ନୂଆଦିଲ୍ଲୀରେ ଘଟିଥିବା ଯାନ୍ତ୍ରିକ ସମସ୍ୟା ପରେ ବର୍ତ୍ତମାନ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଡାଣ ପ୍ରଭାବିତ ହୋଇଛି। ରନୱେ ଲାଇଟରେ ସମସ୍ୟାରୁ ସବୁ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଛି। ବର୍ତ୍ତମାନ ୫ଟି ବିମାନ ହୋଲ୍ଡରେ ରହିଛି। ଏୟାରପୋର୍ଟର ଟେକ୍ନିକାଲ ଟିମ୍…
Month: November 2025
ରିଚା ଘୋଷଙ୍କୁ ବିଶ୍ୱକପ ବିଜୟ ପରେ ବିଶେଷ ସମ୍ମାନ
ଭାରତୀୟ ମହିଳା କ୍ରିକେଟ ଟିମ୍ର ବିଶ୍ୱକପ ବିଜୟ ପରେ ୱିକେଟକିପର-ବ୍ୟାଟର ରିଚା ଘୋଷ ସିଲିଗୁଡ଼ିରେ ଜୋରଦାର ସ୍ବାଗତ ପାଇଥିଲେ। ପଶ୍ଚିମବଙ୍ଗ ସରକାର ଏବଂ ବଙ୍ଗଳା କ୍ରିକେଟ ଆସୋସିଏସନ ତାଙ୍କୁ ଡିଏସପି ଭାବେ ନିଯୁକ୍ତ କରି, “ବଙ୍ଗ ଭୂଷଣ” ସମ୍ମାନ ଓ ସୁନାର ଚେନ୍ ପ୍ରଦାନ…
ହାତୀ ଆକ୍ରମଣରେ ଚାଲିଗଲା ଜୀବନ
ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶନିବାର ପ୍ରାୟ ସନ୍ଧ୍ୟା ୮ଟା ସମୟରେ ଏଭଳି ଅଘଟଣ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ମଣନ୍ଦା ରେଞ୍ଜ ତୁଳସୀବଣୀ ଫରେଷ୍ଟ ବିଟ୍ ରାଜପାଲ ଗାଁର ମଧୁବାରିର ପୁଅ ସାଙ୍ଗବାରିଙ୍କର ହାତୀ…
କଣ୍ଟାଵାଞ୍ଜି ପୁଲିସର ଚଢ଼ାଉ, ୧୫୦ଟିଣ ତେଲ ବୋଝେଇ ଗାଡ଼ି ଜବତ
ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିର ଦୁମେରପିଟାରେ ଚଢ଼ାଉ କରି ଲୋକାଲ ବ୍ରାଣ୍ଡର ଏକ ଖାଇବା ତେଲ ବୋଝେଇ ମିନି ଟ୍ରକକୁ ଧରିଛି କଣ୍ଟାଵାଞ୍ଜି ପୁଲିସ। ଦେଓଗାଁ ପୁଲିସ ସହ ମିଳିତ ଭାବେ ଚଢ଼ାଉ କରି ତେଲ ଗାଡ଼ିକୁ ଜବତ କରିଛି ପୁଲିସ।…
ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ବୃଦ୍ଧଙ୍କ ସହ ବାଇକ ଚାଳକ ମୃତ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମ ନିକଟରେ ମଣିଂ ୱାର୍କ କରୁଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍ I ବାଇକ୍ ଚାଳକ ସହ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା । ମୃତ ବୃଦ୍ଧ ଜଣଙ୍କ ଶାଳବଣ ଗ୍ରାମର କାଶୀନାଥ ସେଠୀ ହୋଇଥିବା…
୧୨ ଡିଗ୍ରୀକୁ ଖସିଲା ତାପମାତ୍ରା
ଦାରିଙ୍ଗବାଡ଼ିରେ ପାରଦ ୧୨ ଡିଗ୍ରୀକୁ ଖସିଛି । ଏହା ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଫୁଲବାଣୀରେ ୧୨.୫, ଅନୁଗୁଳରେ ୧୫, କୋରାପୁଟ ଓ ଭଦ୍ରକରେ ୧୫.୫, ଝାରସୁଗୁଡ଼ା ଓ କେନ୍ଦୁଝରରେ ୧୫.୮, ରାଉରକେଲାରେ ୧୬.୧, ଢେଙ୍କାନାଳରେ ୧୬.୨ ଡିଗ୍ରୀ ରେକର୍ଡ ହୋଇଛି…
ପିଶାଚ ବାପାର ଲଜ୍ଜ୍ୟାଜନକ କାଣ୍ଡ, ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କରି ଅଭିଯୁକ୍ତ ବାପା ଫେରାର
ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହ ତାଙ୍କ ନିଜ ବାପା ଦ୍ୱାରା ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଗତକାଲି ଯୁଯୁମୁରା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ମାମଲା (କେଶ…
ତୁଳସୀ ପତ୍ର ଖାଇଲେ କ’ଣ ଉପକାର ମିଳିଥାଏ ଜାଣନ୍ତୁ ସେ ସମ୍ପର୍କରେ…
ଆୟୁର୍ବେଦରେ ତୁଳସୀ ପତ୍ରକୁ ଜଡ଼ି-ବୁଟିର ରାଣୀ ବୋଲି କୁହାଯାଇଥାଏ। ପୁରାତନ କାଳରୁ ହିଁ ଏହାକୁ ଘରୋଇ ମହୌଷଧି ଭାବେ ଆମେ ବ୍ୟବହାର କରିଆସୁଛେ। କାଶ ହେଉ କି ଛିଙ୍କ ତୁଳସୀ ପତ୍ରକୁ ବାଟି ତା’ର ରସ ପିଇଲେ ଅଥବା ଏହି ପତ୍ରରୁ କିଛି ଚୋବାଇ…
ଖାଇବାକୁ ଘୂରି ବୁଲୁଛନ୍ତି ଲୋକେ, ଗ୍ରାହକ ନଆସିବାରୁ ନିରାଶ ବ୍ୟବସାୟୀ
ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଦ୍ୱାରା ଦହିବରା ହାଟ ହୋଇଥିଲାବେଳେ ତାହା କେବଳ ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି । କାରଣ ତଳ ପଡ଼ିଆରେ ଏଭଳି ଏକ ସ୍ଥାନରେ ଷ୍ଟଲ୍ ଦିଆଯାଇଛି ଯାହାକୁ ଖୋଜି ବୁଲୁଛନ୍ତି ଲୋକେ । ଯେଉଁଠି ପୂର୍ବରୁ ଦହିବରା ବ୍ୟବସାୟୀମାନେ …
ଅନୁଗୋଳ କରତପଟା ନନ୍ଦପୁରୁ ଗାଁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ମୃତ…
ଅନୁଗୋଳ ଜିଲ୍ଲା କରତପଟା ନନ୍ଦପୁରୁ ଗାଁ ନିକଟରେ ଥିବା ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଜଣଙ୍କର ମୃତୁ ହୋଇଥିବାବେଳେ ଆଉଜଣେ ଅଳ୍ପ କେ ବ୍ରତୀ ଯାଇଛନ୍ତି । ସୂଚନା ଅନୁସାରେ ନନ୍ଦପୁରୁ ଗାଁର ଦୁଇଭାଇ ଗାଁ ନିକଟ ଜଙ୍ଗଲକୁ ଛେଳିଚରାଇବା…
