Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 17, 2025

ବଢ଼ିବ ଜମିର ସରକାରୀ ମୂଲ୍ୟ….

Posted on December 17, 2025

ଏଣିକି ପ୍ରତିବର୍ଷ ଜମିର ସରକାରୀ ମୂଲ୍ୟ (ବେଞ୍ଚମାର୍କ ଭାଲ୍ୟୁ) ୫ ପ୍ରତିଶତ ଲେଖାଏଁ ବଢ଼ିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶା ଷ୍ଟାମ୍ପ୍ ନିୟମାବଳୀ-୧୯୫୨ରେ ସଂଶୋଧନ ପୂର୍ବକ ବିଜ୍ଞପ୍ତି ଜାରି କରାଯାଇଛି।ବିଭାଗ ପକ୍ଷରୁ ଦର୍ଶାଯାଇଛି, ସବ୍-ଡିଭିଜନ ଭାଲ୍ୟୁଏସନ୍ କମିଟି ତହସିଲଦାରଙ୍କଠାରୁ ନିର୍ଦ୍ଦିଷ୍ଟ…

ବର୍ଷ ସରିଲା ହେଲେ ୟୁନିଫର୍ମ ପାଇଲେନି ଶିଶୁ ବାଟିକା ପିଲା

Posted on December 17, 2025

ବର୍ଷ ସରିଲା, ହେଲେ ସ୍କୁଲ ପିଲାଙ୍କୁ ମିଳିଲାନି ୟୁନିଫର୍ମ। ଏପରିକି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଣ୍ଠି ମିଳିନି । ଏପଟେ ନୂଆ କରି ନାମ ଲେଖାଇଥିବା ୩ ଲକ୍ଷ ୧୦ହଜାର ୮୩୯ ଶିଶୁ ବାଟିକା ପିଲା ପୁରୁଣା ଚିରା ଫଟା ପୋଷାକ…

ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନରେ ହାତୀପଲଙ୍କ ଉପଦ୍ରବ

Posted on December 17, 2025

ଦିଗପହଣ୍ଡି ରେଞ୍ଜ ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନରେ ହାତୀପଲଙ୍କ ଉପଦ୍ରବ। ଜଙ୍ଗଲରୁ ଜନ ବସତି ମୁହାଁ ହେଉଛନ୍ତି ଚାରି ଟିକିଆ ହାତୀ ପଲ। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ହାତୀ କବଳରୁ ଫସଲକୁ କିଭଳି ସୁରକ୍ଷା ଦେବେ ସେନେଇ ଚିନ୍ତାରେ ଚାଷୀକୂଳ।…

ଶୀତ ରାତିରେ ଭଡ଼ାଟିଆଙ୍କୁ ଘରୁ ବାହାର କରିଦେଲେ ମାଲିକ…

Posted on December 17, 2025

ଶୀତ ରାତିରେ ରାଜଧାନୀରେ ଘର ମାଲିକଙ୍କ ନିର୍ଯାତନା । ରାତି ଅଧରେ ଘରୁ ବାହାର କରିଦେଲେ ଭଡାଟିଆଙ୍କୁ। ଭଡାଟିଆ ଚାକିରିକୁ ଯାଇଥିବା ବେଳେ ତାଙ୍କ ଘରୁ ଜିନିଷ କାଢ଼ିଦେଲେ ମାଲିକ । ରାତି ସାରା ଘର ବାହାରେ ବସିଲେ ଭଡାଟିଆ , ତାଙ୍କ ପତ୍ନୀ…

ସୁଦାନ ଗୃହଯୁଦ୍ଧର ନରକରୁ ଫେରିଲେ ଓଡ଼ିଆ ଯୁବକ ଆଦର୍ଶ ବେହେରା

Posted on December 17, 2025

ସୁଦାନରେ ଚାଲିଥିବା ଭୟାବହ ଗୃହଯୁଦ୍ଧ ମଧ୍ୟରେ ଅପହୃତ ହୋଇ ୪୫ ଦିନ ଧରି ବନ୍ଦୀ ଅବସ୍ଥାରେ ଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରା ସୁରକ୍ଷିତ ଭାବେ ଭୁବନେଶ୍ବର ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ସହ ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ସେ ଭାବବିହ୍ବଳ ହୋଇପଡ଼ିଥିଲେ।…

