଚାଳନାରେ ମଧ୍ୟ ଲାଭଦାୟକ ହୋଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୀତଦିନେ ଲୋକମାନେ…
ନୂଆବର୍ଷରେ ନୂଆ କଷ୍ଟ, ୪ ଚକିଆ ଥୋଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକରେ ୪ ଚକିଆ ଯାନ ରଖିଲେ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଫି ଦେବାକୁ ପଡ଼ିବ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ନିର୍ଦ୍ଦେଶନାମା ବାହାରିବା ପରେ ଏହାକୁ ନେଇ ଅନେକ ଯାତ୍ରୀ…
ଏମ୍ସ ହସ୍ପିଟାଲ୍ ରୋଡ୍ରୁ ଜବରଦଖଲ ଉଚ୍ଛେଦ, ହଟାଇଲା ୨୪୭ ଦୋକାନ
ଏମ୍ସ ହସ୍ପିଟାଲ୍ ରୋଡ୍ ରୁ ଜବରଦଖଲ ଉଚ୍ଛେଦ। ୨୪୭ରୁ ଉର୍ଦ୍ଧ୍ଵ ବେଆଇନ ଜବରଦଖଲ ଉଚ୍ଛେଦ ହୋଇଛି। ଏମ୍ସ ରାସ୍ତା ଅବରୋଧ ଯୋଗୁଁ ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟମାନେ ଯାତାୟାତରେ ଅସୁବିଧା ହେଉଥିଲା। ଏପରିକି ଏହି ବାଟରେ ଆମ୍ଵୁଲାନ୍ସ ଯିବା ବେଳେ ମଧ୍ୟ ବିଳମ୍ଵ…
ସନାତନ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ପାଇଁ ସ୍କେଟିଙ୍ଗରେ ଭାରତ ଭ୍ରମଣ କରୁଛନ୍ତି ବିହାରର ଦୁଇ ଯୁବକ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ସନାତନ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ପାଇଁ ସ୍କେଟିଙ୍ଗରେ ଭାରତ ଭ୍ରମଣ କରୁଛନ୍ତି ବିହାରର ଦୁଇ ଯୁବକ। ସେମାନେ ବିହାରର ଜହାନବାଦରୁ ସ୍କେଟିଙ୍ଗ କରି ଓଡ଼ିଶାର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବା ସହିତ ସନାତନ ହିନ୍ଦୁ ଧର୍ମର…
ଓଡ଼ିଶାର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମା ଧମକ: ଆତଙ୍କିତ ଅବସ୍ଥାରେ କର୍ମଚାରୀ ଓ ଆଇନଜୀବୀ
ଓଡ଼ିଶାର ନ୍ୟାୟିକ ବ୍ୟବସ୍ଥାକୁ ଦୋହଲାଇ ଦେବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ଏକାଧିକ ଜିଲ୍ଲା କୋର୍ଟକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଅଜ୍ଞାତ ବ୍ୟକ୍ତିଙ୍କ ପକ୍ଷରୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ…
ରେକର୍ଡ ସ୍ତରରେ ରୁପା, ୨.୭୧ ଲକ୍ଷ ଟଙ୍କା ଛୁଇଁଲା ରୁପା
ମଙ୍ଗଳବାର ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି । ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ ମୁତାବକ, ରୁପା କିଲୋ ପିଛା ଦର ୭୨୨୫ ଟଙ୍କା ବୃଦ୍ଧି ହୋଇ ୨.୪୪ ଲକ୍ଷ ଛୁଇଁଛି । ଭୁବନେଶ୍ୱରରେ ରୁପା କିଲୋ ପିଛା ଦର ୬…
