Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରକ୍ ଧକ୍କାରେ ଦୋକାନ ଭାଙ୍ଗି ଚୁରମାର, ପ୍ରତିବାଦରେ ରାସ୍ତାରୋକ

Posted on December 22, 2025

ଟ୍ରକ୍ ଧକ୍କାରେ ବ୍ୟବସାୟୀଙ୍କ ଦୋକାନ ଚୁରମାର୍। ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ। ଘଟଣା ସ୍ଥଳରେ ପୁଲିସର ତଦନ୍ତ।

ସୂଚନା ଅନୁଯାୟୀ, ସଦର ଥାନା ଅଧୀନରେ ଥିବା ଲାଠି ଛକରେ ଜଣେ ବୃଦ୍ଧ ବ୍ୟବସାୟୀଙ୍କ ଦୋକନକୁ ମଧ୍ୟ ରାତ୍ରରେ ଏକ ଟ୍ରକ୍ ଧକ୍କା ଦେଇଥିଲା। ଟ୍ରକଟି ଦ୍ରୁତଗତିରେ ଆସି ଦୋକାନକୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଦୋକାନଟି ଭାଙ୍ଗି ଚୁରମାର୍ ହୋଇଯାଇଛି। ଏହାର ପ୍ରଦିବାଦରେ କିଛି ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଗ୍ରାମବାସୀଙ୍କ ଅନୁଯାୟୀ, ମୋହୁଡ଼ା ଅଞ୍ଚଳରୁ ରାତି ସମୟରେ ଚୋରା ମୋରମ ଚାଲାଣ ହେଉଛି। ଯେଉଁକାରଣରୁ ଟ୍ରକ ଗୁଡିକ ରାତ୍ର ସମୟରେ ଦ୍ରୁତଗତିରେ ଯାଉଛି। ତେବେ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme