Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 14, 2025

ରେଳଧାରଣାରେ କଟି ବୃଦ୍ଧ ମୃତ

Posted on December 14, 2025

ଚାନ୍ଦବାଲି- ଧାମରା-ଭଦ୍ରକ ରେଳପଥର ବଳସାହି ଫାଟକ ନିକଟରେ ରେଳଧରଣାରେ କଟି ବୃଦ୍ଧ ମୃତ ।କ୍ଷତି ପୂରଣ ଦାବିରେ ରେଳଧରଣା ଉପରେ ବସି ରହିଛନ୍ତି ସ୍ଥାନୀୟ ଲୋକେ ।ଫଳରେ ଉଭୟପଟୁ ଅଟକି ରହିଛି ମାଲବାହୀ ଟ୍ରେନ । ତେବେ  ମୃତକ ବୃଦ୍ଧ ଜଣକ ହେଉଛନ୍ତି ମୟୁରଭଞ୍ଜ…

ଶୀତ ଲହରିରେ ଥରଥର ରାଜ୍ୟ, ୧୦ ଡିଗ୍ରୀ ତଳେ ୧୬ ସହର

Posted on December 14, 2025

ପ୍ରବଳ ଥରାଇଲାଣି ଥଣ୍ଡା । ଏମିତି ଲମ୍ବା ସମୟ ଶୀତ ପ୍ରକୋପ କେତେ ବର୍ଷ ହେଲା ଅନୁଭୂତ ହୋଇନଥିଲା । ଡିସେମ୍ବର ମାସରେ ଏଯାବତ୍ ଲଗାତାର ୮ ଦିନ ଶୀତ ଲହରି ଅନୁଭୂତ ହେଲାଣି । ନଭେମ୍ବରରେ ବି ୩ ଦିନ ଥରାଇଥିଲା ଶୀତ…

ଭୁବନେଶ୍ୱରରେ ଚିଫ ଜଷ୍ଟିସ ଅଫ୍ ଇଣ୍ଡିଆ ସୂର୍ଯ୍ୟକାନ୍ତ

Posted on December 14, 2025

ଭୁବନେଶ୍ୱରରେ ଚିଫ ଜଷ୍ଟିସ ଅଫ୍ ଇଣ୍ଡିଆ ସୂର୍ଯ୍ୟକାନ୍ତ । ଆଜି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ…

ରାସ୍ତାରେ ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଲେ ଦୁଇ ଆରୋହୀ

Posted on December 14, 2025

ରାସ୍ତାରେ ହୁ ହୁ ହୋଇ ଜଳିଗଲା ସ୍କୁଟି। ଅଳ୍ପକେ ବର୍ତ୍ତିଲେ ଦୁଇ ଆରୋହୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମ-କାରନ୍ଦା ରାସ୍ତାରେ ଅଘଟଣ ଘଟିଛି । ଖଜୁରିଆକଟା ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ସ୍କୁଟିରେ ଦୁଇ ଭାଇ ଡାକ୍ତରଖାନା ଗଲା…

ଆମେରିକା ବ୍ରାଉନ୍ ୟୁନିଭର୍ସିଟିରେ ଗୁଳିକାଣ୍ଡ, ୨ ମୃତ

Posted on December 14, 2025

ଆମେରିକା ୟୁନିଭର୍ସିଟିର ବାରୁସ୍ ଆଣ୍ଡ ହୋଲି ବିଲ୍ଡିଂରେ ଫାଇନାଲ ପରୀକ୍ଷା ଚାଲିଥିବାବେଳେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । କଳା ପୋଷାକ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ଆସି ଆଖିବୁଜା ଗୁଳିମାଡ଼ କରିଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦

Posted on December 14, 2025

ଭାରତ-ଦକ୍ଷିଣ ଆଫ୍ରିକା ୫ ମ୍ୟାଚ ବିଶିଷ୍ଟ ଟି-୨୦ସିରିଜର ଆଜି ତୃତୀୟ ଲଢ଼େଇ । ଧର୍ମଶାଳା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ସାଉଥ ଆଫ୍ରିକା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପଅଧିନାୟକ ଶୁବମନ୍ ଗିଲଙ୍କ ଲଗାତାର ବିଫଳତା ପରେ ବିଜୟ ଧାରାକୁ ଫେରିବାର…

ଫେରୁଛି ମାଲକାନଗିରିକୁ ଶାନ୍ତି, BNS 163 ପ୍ରତ୍ୟାହାର, ଇଣ୍ଟରନେଟ କଟକଣା ବଳବତ୍ତର

Posted on December 14, 2025

ଧୀରେ ଧୀରେ ମାଲକାନଗିରିକୁ ଫେରୁଛି ଶାନ୍ତି । ରାଖାଲଗୁଡା ଓ ଏମଭି-26 ଗାଁରେ ପ୍ରତ୍ୟାହାର ହୋଇଛି BNS 163 । ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ପରେ ବିଏନଏସ ୧୬୩ ଲାଗୁ ହୋଇଥିଲା । ବିଏନଏସ ୧୬୩ ପ୍ରତ୍ୟାହାର ହୋଇଛି, କିନ୍ତୁ ଇଣ୍ଟରନେଟ କଟକକଣା…

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍, ଓଡ଼ିଶାରୁ ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ

Posted on December 14, 2025

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍ । ଓଡ଼ିଶାରୁ ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ଭଦ୍ରକରୁ ଦୁଇ ଜଣ ମୋବାଇଲ ଦୋକାନୀଙ୍କୁ ଦିଲ୍ଲୀ ସାହିନବାଗ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ଭଦ୍ରକର ଭଣ୍ଡାରିପୋଖରୀ ଓ ବନ୍ତ ଥାନା ଅଞ୍ଚଳରୁ…

Posts pagination

Previous 1 2

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme