ପ୍ରେମିକା ମୋବାଇଲ୍ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍ଫୋଭ୍ୟାଲି ଥାନା ପିତାପଲ୍ଲୀ ଛକରେ ଦେଖିବାକୁ ମିଳିଛି। ପ୍ରେମିକାଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରେମିକଙ୍କୁ ବାନ୍ଧିଛି। ପ୍ରେମିକ ଏକ ମୋବାଇଲ୍ ଦୋକାନରେ କାମ…
Day: December 22, 2025
ବଡ଼ଦିନ ପାଇଁ ଦାରିଙ୍ଗବାଡ଼ିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…
ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ ଖ୍ରୀଷ୍ଟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଯାଇଛି ଉଲ୍ଲାସ, ଖୁସି ଆଉ ଆନନ୍ଦ। ଭାଇଚାରାର ବାର୍ତ୍ତା ନେଇ ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ଏହି ବଡ଼ଦିନକୁ…
ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍: ଜଗନ୍ନାଥପ୍ରେମୀ ଅସନ୍ତୋଷ
ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ । ଡ୍ରୋନ୍ ଦ୍ବାରା ନିଆଯାଇଥିବା ଶ୍ରୀମନ୍ଦିରର ଫଟୋ ଭାଇରାଲ ହୋଇଛି । ଫେସବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଫଟୋ ଅପଲୋଡ କରିଛି । ଫେସବୁକରେ ଅପଲୋଡ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର…
ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର…
ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ପେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ ନେଇ ଭାଜପା ଜିଲା ସଭାପତି ମନମୋହନ ସମାଲ କହିଛନ୍ତି ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ସରକାର ପାଳନ କରୁଛନ୍ତ। ସେ…
ପ୍ରେମିକାଙ୍କୁ ପାଇବା ପାଇଁ ଶ୍ମଶାନରେ ପୂଜାର୍ଚ୍ଚନା…
ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଉକ୍ତ ଶ୍ମଶାନ ନିକଟରେ ଓଷକଣା ପଞ୍ଚାୟତର ଗୋଟିଏ ପରିବାରର ୨ ଭାଇ ଭଉଣୀଙ୍କ ଫଟୋଚିତ୍ରରେ ରକ୍ତ ଓ ସିନ୍ଦୂର ଲଗାଯାଇଛି।…
ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ…
ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେବେ ମୃତକଙ୍କ ମଧ୍ୟରେ ମାଆ ଏବଂ ଦୁଇ ପୁଅ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା…
ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର…
ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା । ମାଆ ଶେଫାଳୀ ସୁନାଙ୍କ ଥାନାରେ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ଥାନାରେ ଏତଲା…
ଟ୍ରକ୍ ଧକ୍କାରେ ଦୋକାନ ଭାଙ୍ଗି ଚୁରମାର, ପ୍ରତିବାଦରେ ରାସ୍ତାରୋକ
ଟ୍ରକ୍ ଧକ୍କାରେ ବ୍ୟବସାୟୀଙ୍କ ଦୋକାନ ଚୁରମାର୍। ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ। ଘଟଣା ସ୍ଥଳରେ ପୁଲିସର ତଦନ୍ତ। ସୂଚନା ଅନୁଯାୟୀ, ସଦର ଥାନା ଅଧୀନରେ ଥିବା ଲାଠି ଛକରେ ଜଣେ ବୃଦ୍ଧ ବ୍ୟବସାୟୀଙ୍କ ଦୋକନକୁ ମଧ୍ୟ ରାତ୍ରରେ ଏକ ଟ୍ରକ୍ ଧକ୍କା ଦେଇଥିଲା। ଟ୍ରକଟି ଦ୍ରୁତଗତିରେ…
ଏବେ ଚୀନ୍ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ, ଆଜି ଖୋଲିବ ୱିଣ୍ଡୋ
ଆଜିଠାରୁ ଭାରତୀୟମାନେ ଚୀନ୍ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ଏକ ଅନଲାଇନ୍ ଭିସା ୱିଣ୍ଡୋ ଆରମ୍ଭ କରୁଛି। ଏହା ଉଲ୍ଲେଖନୀୟ ଯେ ଗାଲୱାନ୍ ଉପତ୍ୟକା ହିଂସା ପରେ ଭାରତ ଚୀନ୍ ସହିତ ସମ୍ପର୍କ ଛିନ୍ନ କରି ଭିସା…
୨୬ରୁ ବଢ଼ିବ ରେଳ ଭଡ଼ା
ଭାରତୀୟ ରେଳବାଇ ଚଳିତ ଆର୍ଥିକବର୍ଷରେ ଦ୍ବିତୀୟ ଥର ପାଇଁ ଯାତ୍ରୀଭଡ଼ା ବୃଦ୍ଧି ଘୋଷଣା କରିଛି। ଆସନ୍ତା ୨୬ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ନୂଆ ବ୍ୟବସ୍ଥା ଅନୁଯାୟୀ, ସାଧାରଣ ଶ୍ରେଣୀରେ ୨୧୫ କିମି ପର୍ଯ୍ୟନ୍ତ ଯାତ୍ରୀଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସେହିଭଳି ସହରତଳି ଓ ଏମ୍ଏସ୍ଟି…
