କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ର ପ୍ରାୟ ସମସ୍ତ ପଞ୍ଚାୟତରେ ନଭେମ୍ବର ୧୦ରୁ ୧୫ ତାରିଖ ଭିତରେ ଧାନ ଅମଳ କରି ସାରିଛନ୍ତି ଚାଷୀ । ହେଲେ ଚାଷୀଙ୍କୁ ଏବେ ଚିନ୍ତା ଅମଳ ଧାନ ବିକ୍ରି । ଧାନକୁ ସାଇତି ରଖିବାରେ ଚାଷୀ ଅଧିକ ଖର୍ଚ୍ଚାନ୍ତ…
Month: December 2025
ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ କରିବ ପବନ ମାଡ
ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ । ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ମାଡ଼ ଛଟପଟ କରିବ । ପାଣିପାଗ ବିଭାଗ ଏହି ଆକଳନ କରିଛି । ୧୩ ତାରିଖରୁ ରାଜ୍ୟରେ ଶୀତ ସାମାନ୍ୟ କମିପାରେ ବୋଲି ପାଣିପାଗ…
ମଦ୍ୟପ ଚାଳକଙ୍କ ଉନ୍ମତ୍ତକାଣ୍ଡ, ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ
କଟକ ତ୍ରିଶୂଳିଆ ବଜାରରେ ମଦ୍ୟପ କାର ଚାଳକଙ୍କ ଉନ୍ମତ୍ତକାଣ୍ଡ । ସିରିଜ ଦୁର୍ଘଟଣାରେ ୭ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ଓ ୩ ଜଣ ଆହତ। ଆହତଙ୍କ ମଧ୍ୟରେ ୪ବର୍ଷର ଶିଶୁ ମଧ୍ୟ ଅଛି । କାର ଚାଳକଙ୍କୁ ଅଟକ ରଖିଛି ପୋଲିସ । ସକାଳ…
ମହାବିଦ୍ୟାଳୟ ଅଶାନ୍ତ, ଯୁକ୍ତ ୨ ଛାତ୍ରଙ୍କୁ ଛୁରାମାଡ଼
ମୟୂରଭଞ୍ଜ ଜିଲ୍ଲା ବାଇଗଣ ବାଡ଼ିଆ ସ୍ଥିତ ବି ବି ମହାବିଦ୍ୟାଳୟ ଅଶାନ୍ତ। କଲେଜ ପରିସରରେ +୨ ଦ୍ଵିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ରଙ୍କୁ ଛୁରାମାଡ଼। ଛାତ୍ର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଭର୍ତ୍ତି…
ମୁଣ୍ଡବିହୀନ ମୃତଦେହ ପରେ ଦୁଇ ଗାଁରେ ଉତ୍ତେଜନା: MV-26 ରେ ପୋଲିସ–BSF ମୁତୟନ
ମାଲକାନଗିରି MV 26 ଗାଁରେ ଲାଗୁ ହେଲା BNS163 । ଗାଁ ରେ ୪ ଦିନ ବନ୍ଦ ରହିବ ସ୍କୁଲ । ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ DIG । ଗାଁରେ ପୋଲିସ ଛାଉଣୀ । ଗତକାଲି ମାଲକାନଗିରି ଜିଲ୍ଲା MV 26…
ଢାବାରେ ଯୁବକଙ୍କୁ ହାଣି ଲହୁଲୁହାଣ କଲେ ଦୁର୍ବୁତ୍ତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ପାଖ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଗୁରୁତର ଯୁବକ ଜଣକ ହେଲେ ଜୟପୁରାକାଟେଣୀ ପଂଚାୟତ ସିଆରିମାଳିଆ ଗାଁର ପ୍ରଦୀପ୍ ବେହେରା।…
ଏଣିକି ଟୋଲ୍ ପ୍ଲାଜାରେ ଆଉ ଲାଗିବନି ଲମ୍ବା ଲାଇନ୍, ଟୋଲ୍ ମୁକ୍ତ ହେବ ରାଜପଥ
ଆପଣ ପ୍ରାୟତଃ ଟୋଲ୍ ପ୍ଲାଜାରେ ଟୋଲ୍ ଦେବା ପାଇଁ ଲମ୍ବା ଧାଡ଼ି ଦେଖିଥିବେ। ଯଦି ଆପଣ ଅଧିକ ଟ୍ରାଫିକ୍ ଥିବା ରୁଟ୍ରେ ଯାତ୍ରା କରନ୍ତି, ତେବେ ଆପଣଙ୍କୁ ପ୍ରାୟତଃ ଦୀର୍ଘ ସମୟ ପାଇଁ ଅପେକ୍ଷା କରିବାକୁ ପଡିଥାଏ। ଏବେ କିନ୍ତୁ ଟୋଲ୍ ବୁଥ୍ରେ ଲମ୍ବା…
ଲାଗୁ ହେଲା କଡ଼ା ନିୟମ, ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍
ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କି ଅନ୍ୟ କିଛି କାରଣ ଅନେକ ସମୟରେ ଦେଖିବାକୁ ମିଳେ କି କ୍ଷତିପୂରଣ ଦାବି କରି ବିକ୍ଷୋଭ ପ୍ରଦର୍ଶନ ହୋଇଥାଏ । ରାସ୍ତା ବନ୍ଦ ହେବାରୁ ଲୋକଙ୍କୁ ଟ୍ରାଫିକ୍ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଘଣ୍ଟା ଘଣ୍ଟା ଧରି…
ପୁଣି ଗଡ଼ିବ ଶିଶୁ ରେଳଗାଡ଼ି, ସବୁ ଯନ୍ତ୍ରାଂଶ ବଦଳାଇ କରାଗଲା ନବୀକରଣ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ଜାନୁଆରୀ ମାସରୁ ଶିଶୁ ରେଳଗାଡ଼ି ଚଳାଚଳ ବନ୍ଦ ଥିଲା । ଜାନୁୟାରୀ ୧୯ ତାରିଖ ଅପରାହ୍ଣରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଅଧା ରାସ୍ତାରେ ଟ୍ରେନ ଲାଇନ୍ଚ୍ୟୁତ୍ ହୋଇଥିଲା । ସେବେଠାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ…
ଇଣ୍ଡିଗୋର ହାଲ ବେହାଲ୍,୪୫୦ରୁ ଅଧିକ ଉଡ଼ାଣ ବାତିଲ
୭ ଦିନ ପରେ ମଧ୍ୟ ଇଣ୍ଡିଗୋର ଅପରେସନ ସଙ୍କଟର ସମାଧାନ ହୋଇନାହିଁ। ସୋମବାର ଦିନ, ବିଭିନ୍ନ ବିମାନବନ୍ଦରରେ ୪୫୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି। ଭାରତ ପୂର୍ବରୁ କେବେ ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ସରକାର ଇଣ୍ଡିଗୋକୁ ଏହାର ବିମାନ ଉଡାଣ…
