Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରେଳଧାରଣାରେ କଟି ବୃଦ୍ଧ ମୃତ

Posted on December 14, 2025

ଚାନ୍ଦବାଲି- ଧାମରା-ଭଦ୍ରକ ରେଳପଥର ବଳସାହି ଫାଟକ ନିକଟରେ ରେଳଧରଣାରେ କଟି ବୃଦ୍ଧ ମୃତ ।କ୍ଷତି ପୂରଣ ଦାବିରେ ରେଳଧରଣା ଉପରେ ବସି ରହିଛନ୍ତି ସ୍ଥାନୀୟ ଲୋକେ ।ଫଳରେ ଉଭୟପଟୁ ଅଟକି ରହିଛି ମାଲବାହୀ ଟ୍ରେନ । ତେବେ  ମୃତକ ବୃଦ୍ଧ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା  ଯଶିପୁର ପଞ୍ଚାୟତ ଅନ୍ତର୍ଗତ ବିରିହରପୁର ଗ୍ରାମର ବସନ୍ତ ବଳ । ସୂଚନା ମୁତାବକ,  ସେ ନିଜ ମାମୁଁ ଘର କଷିମୂଳାଗୋଠରୁ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା   ଘଟିଛି। ଏହି ରେଳଫାଟକ ଦେଇ ପ୍ରତିଦିନ ଶହ ଶହ ଲୋକ ଯାତାୟାତ କରୁଥିବା ବେଳେ ଟ୍ରେନ ଯାତାୟାତ ସମୟରେ କୌଣସି  ଗେଟ ପଡେ ନାହିଁ । ଯାହା ଫଳରେ ଅନେକ ସମୟରେ ଏପରି ଦୁର୍ଘଟଣା ଘଟୁଛି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme