Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: November 2025

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ

Posted on November 10, 2025

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାଁ ସମ୍ରାଟ ବୋଲି ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବଲାଙ୍ଗୀର ଜିଲ୍ଲା…

ପ୍ରେମିକାର ବେକ କାଟିଦେଲା ପ୍ରେମିକ, ଅଭିଯୁକ୍ତ ଅଟକ

Posted on November 10, 2025

ପ୍ରେମର ସାଂଘାତିକ ଚିତ୍ର । ବ୍ଲେଡ୍‌ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ନିକଟସ୍ଥ ମେଡିକାଲରେ ଭର୍ତ୍ତି । ପ୍ରେମିକକୁ ଥାନାରେ ଅଟକ ରଖିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଏଭଳି ଘଟଣା…

ଦିନଟିଏ ବଢ଼ିପାରେ ବାଲିଯାତ୍ରା; ୧୩ରେ ଶ୍ରେୟା ଘୋଷାଲ ନାଇଟ୍‌!

Posted on November 10, 2025

ୋକପ୍ରିୟ ବଲିଉଡ୍‌ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ବାଲିଯାତ୍ରା କାର୍ଯ୍ୟକ୍ରମ ନେଇ ଦ୍ୱନ୍ଦ୍ୱ ଦୂର ହେଉନାହିଁ । ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ରହିଥିବା ବେଳେ ସେ କେଉଁଦିନ କାର୍ଯ୍ୟକ୍ରମ କରିବେ ତାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଉନାହିଁ ।…

୨ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା

Posted on November 10, 2025

ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଖସିବ ରାତି ପାରଦ। ଶୁକ୍ରବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି । ଝାରସୁଗୁଡ଼ାରେ ୧୫.୮ରୁ ୧୧.୭ ଡିଗ୍ରୀକୁ ଖସିଛି । ରାଉରକେଲାରେ ୧୬.୧ରୁ ୧୩.୨ ଓ ଭଦ୍ରକରେ…

ରୁଷିଆ ଦାଗେସ୍ତାନରେ ହେଲିକପ୍ଟର ଦୁର୍ଘଟଣା, ୫ ମୃତ

Posted on November 9, 2025

ରୁଷିଆର ଦାଗେସ୍ତାନରେ ଏକ ଭୟାବହ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଅଚି ସୁ ଗାଁ ନିକଟ କାସ୍ପିଆନ ସାଗର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହେଲିକପ୍ଟର ଅଚାନକ…

ବଢିଲା ତେଜ ପ୍ରତାପଙ୍କ ସୁରକ୍ଷା,ତେଜ ପ୍ରତାପ ଯାଦବଙ୍କୁ ୱାଇ ପ୍ଲସ ସୁରକ୍ଷା, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

Posted on November 9, 2025

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ଜନଶକ୍ତି ଜନତା ଦଳ (ଜେଜେଡି) ନେତା ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିଛନ୍ତି । ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ତାଙ୍କ ସୁରକ୍ଷା ବଢ଼ାଇଛି ।…

ରିକ୍ଟର ସ୍କେଲରେ ତୀବ୍ରତା ୬.୭, ସୁନାମି ଆଲର୍ଟ

Posted on November 9, 2025

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ଜାପାନର ଉତ୍ତର ପ୍ରାନ୍ତରେ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ସନ୍ରିକୋ ହୋଇଥିବା ବେଳେ ପ୍ରଶାନ୍ତ ମହାସାଗରର ୧୦ କି.ମି. ଗଭୀରତାରେ ରହିଛି । ଭୂକମ୍ପ…

ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

Posted on November 9, 2025

ଭୁବନେଶ୍ୱରରେ ଆସନ୍ତା ୧୦ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେବନି । ଏ ସଂକ୍ରାନ୍ତରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି…

ଖାଲି ପେଟରେ କଫି ମନାାଲି ପେଟରେ କଫି ମନା

Posted on November 9, 2025

କିଛି ଲୋକ ସକାଳର ଆରମ୍ଭ ଗରମାଗରମ କଫି ସହ କରିଥାନ୍ତି । କିନ୍ତୁ ଜାଣନ୍ତି କି ଡାକ୍ତରଙ୍କ ମତରେ ଏହା ଆଦୌ ଠିକ୍‌ ନୁହେଁ । କେବଳ ସେତିକି ନୁହେଁ, କଫି ପିଇବା ପୂର୍ବରୁ ପାଣି ପିଇବାକୁ ମଧ୍ୟ ଡାକ୍ତର ପରାମର୍ଶ ଦେଉଛନ୍ତି ।…

ଆଣ୍ଡାମାନରେ ଜୋରଦାର ଭୂକମ୍ପ ଝଟକା

Posted on November 9, 2025

ଆଣ୍ଡାମାନ ସମୁଦ୍ରରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୪ ରହିଛି । ଭୂକମ୍ପର କେନ୍ଦ୍ର ୯୦ କିମି ଗଭୀର ବୋଲି କୁହାଯାଉଛି । ଅପରାହ୍ନ ୧୨.୦୬ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଜନିତ…

Posts pagination

Previous 1 … 46 47 48 … 66 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme