ଆସନ୍ତା ୧୬ ତାରିଖ ତଥା ଧନୁ ସଂକ୍ରାନ୍ତି ଠାରୁ ନିତି ମାସକ ଯାଏ ସଅଳ ଉଠି ସଅଳ ଖାଇବେ ଏକାମ୍ର ଆରାଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଏହି ଅବସରରେ ମନ୍ଦିର କାର୍ଯ୍ୟାଳୟ ତରଫରୁ ପହିଲି ଭୋଗ ସମ୍ପର୍କିତ ନୀତି ନିର୍ଘଣ୍ଟ ବାବଦରେ ସ୍ୱତନ୍ତ୍ର ବିଜ୍ଞପ୍ତି…
Month: December 2025
ବଦଳିଲା ମନରେଗା ଯୋଜନା ନାଁ, ନୂଆ ନାମ ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’
ଉପା ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ (ମନରେଗା) ନାମକୁ ମୋଦୀ ସରକାର ବଦଳାଇ ଦେଇଛନ୍ତି। ଏହାର ନୂଆ ନାମ ରଖାଯାଇଛି ‘ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା’। ଏହି ଯୋଜନାରେ ବର୍ଷକୁ…
ଦିଲ୍ଲୀରେ ଗମ୍ଭୀର ସ୍ଥିତି, ୧୮ଟି ସ୍ଥାନରେ ୪୦୦ପାର୍ କଲା ବାୟୁ ଗୁଣବତ୍ତା
ଦିଲ୍ଲୀରେ ସ୍ଥିତି ଗମ୍ଭୀର। ୧୮ଟି ସ୍ଥାନରେ ୪୦୦ପାର କଲା ବାୟୁ ଗୁଣବତ୍ତା(AQI)। ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି। ଦିଲ୍ଲୀରେ ଶନିବାର ସକାଳ କୁହୁଡ଼ି ସହିତ ଆରମ୍ଭ ହୋଇଥିଲା। କିଛି ଦିନ ହେବ ରାଜଧାନୀର ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି।…
ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ, ଜଳିଗଲା ୬ ଗାଡ଼ି
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି | ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି | ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାଡ଼ିରେ…
ବିଶ୍ୱକୁ ପୁଣି ଥରେ ଚକିତ କରିବାକୁ ଯାଉଛି ଦୁବାଇ
ପୁଣି ଥରେ ବିଶ୍ୱକୁ ଚକିତ କରିବାକୁ ଯାଉଛି ଦୁବାଇ । ଖୁବଶୀଘ୍ର ଏହା ବିଶ୍ୱର ପ୍ରଥମ ‘ଡ୍ରାଇଭ୍-ଥ୍ରୁ ମଲ୍’ ଲଞ୍ଚ୍ କରିବାକୁ ଯାଉଛି । ନାଁ ‘ଦୁବାଇ ସ୍କୋୟାର’ । ଆଗାମି ୩ ବର୍ଷ ମଧ୍ୟରେ ମଲ୍ ଖୋଲିବ । ଲୋକେ କାରରେ ଆରାମରେ ବସି ସିଧା…
ଭାରତରେ ଲଞ୍ଚ୍ ହେଲା ଓଜେମ୍ପିକ୍, ମଧୁମେହ-ଓଜନ ବୃଦ୍ଧି କରିବ ନିୟନ୍ତ୍ରଣ
ଭାରତରେ ଲଞ୍ଚ୍ ହୋଇଛି ‘ଓଜେମ୍ପିକ୍’ ଇଞ୍ଜେକ୍ସନ୍ । ଡେନ୍ମାର୍କର ଫାର୍ମା କମ୍ପାନି ନୋଭୋ ନୋର୍ଡିସ୍କ ଶୁକ୍ରବାର ଏହା ଘୋଷଣା କରିଛି । ମଧୁମେହ ଓ ଓଜନ ହ୍ରାସ ଲାଗି ପ୍ରସ୍ତୁତ ଏହି ଇଞ୍ଜେକ୍ସନ୍ ଭାରତରେ ୦.୨୫ ଏମ୍ଜି, ୦.୫ ଏମ୍ଜି ଓ ୧ ଏମ୍ଜିରେ…
୨୦ ବର୍ଷ ଧରି ଫେରାର୍ ଥିବା ନକ୍ସଲ ଗିରଫ
୨୦ ବର୍ଷ ଧରି ଖୋଜୁଥିବା ନକ୍ସଲ ମୋତିଲାଲ ଓରଫ ଚୁନ୍ନା କୁସ୍କୁକୁ ଶେଷରେ ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ର ସହଯୋଗରେ ଝାଡ଼ଖଣ୍ଡ ପୁଲିସ ଗିରଫ କରିଛି। ମୋତିଲାଲକୁ ଚିହରା ଥାନା ଅଞ୍ଚଳର ହରଣୀ ଗାଁରେ ତାର ଘରୁ ଧରାଯାଇଛି। ମୋତିଲାଲ ଚକାଇ ଥାନାର ଏକ ମାଓବାଦୀ କାର୍ଯ୍ୟକଳାପରେ ଅଭିଯୁକ୍ତ ଥିଲା। ଗିରଫ…
ରାସ୍ତା କଡ଼ରୁ ମିଳିଲା ଅଲୋଡ଼ା ଶିଶୁ
ଆଜି ସକାଳୁ ଝାରସୁଗୁଡା ସହରର ମଙ୍ଗଳ ବଜାରର ସମବାୟ ବ୍ୟାଙ୍କ ସମ୍ମୁଖରୁ ଏକ ଅପରିପକ୍ୱ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ଗର୍ଭବସ୍ଥାରେ ୪-୫ ମାସ ଥିବା ମଧ୍ୟରେ ହିଁ ପ୍ରସବ କିମ୍ବା ଗର୍ଭପାତ ହୋଇଥିବା ଆଶଙ୍କା କରାଯାଉଛି। ଶିଶୁଟିକୁ କେହି ବ୍ୟକ୍ତି ଧଳା ରଙ୍ଗର କପଡ଼ାରେ ଘୋଡାଇ…
ଶୀତରେ ଜନଜୀବନ ଅସ୍ତବ୍ୟସ୍ତ: ୧୦ ଡିଗ୍ରୀ ତଳେ ୧୫ ସ୍ଥାନର ପାରଦ, ୧୪ ତାରିଖ ଯାଏ କରିବ କଲବଲ
ଥରୁଛି ପୂରା ଓଡ଼ିଶା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ପାଖାପାଖି ରହିଛି । ୧୩ ଓ ୧୪ ତାରିଖରେ କିଛି ସ୍ଥାନରେ ଭୀଷଣ ଶୀତ ଲହରି ବହିପାରେ । ଅସମ୍ଭାଳ ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ ।…
ଟ୍ରକ୍ ମାଲିକଙ୍କ ‘ଖଣି ବନ୍ଦ’ ଆନ୍ଦୋଳନ: MCL କର୍ମଚାରୀଙ୍କ ଉପରେ ଚୋରା କୋଇଲା ଚାଲାଣ ଅଭିଯୋଗ
ମହାନଦୀ କୋଇଲା କ୍ଷେତ୍ର (MCL) ଅଧୀନରେ ଥିବା ତାଳଚେରର ବଳରାମ କୋଇଲା ଖଣିରେ ଚୋରା କୋଇଲା ଚାଲାଣ ଏବଂ ‘ପ୍ରଥମେ ଆସ, ପ୍ରଥମେ ସେବା’ (First Come First Serve) ନିୟମ ଭାଙ୍ଗିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଜଣେ MCL କର୍ମଚାରୀ…
