Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରେନର ଗୋଟିଏ ବଗିର ଦାମ କେତେ ?

Posted on January 8, 2026

କୁହାଯାଏ କି, ରେଳ ଯାତ୍ରା ସବୁ ବର୍ଗର ଯାତ୍ରୀଙ୍କ ପାଇଁ ସହଜ ଏବଂ ସୁଗମ ହୋଇଥାଏ । ଗରୀବ ହୁଅନ୍ତୁ ବା ମଧ୍ୟବିତ ସବୁ ବର୍ଗର ଲୋକେ ଟ୍ରେନରେ ଯାତ୍ରା କରିଥାନ୍ତି । ଭାରତୀୟ ରେଲଓ୍ବେ ଯାତ୍ରୀଙ୍କ ପାଇଁ ସବୁବେଳେ ସୁବିଧାମାନ ଯୋଗାଇ ଆସୁଛି । ଏହାସହ ଭାରତୀୟ ରେଳବାଇ ଏଭଳି ଭାବେ କାମ କରୁଛି କି, ଯାହାକୁ ବିଦେଶରେ ମଧ୍ୟ ପ୍ରଂଶସା କରାଯାଉଛି । ଭାରତୀୟ ରେଳବାଇ ଦ୍ବାରା ଅନୁପ୍ରାଣିତ ହୋଇ ଅନେକ ଦେଶ ନିଜର ରେଳ ନେଟଓ୍ବର୍କରେ ମୌଳିକ ଉନ୍ନତି ଆଣିବାରେ ଉନ୍ନତି ଆଣୁଛନ୍ତି । ଭାରତରେ ବନ୍ଦେ ଭାରତ ତେଜସ ଭଳି ଟ୍ରେନ୍ ଚାଲୁଥିବାବେଳେ ଅନେକ ଏକ୍ସପ୍ରେସ ଟ୍ରେନ ମଧ୍ୟ ଯାତ୍ରା କରୁଛି । ଯାହାକି ସବୁ ବର୍ଗର ଲୋକେ ଯାତ୍ରା କରିବାରେ କୌଣସି ଅସୁବିଧା ହୋଇନଥାଏ । ଯେଉଁ କାରଣରୁ ଭାରତର ଅଧିକାଂଶ ଲୋକେ ଟ୍ରେନ ଯାତ୍ରାକୁ ବାଛିଥାନ୍ତି ।

ସାଧାରଣତଃ ଆମେ ସମସ୍ତେ ଟ୍ରେନରେ ଯାତ୍ରା କରିଥାଉ । ବେଳେ ଯାତ୍ରା କରିବା ସମୟରେ ମନରେ ପ୍ରଶ୍ନ ଉଙ୍କି ମାରିଥାଏ କି, ଗୋଟିଏ ଟ୍ରେନର ଦାମ କେତେ ହେବ ? ଗୋଟିଏ କୋଚର ମୂଲ୍ୟ କେତେ ହେବ ? ଗୋଟିଏ ବଗିରେ ପ୍ରତିଦିନ ବହୁ ଯାତ୍ରୀ ଯାଉଛନ୍ତି । ରେଳବାଇ କେତେ ଲାଭ ପାଉଥିବ । ଏମିତି ପ୍ରଶ୍ନ ସାଧାରଣତଃ ଅନେକ ମନରେ ଉଠିଥାଏ । ତେବେ ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା ଗୋଟିଏ ବଗିରେ କେତେ ଖର୍ଚ୍ଚ ହୋଇଥାଏ ?

ସାଧାରଣତଃ ଟ୍ରେନରେ ତିତି ପ୍ରକାର କୋଚ୍ ରହିଥାଏ । ଜେନେରାଲ, ଏସି ଏବଂ ସ୍ଲିପର କୋଚ ରହିଥାଏ । ଟ୍ରେନର କୋଚ ଗୁଡ଼ିକ ଷ୍ଟିଲ୍ ଏବଂ ଆଲୁମିନିୟମରେ ତିଆରି ହୋଇଥାଏ । ବାହାର ପଟ ଷ୍ଟିଲ୍ ରହିଥିବାବେଳେ ଭିତର ଅଂଶରେ ଆଲୁମିନିୟମ ବ୍ୟବହାର ହୋଇଥାଏ । ଯଦି ଆମେ ଗଣମାଧ୍ୟମ ରିପୋର୍ଟକୁ ବିଶ୍ବାସ କରିବା ତାହେଲେ ଗୋଟିଏ ଏସି କୋଚର ମୂଲ୍ୟ ୨.୮ କୋଟିରୁ ୩ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ସେହିପରି ସ୍ଲିପର କୋଚରେ ୧.୨୫ କୋଟି ଏବଂ ଜେନେରାଲ କୋଚରେ ଗୋଟିଏ ବଗିରେ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହୋଇଥାଏ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme