ଝାରସୁଗୁଡା ରେଳ ଷ୍ଟେସନରେ ଆଜି ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଏକ ଅଘଟଣ ଘଟି ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାମ କରୁଥିବା ଛତିଶଗଡ଼ର ରାୟପୁରର ବି. ଶିବଶଙ୍କର ବୋଲି ଜଣାପଡ଼ିଛି। ସୂଚନା…
Month: December 2025
ଲଞ୍ଚ୍ ହେଲା ‘ମାନବ ୱାଶିଂ ମେସିନ୍’, ୧୫ ମିନିଟ୍ ମଧ୍ୟରେ ସଫା କରିବ ଶରୀର
ଜାପାନରେ ଏବେ ‘ମାନବ ୱାଶିଂ ମେସିନ୍’ ଲଞ୍ଚ୍ ହୋଇଛି । ଏହି କ୍ୟାପ୍ସୁଲ ଭଳି ମେସିନ୍ ମଧ୍ୟରେ ଶୋଇବା ପରେ ମାତ୍ର ୧୫ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ପୂରା ଶରୀର ସଫା ହୋଇଯାଇଥାଏ । ଏଥିସହ ସେ ତାଜାପଣ ଅନୁଭବ କରିଥାନ୍ତି ।…
କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା : ଆକ୍ଟିଭ ସିମ୍ ନଥିଲେ ଚାଲିବନି ମେସେଜିଂ ଆପ୍
ଏଣିକି ମୋବାଇଲରେ ଆକ୍ଟିଭ ସିମ୍ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ମେସେଜିଂ ଆପ୍ ସହ ହେବ ସିମ୍ ବାଇଣ୍ଡିଂ। ଶନିବାର ଏଭଳି ନିର୍ଦ୍ଦେଶାନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ହ୍ୱାଟ୍ସଆପ୍,…
ସାମନ୍ଥାଙ୍କ ବିବାହ ଫଟୋ ଭାଇରାଲ: ନିର୍ଦ୍ଦେଶକ ରାଜ ନିଡିମୋରୁଙ୍କୁ କଲେ ବାହା
କୋଏମ୍ବାଟୁର: ଦୀର୍ଘ ଦିନର କଳ୍ପନାଜଳ୍ପନା ପରେ ଶେଷରେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ନିର୍ଦ୍ଦେଶକ ରାଜ ନିଡିମୋରୁ (ରାଜ ଏବଂ ଡି.କେ. ଯୋଡ଼ିର ଜଣେ ସଦସ୍ୟ) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ଏକ ଅତ୍ୟନ୍ତ ନିରୋଳା ଏବଂ ନିରାଡ଼ମ୍ବର ଉତ୍ସବରେ ପରସ୍ପରକୁ…
ବଢିଚାଲିଛି ସୁନା ଦର, ଜାଣନ୍ତୁ କ’ଣ ରହିଛି ଦାମ୍
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୦,୪୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ମୋରାଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୬ ସଦସ୍ୟ ମୃତ
ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଘଟଣାରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ରୋଡୱେଜ୍ ବସ୍ ପଛପଟୁ…
ଟ୍ରକ୍ ଚାଳକକୁ ଛୁରାମାଡ଼, ଟଙ୍କା ଓ ମୋବାଇଲ ଲୁଟ୍
ଆଜି ଭୋର୍ ୫ ଘଟିକା ସମୟରେ ୫୨୦ ନମ୍ୱର୍ ଜାତୀୟ ରାଜପଥ, ଭଦ୍ରାସାହି ନିକଟ ରୋଇଡ଼ା ଛକ ନିକଟରେ ଏକ ଟ୍ରକ୍ ରାସ୍ତାରେ ଯାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଥିଲେ। ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଚାଳକ ସତ୍ୟନାରାୟଣ ବିଶ୍ଵକର୍ମାଙ୍କ ପାଖରେ ଥିବା…
ଡାକଘରୁ ଚୋରି, ଲକର ଭାଙ୍ଗି ପ୍ରାୟ ୩୦ ଲକ୍ଷ ଟଙ୍କାର ଲୁଟ୍
ବୌଦ୍ଧ ସହର ମୁଖ୍ୟ ଡାକଘରୁ ଚୋରି। ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେତେ ଚୋରି ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂଚନାନୁଯାୟୀ, ବୌଦ୍ଧ ସହରର…
ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
ବାହାଘର ବେଦିରେ ବସିଥିଲେ ବର-କନ୍ୟା। ମନ୍ତ୍ର ପଢ଼ୁଥିଲେ ପୁରୋହିତ। ହାତଗଣ୍ଠି ବି ପଡ଼ି ସାରିଥିଲା । କିଛି ସମୟ ପରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲିଥାନ୍ତେ ବରକନ୍ୟା । ହଠାତ୍ ବିବାହ ବେଦିକୁ ମାଡ଼ି ଆସିଲେ ମଣ୍ଡପ କର୍ତ୍ତୃପକ୍ଷ । କନ୍ୟା…
ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
ଗ୍ୟାସ୍ ବୋଝେଇ ଟ୍ରକ୍ ସହ ଧକ୍କା ହେଲା ସ୍କୁଟି। ଦୁଇ ମହିଳା ଆହତ। କଟକ ସିଆରଆରଆଇ ଥାନା ନୂଆବଜ଼ାର ଛକରେ ସୋମବାର ଭୋର୍ ୫ଟାରେ ଏହି ଦୁର୍ଘଟଣା ଘଟିଛି। ଦୁଇ ଆହତ ମହିଳାଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନାନୁସାରେ, କନ୍ଦରପୁର…
