ରାଜ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏମିତି ଘନ କୁହୁଡ଼ି ଜାରି ରହିବ । ଆଜି ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ଏନେଇ ସତର୍କ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ କୁହୁଡ଼ି…
Day: December 26, 2025
ଗୁଜରାଟରେ ଭୂକମ୍ପ ଅନୁଭୂତ, ତୀବ୍ରତା ୪.୪
ଆଜି ଗୁଜରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୪ ରହିଛି । ଭୂକମ୍ପ ପ୍ରାୟ ଭୋର ୪ ଟା ୩୦ମିନିଟ୍ ସମୟରେ ଅନୁଭୂତ ହୋଇଥିବା ଜଣାପଡିଛି । ଯାହାଦ୍ବାରା ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ଯାଇଥିଲେ । ସୂଚନାନୁଯାୟୀ, ଗୁଜରାଟର…
ପଦ୍ମପୁରରେ ଚାଷୀଙ୍କ ହକ୍ ପାଇଁ ଗର୍ଜନ: ୧୨ ଘଣ୍ଟିଆ ବନ୍ଦ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ
ପଦ୍ମପୁର: ଚାଷୀଙ୍କ ସମସ୍ୟାକୁ ନେଇ ଆଜି ପଦ୍ମପୁର ସହର ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି। ଧାନ କ୍ରୟରେ ଅବ୍ୟବସ୍ଥା, ଟୋକନ ସମସ୍ୟା ଏବଂ ମଣ୍ଡିରେ ବ୍ୟାପକ ‘କଟନୀ-ଛଟନୀ’କୁ ବିରୋଧ କରି ସ୍ଥାନୀୟ କୃଷକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି। ଏହି…
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରି ସଦର ମହକୁମା ବ୍ଲକ ଜେଇ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ୪ଟି ସ୍ଥାନରେ ରେଡ୍ କରୁଛି ଟିମ୍ । ମାଲକାନଗିରି ଟାଉନରେ ଥିବା…
ଭିଜିଲାନ୍ସ ଜାଲରେ ଫରେଷ୍ଟର, ୫ ଠିକଣାରେ ଚାଲୁଛି ରେଡ୍
ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ସେମିଳିଗୁଡ଼ାର ଫରେଷ୍ଟର ନିରଂଜନ ଶତପଥୀ ଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ନିରଞ୍ଜନଙ୍କ ୫ ଠିକଣାରେ ରେଡ୍ ଚାଲୁଛି । ଭୁବନେଶ୍ୱର ଝାରପଡ଼ାରେ ଦୁଇଟି ତିନି ମହଲା…