ସମୁଦ୍ର ପାଣିରୁ ଚୀନ୍ ତିଆରି କରିବ ପେଟ୍ରୋଲ

Posted on December 17, 2025

 ଚୀନ୍ ସମୁଦ୍ର ପାଣିରୁ ଭବିଷ୍ୟତର ଇନ୍ଧନ ତିଆରି କରି ବୈଜ୍ଞାନିକ ଓ ଅର୍ଥଶାସ୍ତ୍ରୀ ସମସ୍ତଙ୍କୁ ଚକିତ କରିଛି। ଚୀନ୍ ଶେନଡୋଙ୍ଗ ପ୍ରଦେଶରରେ ଏଭଳି ଏକ ଫ୍ୟାକ୍ଟ୍ରି ତିଆରି ହୋଇଛି, ଯାହାକି ସମୁଦ୍ର ପାଣିରୁ ଭବିଷ୍ୟତର ପେଟ୍ରୋଲ ଅର୍ଥାତ ‘ଗ୍ରୀନ୍ ହାଇଡ୍ରୋଜେନ୍’ ପ୍ରସ୍ତୁତ କରିଥାଏ। କେବଳ…

ସାଂଘାତିକ ସ୍ତରରେ ଦିଲ୍ଲୀ ପ୍ରଦୂଷଣ; ଗୁରୁବାରଠୁ ମିଳିବନି ପେଟ୍ରୋଲ-ଡିଡେଲ୍

Posted on December 17, 2025

ଦିଲ୍ଲୀ ଏନ୍‌ସିଆରରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ତରରେ ରହିଛି । ପରିବେଶ ସଂପୂର୍ଣ୍ଣ ଧୂଆଁମୟ । ହନ୍ତସନ୍ତ ରାଜଧାନୀବାସୀ ।  ଦିଲ୍ଲୀରେ ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ସ୍ତର ୩୭୮ ରହିଛି । ଯାହା ଗମ୍ଭୀର ଶ୍ରେଣୀରେ ଯାଉଛି । ତେଣୁ ପ୍ରଦୂଷଣକୁ ରୋକିବା ଲାଗି ଦିଲ୍ଲୀ ସରକାରଙ୍କ…

୫ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

Posted on December 17, 2025

ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ, ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ଅଭିଯୁକ୍ତ ଜଣକ ବଳାତ୍କାର କରିଥିଲେ।…

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, କେମିତି ଉଠିଲା ଫଟୋ ?

Posted on December 17, 2025

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ସୋସିଆଲ ମିଡିଆରେ ଆଶୀର୍ବାଦ 945 ଆଇଡିରୁ ଫଟୋ ଭାଇରାଲ ହୋଇଛି । ରତ୍ନସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଦେଖିବାକୁ ମିଳିଛି । ଅତି ନିକଟରୁ ମହାପ୍ରଭୁଙ୍କ ଫଟୋ ଉଠାଇଛନ୍ତି ଜଣେ ବ୍ୟକ୍ତି । ଶ୍ରୀମନ୍ଦିର ଭିରତ…

ଘୁଞ୍ଚିଲା ମାଟ୍ରିକ୍‌ ପରୀକ୍ଷା ପାଇଁ ପଞ୍ଜୀକରଣ, ୩୦ ଯାଏ ବଢିଲା ଅବଧି

Posted on December 17, 2025

 ୨୦୨୭ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଅବଧିକୁ ଆସନ୍ତା ୩୦ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ଏହି ଅବଧି ଆଜି ଶେଷ ହେଉଥିଲା । ଅନେକ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ପାରି ନଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)କର୍ତ୍ତୃପକ୍ଷ…

Posts pagination

Previous 1 2 3 4 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme