ଗଞ୍ଜାମ ବଡ଼ଗଡ଼ ଥାନା ସନ୍ଧିକେନ୍ଦୁ ଗାଁର ଚାଷୀ ଧାନ କାଟି ଗଦାକରିଥିଲେ । ବିଳମ୍ବିତ ରାତିରେ ୧୨ ଟି ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଗାଁର ୧୨ଜଣ ଚାଷୀ ଧାନ କାଟି ଅମଳ ପାଇଁ ଗଦା କରିଥିଲେ…
Month: December 2025
ଜାନୁଆରୀ ୨୧ରେ ମହାପ୍ରଭୁଙ୍କ ପଦ୍ମ ବେଶ
ଆସନ୍ତା ଜାନୁଆରୀ ୨୧ ତାରିଖ ବୁଧବାର ଦାରୁବ୍ରହ୍ମଙ୍କ ପଦ୍ମ ବେଶ । ଶ୍ରୀମନ୍ଦିର ରତ୍ନସିଂହାସନରୁଢ଼ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସୁଶୋଭିତ କରାଯିବ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପଦ୍ମ ପୁଷ୍କରିଣୀରେ ପ୍ରସ୍ଫୁଟିତ ବିଶାଳ ପଦ୍ମ…
ନାଗରିକତ୍ୱ ଛାଡୁଛନ୍ତି ୨ ଲକ୍ଷ ଭାରତୀୟ, ୫ ବର୍ଷରେ ବିଦେଶରେ ଅବସ୍ଥାପିତ ହେଲେଣି ୯ ଲକ୍ଷ ନାଗରିକ
ଭାରତୀୟ ନାଗରିକତ୍ୱ ଛାଡୁଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଗତ ୫ ବର୍ଷରେ ପାଖାପାଖି ୯ ଲକ୍ଷ ଭାରତୀୟ ସେମାନଙ୍କ ନାଗରିକତ୍ୱ ପରିତ୍ୟାଗ କରିଥିବା ବହିର୍ବ୍ୟାପାର ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ରାଜ୍ୟସଭାରେ ଉତ୍ତର ରଖି ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ କହିଛନ୍ତି…
ହାଇଓ୍ୱାକୁ ଧକ୍କା ଦେଲା ବୋଲେରୋ, ୫ ଆହତ
ଅଧା ରହିଗଲା ମା’ ତାରିଣୀଙ୍କ ଦର୍ଶନ । ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଡା ହୋଇଥିବା ଗୋଡି ବୋଝେଇ ହାଇଓ୍ୱାକୁ ଧକ୍କା ଦେଲା ବୋଲେରୋ । ଫଳରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ…
ଅବକାରୀ ବିଭାଗର ଚଢ଼ାଉ,ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ
ଗଛର ମଞ୍ଚା ଉପରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି। ଅବକାରୀ ବିଭାଗ କଲା ପର୍ଦ୍ଦାଫାଶ। ଚଢାଉରେ ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ, ଅଭିନବ ଉପାୟରେ ଗଛ ଉପରେ ମଞ୍ଚା ବାନ୍ଧି ଚାଲିଥିଲା ଦେଶୀ ମଦ…
ସାଂଘାତିକ ସ୍ତରରେ ବାୟୁ ପ୍ରଦୂଷଣ, ଶନିବାର ସନ୍ଧ୍ୟାରୁ ଦିଲ୍ଲୀରେ ଗ୍ରାପ-୪ ଲାଗୁ
ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ସ୍ତର ଏତେ ବଢ଼ିଯାଇଛି ଯେ ଲୋକମାନେ ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ୍) ଆଜି ସନ୍ଧ୍ୟାରେ ସବୁଠୁ କଠୋର…
ଜଳିଗଲା ଧାନଗଦା, ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ
ନିଆଁ ଲାଗି ଜଳିଗଲା ଧାନଗଦା। ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ । ଗଞ୍ଜାମ ସୋରଡ଼ା ଥାନା ସନ୍ଧିକେନ୍ଦୁ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଗତକାଲି ମଧ୍ୟରାତ୍ରରେ ଠାକୁରାଣୀ ମନ୍ଦିର ପଛପଟେ ରହିଥିବା ଧାନଗଦାରେ କୌଣସି ପ୍ରକାରେ ନିଆଁ…
ରେଳଧାରଣାରେ କଟି ବୃଦ୍ଧ ମୃତ
ଚାନ୍ଦବାଲି- ଧାମରା-ଭଦ୍ରକ ରେଳପଥର ବଳସାହି ଫାଟକ ନିକଟରେ ରେଳଧରଣାରେ କଟି ବୃଦ୍ଧ ମୃତ ।କ୍ଷତି ପୂରଣ ଦାବିରେ ରେଳଧରଣା ଉପରେ ବସି ରହିଛନ୍ତି ସ୍ଥାନୀୟ ଲୋକେ ।ଫଳରେ ଉଭୟପଟୁ ଅଟକି ରହିଛି ମାଲବାହୀ ଟ୍ରେନ । ତେବେ ମୃତକ ବୃଦ୍ଧ ଜଣକ ହେଉଛନ୍ତି ମୟୁରଭଞ୍ଜ…
ଶୀତ ଲହରିରେ ଥରଥର ରାଜ୍ୟ, ୧୦ ଡିଗ୍ରୀ ତଳେ ୧୬ ସହର
ପ୍ରବଳ ଥରାଇଲାଣି ଥଣ୍ଡା । ଏମିତି ଲମ୍ବା ସମୟ ଶୀତ ପ୍ରକୋପ କେତେ ବର୍ଷ ହେଲା ଅନୁଭୂତ ହୋଇନଥିଲା । ଡିସେମ୍ବର ମାସରେ ଏଯାବତ୍ ଲଗାତାର ୮ ଦିନ ଶୀତ ଲହରି ଅନୁଭୂତ ହେଲାଣି । ନଭେମ୍ବରରେ ବି ୩ ଦିନ ଥରାଇଥିଲା ଶୀତ…
ଭୁବନେଶ୍ୱରରେ ଚିଫ ଜଷ୍ଟିସ ଅଫ୍ ଇଣ୍ଡିଆ ସୂର୍ଯ୍ୟକାନ୍ତ
ଭୁବନେଶ୍ୱରରେ ଚିଫ ଜଷ୍ଟିସ ଅଫ୍ ଇଣ୍ଡିଆ ସୂର୍ଯ୍ୟକାନ୍ତ । ଆଜି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ…
