Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 27, 2025

ଶରୀର ପାଇଁ ଉପକାରୀ ଗାଜର

Posted on December 27, 2025

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ ଭରିରହିଛି, ଯାହା ହୃତ୍‌ପିଣ୍ଡ ପାଇଁ ଉପକାରୀ। ‘ସୁସ୍ଥ ହୃତ୍‌ପିଣ୍ଡ ଏବଂ ଗାଜର’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ…

ନିଆଁ ଲାଗି ଦୁଇଟି ଘର ପୋଡି ପାଉଁଶ।

Posted on December 27, 2025

ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ବୈଦନାଥପୁର ସାହିରେ ଦୁଇ ଦିନ ମଜୁରିଆଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେଚମ୍ପା ପ୍ରଧାନ ଙ୍କ ପରିବାର ରାତିରେ ଖାଇ ସାରି ଶୋଇଥିଲେ। ରାତି…

ସୁନା ଏବଂ ରୁପାକୁ ଛୁଇଁଲେ ଲାଗୁଛି ଡର, ଜାଣନ୍ତୁ ଆଜି କେତେ ରହିଛି ଦର ?

Posted on December 27, 2025

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ…

ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

Posted on December 27, 2025

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଥିବା ମନ୍ତ୍ରୀ କହିଛନ୍ତି। ପରିବହନ ବିଭାଗ ଯେମିତି କ୍ଷତି ନ ସହିବ ସେନେଇ…

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ମହାପ୍ରଭୁଙ୍କୁ କଲେ ଦର୍ଶନ

Posted on December 27, 2025

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। CEC ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। CEC ଜ୍ଞାନେଶ କୁମାର ୩…

ନାବାଳିକାଙ୍କୁ ମିଠେଇ ଦେଇ ଦୁଷ୍କର୍ମ ଉଦ୍ୟମ , ଶିକ୍ଷକ ଗିରଫ

Posted on December 27, 2025

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଘର ପାଖ ଦୋକାନକୁ ଯାଇଥିବା ବେଳେ ଜଣେ ଶିକ୍ଷକ ମିଠେଇ ଖାଇବାକୁ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତାଙ୍କ…

ଶିଖରଚଣ୍ଡୀ ପାହାଡ଼କୁ ପ୍ରବେଶ ମନା । ଅଙ୍କୁଶ ଲଗାଇଲା ବନ ବିଭାଗ

Posted on December 27, 2025

ଶିଖରଚଣ୍ଡୀ ପାହାଡ଼କୁ ପ୍ରବେଶ ମନା । ଅଙ୍କୁଶ ଲଗାଇଲା ବନ ବିଭାଗ । ଗତ ୩ ଦିନ ହେବ ଦୁଇଟି ବଡ଼ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ଼ରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡ଼କୁ ଯିବାକୁ ବାରଣ କରିଛି ବନ ବିଭାଗ ।…

ଫରେଷ୍ଟର ବାବୁଙ୍କ ଘରୁ ପୁଳାପୁଳା ସୁନା ଓ ବିଡ଼ାବିଡ଼ା ଟଙ୍କା ଜବତ

Posted on December 27, 2025

କୋଟିପତି ଫରେଷ୍ଟରଙ୍କ ସମ୍ପତ୍ତି ଦେଖି ଭାଜିଲାନ୍ସ ତାଜୁବ। ଯେତେ ଖୋଳିଲେ ସେତେ ବାହାରୁଛି । ଭିଜିଲାନ୍ସ ହାତରେ ଲାଗିଛି ଫରେଷ୍ଟ ନିରଞ୍ଜନ ଶତପଥୀଙ୍କ ଟ୍ରାଭେଲ ହିଷ୍ଟ୍ରି । ମାଲେସିଆ ଓ ଥାଇଲାଣ୍ଡ ଭଳି ଜାଗାରେ ମଉଜ କରିଥିଲେ ସରକାରୀ ବାବୁ । ବିଦେଶୀ ଟଙ୍କାରେ…

କୋଟିପତି ହେବେ ମା’ ହୋଇଥିବା ମହିଳା

Posted on December 27, 2025

ଟେଲିଗ୍ରାମର ମାଲିକ ପାଭେଲ ଡୁରୋଭ୍ ନିଜର ଦାନ କରିଥିବା ଶୁକ୍ରାଣୁରୁ ମା’ ହେଉଥିବା ମହିଳାଙ୍କୁ ସମ୍ପତ୍ତିରେ ଭାଗ ଦେବାକୁ ଘୋଷଣା କରିଛନ୍ତି । ପାଭେଲଙ୍କ ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ଶୁକ୍ରାଣୁକୁ ମସ୍କୋର ଏକ ପ୍ରସିଦ୍ଧ ପ୍ରଜନନ କ୍ଲିନିକରେ ସୁରକ୍ଷିତ ରଖାଯାଇଛି । ତାଙ୍କ ଅଫର୍ ପରେ ତାଙ୍କ ଶୁକ୍ରାଣୁ…

ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ, ପାରଦ -୫୬ ଡିଗ୍ରୀ

Posted on December 27, 2025

ରୁଷ୍‌ର ୟାକୁତିଆରେ ଥଣ୍ଡା ରେକର୍ଡ ଭାଙ୍ଗିଛି । ଏଠାରେ ତାପମାତ୍ରା ବିଯୁକ୍ତ ୫୬ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଛି, ଯାହା ବର୍ତ୍ତମାନ ପୃଥିବୀର ସବୁଠୁ କମ୍ ତାପମାତ୍ରା । ଏଭଳି ଥଣ୍ଡାରେ ଖୋଲା ସ୍ଥାନରେ ମାତ୍ର କିଛି ମିନିଟ୍‌ରେ ଶରୀର ଜଡ଼ ହେବାର ଆଶଙ୍କା ରହିଛି । ୟାକୁତିଆର ଟିକସୀ…

Posts pagination

1 2 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme