Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: December 2025

କଲବଲ କରୁଛି ଅସହ୍ୟ ଥଣ୍ଡା: ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

Posted on December 11, 2025

ରାଜ୍ୟରେ ଅସମ୍ଭାଳ ଜାଡ଼ ଜାରି ରହିବ । ଏଥିରୁ ତ୍ରାହି ମିଳିବାର ସମ୍ଭାବନା କ୍ୱଚିତ୍ । ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁବାର…

ଆରମ୍ଭ ହେଲାଣି ବିଦେଶୀ ପକ୍ଷୀଙ୍କ ଆଗମନ

Posted on December 10, 2025

ଶୀତ ଆସିଲେ ମହାନଦୀ ଅବବାହିକାରେ ସାତକୋଶିଆ ଗଣ୍ଡ ଓ ଅଭୟାରଣ୍ୟରେ ଗୁଞ୍ଜରିତ ହୁଏ ବିଦେଶାଗତ ପକ୍ଷୀଙ୍କ କଳରବ। ଏଥର ଶୀତର ଲହରୀ ବିଳମ୍ୱିତ ହେବାରୁ ପକ୍ଷୀଙ୍କ ଆଗମନ ମଧ୍ୟ ବିଳମ୍ୱିତ ହୋଇଛି। ଗତ ସପ୍ତାହକ ମଧ୍ୟରେ ରାତିର ପାରଦ ସାମାନ୍ୟ ଖସିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା…

ଜାଣନ୍ତୁ ଆଜିର ସୁନା ଓ ରୁପା ଦର ….

Posted on December 10, 2025

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୦,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

ମଦ କିଣିବା ନେଇ ଆସିଲା ନୂଆ ନିୟମ,  ଏଣିକି ମଦ କିଣିବା ପାଇଁ ଦରକାର ସାଲାରୀ ସ୍ଲିପ୍

Posted on December 10, 2025

ସାଉଦୀ ଆରବରେ ମଦ ବିକ୍ରିକୁ ନେଇ ନିୟମ ହୋଇଛି। ଏହା ମୁତାବିକ, ଏଠାରେ ଅଣ-ମୁସଲିମ୍ ବିଦେଶୀ ନାଗରିକ ମଦ କିଣି ପାରିବେ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ସ୍ଥିର କରାଯାଇଛି। ଏକ ରିପୋର୍ଟ ମୁତାବିକ ,ସାଉଦୀ ଆରବରେ ରହୁଥିବା ଅଣ ମୁସଲିମ୍ ବିଦେଶୀ ନିଜର…

ବୁଢ଼ା ହେଉଛି ଭାରତ

Posted on December 10, 2025

 ଦ୍ରୁତ ଗତିରେ ବୁଢ଼ା ହେଉଛି ଭାରତ । ୨୦୧୧ରେ ଦେଶରେ ୬୦ ବର୍ଷରୁ ତଦୁର୍ଦ୍ଧ୍ଵ ବୟସ୍କ ଲୋକଙ୍କ ସଂଖ୍ୟା ୧୦.୧୬ କୋଟି ଥିଲା । ୨୦୩୬ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୨୨.୭୪ କୋଟି ହେବ । ଅର୍ଥାତ୍ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାରେ…

ମୋଟା ଗାଁରେ ବାରହା ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ…

Posted on December 10, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୋଟା ଗାଁରେ ବାରହା ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ସାରୁଆଳୀ ପଞ୍ଚାୟତ ମୋଟା ଗାଁର ଲକ୍ଷ୍ମୀଧର ପଧାନ। ଲକ୍ଷ୍ମୀଧର ଗାଁ ପାଖ ଦଣ୍ଡି କିଆରୀ ନିକଟକୁ ଧାନ କାଟିବାକୁ ଯାଇଥିବା ବେଳେ ବାରହା…

ଭୟାବହ ଅଗ୍ନିକାଣ୍ଡରେ ୩ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।

Posted on December 10, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସିଂହଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୩ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଏଥିସହିତ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଗାଁର ବାବାଜୀ ନାୟକ, ସୁରଥ ନାୟକ ଓ…

ଘାଟରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ

Posted on December 10, 2025

ମାଲକାନଗିରି ଜିଲ୍ଲା ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ । ଘଟଣାସ୍ଥଳରେ କାଲିମେଳା ପୁଲିସର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି । ସେପଟେ ସ୍ବାଭାବିକ ହେଉଛି ମାଲକାନଗିରିର ଏମ୍ ଭି-୨୬ ଓ ରାଖେଲଗୁଡ଼ା…

ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଧାରଣା: ନିୟମିତକରଣ ଦାବିରେ ଆନ୍ଦୋଳନ ତୀବ୍ର

Posted on December 10, 2025

ନିୟମିତକରଣ ଦାବିକୁ ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। ଆଜିଠାରୁ ସଂଘ ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛି। ରାଜ୍ୟରେ ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ପ୍ରାଥମିକ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ…

ବଡ଼ଧରଣର ମାଓ ହମଲା ଉଦ୍ୟମ ପଣ୍ଡ, ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ

Posted on December 10, 2025

ବଡ଼ଧରଣର ମାଓ ହମଲା ଉଦ୍ୟମ ପଣ୍ଡ । ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସିଲକ୍କୀ ସୁଗା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି IED ବିସ୍ଫୋରକ ବିଛାଇଥିଲେ ମାଓବାଦୀ । କିନ୍ତୁ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ବିଏସଏଫ୍…

Posts pagination

Previous 1 … 50 51 52 … 64 Next

Recent Posts

  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ
  • ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି
  • ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ, ବାରାଣସୀ-ଅଯୋଧ୍ୟା ପଣ୍ଡିତଙ୍କ ଦ୍ୱାରା ସ୍ଥାପିତ
  • ପୁଣି ଉପରମୁହାଁ ବାୟୁ ପ୍ରଦୂଷଣ, ଗ୍ରାପ୍‌-୪ ଲାଗୁ, ସମସ୍ତ ନିର୍ମାଣ କାମ ବନ୍ଦ

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,514)
  • ସ୍ପେଶାଲ୍ ରିପୋର୍ଟ (266)
©2026 JBR Samachar | Design: Newspaperly WordPress Theme