ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…
Day: December 23, 2025
ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ସେଲ୍ସ ମ୍ୟାନେଜର ଗିରଫ…
ଧରାପଡ଼ିଲା ଧ୍ରୁତ ସେଲ୍ସ ମ୍ୟାନେଜର । ଘରୋଇ ଫାଇନାନ୍ସ କମ୍ପାନୀର ସେଲସ ମ୍ୟାନେଜର ରାମ ନାରାୟଣ ବଳ ଗିରଫ । ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ଭଦ୍ରକ ନିଳାଦ୍ରୀ ବିହାରରୁ ରାମ ନାରାୟଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । ଅଭିଯୁକ୍ତକୁ…
ଫାଟିଲା ଗ୍ୟାସ୍ ସିଲିଣ୍ଡର, ଉଡ଼ିଲା ଛାତ ; ଜଣେ ଗୁରୁତର
ଫାଟିଲା ସିଲିଣ୍ଡର, ଉଡ଼ିଲା ଛାତ । ବ୍ରହ୍ମପୁର – ନିମଖଣ୍ଡି ଥାନା ବୋରିଗାଁର ବଡ଼ ବନ୍ଧସାହିରେ ଫାଟିଲା ଗ୍ୟାସ ସିଲିଣ୍ଡର । ଭାଙ୍ଗିଲା ୪ ଘରର କାନ୍ଥ, ଜଣେ ଗୁରୁତର । ବଡବନ୍ଧ ସାହିର ପ୍ରଫୁଲ୍ଲ ରାଉତ ଘରେ ଏକୁଟିଆ ଥିବା ସମୟରେ ଗ୍ୟାସରେ…
ସମୁଦ୍ରରେ ଗାଧୋଇବା ବେଳେ ବୁଡୁ ବୁଡୁ ବଞ୍ଚିଗଲେ ପଶ୍ଚିମବଙ୍ଗର ୪ ପର୍ଯ୍ୟଟକ…
ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ ଆସି ସମୁଦ୍ରରେ ସ୍ନାନ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ତେବେ ପ୍ରତ୍ୟେକ ଦିନ ପର୍ଯ୍ୟଟକ ମାନେ ବେଳାଭୂମିରେ ସ୍ନାନ କରିବା ସମୟରେ…
ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ…
ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ ହୋଇଛି । ତେବେ ଏହାଶୁଣି ପରିବାର ଲୋକେ ଭାଙ୍ଗିପଡିଥିବା ବେଳେ ତାଙ୍କ ମୃତଦେହ ଭିଟାମାଟିକୁ ଆଣିବା ପାଇଁ ଗ୍ରାମବାସୀ ଏବଂ ସରପଞ୍ଚ…
ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ
ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର ସମ୍ପତ୍ତି। ବାଲେଶ୍ବରରେ ଗୋଟିଏ ବଡ଼ ଅଟ୍ଟାଳିକା ରହିଥିବାବେଳେ ମାର୍କେଟ କମ୍ପ୍ଲେକ୍ସ ଓ ଜିମ୍ ଠାବ ହୋଇଛି। କଲ୍ୟାଣ ମଣ୍ଡପ ସହ…
ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ…
ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ଦେବଘର ସ୍ଥିତ ବାବା ବୈଦ୍ୟନାଥ ଧାମରେ ପହଞ୍ଚିଛନ୍ତି । ଦେଶର ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ବୈଦ୍ୟନାଥ ଧାମ ସବୁଠାରୁ ପବିତ୍ର ସ୍ଥାନ । ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ…
ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ…
ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ । ରାଜଧାନୀରେ ଦେଖିବାକୁ ମିଳିଛି ଲମ୍ବାଲାଇନ । ଅଧିକ ଫାଇନ ଓ ପେଟ୍ରୋଲ ନ ମିଳିବା ଭୟରେ PUCC ପଏଣ୍ଟମାନଙ୍କରେ ଲାଗିଛି ଏହି ଲମ୍ବା ଲାଇନ । ବାଇକ ଅଟୋ ଓ କାର ନେଇ ଦୀର୍ଘ ସମୟ…
ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ଦାମ୍…
ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୬ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୭୪ ପଇସା ରହିଛି ।…
କୁହୁଡ଼ି ହେଲା କାଳ; ପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ
କୁହୁଡ଼ି ହେଲା କାଳ । ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ , ହେଲପର ଗୁରୁତର ଅଛନ୍ତି । କୁହୁଡ଼ି ପାଇଁ ରାସ୍ତା ଦେଖାନଯିବାରୁ ଭାରସାମ୍ୟ ହରାଇ ଦାରିଙ୍ଗବାଡି ଥାନା ଦଣ୍ଡିମା ଗାଁ ନିକଟରେ…
