ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବ। ଏହି ନିର୍ବାଚନମଣ୍ଡଳୀରେ ମୋଟ ୩୫୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍। ଏହି ୧୦୧ ବୁଥ୍ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି।…
Month: November 2025
ଟି୨୦ ବିଶ୍ବକପ ଫେବ୍ରୁଆରୀରୁ ଆରମ୍ଭ, ସେମିଫାଇନାଲ ଓ ଫାଇନାଲ ପାଇଁ ଭେନ୍ୟୁ ସ୍ଥିର
ଆଇସିସି ମହିଳା କ୍ରିକେଟ ବିଶ୍ବକପ ୨୦୨୫ ସରିବା ପରେ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି କରିଦେଇଛି । ଭାରତ ଓ ଶ୍ରୀଲଙ୍କାରେ ଖେଳାଯାଇଥିବା ବିଶ୍ବକପ ଖେଳାଯାଇଥିଲା । ଏବେ ଏହି ଦୁଇ ଦେଶ ମଧ୍ୟରେ ଆଇସିସି ପୁରୁଷ ଟି୨୦ ବିଶ୍ବକପ ଆୟୋଜନ ହେଉଛି ।…
ପ୍ରତି ଆମେରିକୀୟଙ୍କୁ ୨୦୦୦ ଡଲାର
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଟାରିଫ୍ ନୀତି ସମ୍ପର୍କରେ ଏକ ପ୍ରମୁଖ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଖୁବ୍ ଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ପରିମାଣ ତାଙ୍କ ପ୍ରଶାସନ ଦ୍ୱାରା…
୨୮ ଦିନର ଲୁଚକାଳି ପରେ ଧରାପଡିଲା ଅଭିଯୁକ୍ତ
୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ବର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଗିରଫ। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ । ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ…
ଫରିଦାବାଦରୁ ୩୦୦ କେଜି RDX ଜବତ, ଦୁଇ କାଶ୍ମୀରୀ ଡାକ୍ତର ଗିରଫ
ହରିଆନାର ଫରିଦାବାଦରୁ ଜମ୍ମୁ-କାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଅଭିଯାନରେ ୩୦୦ କେଜି RDX, ୨ଟି AK-47 ବନ୍ଧୁକ ଓ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଏହି ଅଭିଯାନ ଆତଙ୍କୀ ଯୋଗସଜାଗ ଅଭିଯୋଗରେ ହୋଇଥିଲା। ପୋଲିସ ଏହି ମାମଲାରେ ଦୁଇଜଣ କାଶ୍ମୀରୀ…
ପ୍ରେମରେ ପଡି ୫ ମାସର ଶିଶୁପୁତ୍ରର ତଣ୍ଟି ଚିପିଲା ମା’
ତାମିଲନାଡୁର କୃଷ୍ଣଗିରିରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସମଲିଙ୍ଗୀ ସାଥୀଙ୍କ ସହିତ ମିଶି ନିଜ ୫ ମାସର ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି । ଅପରାଧକୁ ଲୁଚାଇବା ପାଇଁ, ମହିଳା ଜଣକ ତାଙ୍କ ପରିବାରକୁ କହିଥିଲେ ଯେ,…
ନଦୀନିପାଲି ଗ୍ରାମ ଜଙ୍ଗଲରେ ମହିଳାଙ୍କ ଝୁଲନ୍ତା ମୃତଦେହ
ଅନୁଗୋଳ ପାଳଲହାଡ଼ା ଥାନା ନଦୀନିପାଲି ଗ୍ରାମ ପାଖ ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ମହିଳା ଜଣକ ହେଲେ ନନ୍ଦିନୀପାଲି ଗ୍ରାମର ଗୁରୁବାରୀ ନାୟକ ବୋଲି ଜଣାପଡିଛି । ତେବେ ମୃତୁର କାରଣ ଅସ୍ପଷ୍ଟଥିବାବେଳେ , ମୃତକଙ୍କ…
ହେଲମେଟ୍ ନ ପିନ୍ଧିବା ପଡ଼ିଲା ମହଙ୍ଗା: ସ୍କୁଟି ଦାମ୍ଠୁ ୨୦ ଗୁଣ ଅଧିକ ଜରିମାନ
ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଟି ଚାଳକଙ୍କୁ ହେଲମେଟ୍ ନ ପିନ୍ଧିବାରୁ ୨୧ ଲକ୍ଷ ଟଙ୍କା ଜରିମାନା ହୋଇଛି । ତାହା ତାଙ୍କ ସ୍କୁଟି ଦାମ୍ର ୨୦ ଗୁଣ ବୋଲି ସେ ପ୍ରକାଶ କରିଛନ୍ତି । ସେହି ଚାଲାଣର ଫଟୋ ଏବେ ସୋସିଆଲ୍ ମିଡିଆରେ…
ମଝି ଆକାଶରେ ବିପଦ, ସୁରକ୍ଷିତ ଅବତରଣ କଲା ସ୍ପାଇସ୍ଜେଟ୍ ବିମାନ
ମୁମ୍ବାଇରୁ କୋଲକାତା ଆସୁଥିବା ସ୍ପାଇସ୍ଜେଟ୍ ବିମାନ ରବିବାର ରାତିରେ ବଡ଼ ଅଘଟଣରୁ ବର୍ତ୍ତିଲା। ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନ୍ ଖରାପ ହେବା ପରେ ପାଇଲଟ୍ କୋଲକାତା ଏଟିସିକୁ ସୂଚନା ଦେଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ତୁରନ୍ତ ଅନୁମତି ମିଳିବା ପରେ…
ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍, ଜଣେ ମୃତ
କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ଦୁର୍ଘଟଣା । ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍ । ଜଣେ ମୃତ ହୋଇଥିବା ବେଳେ ବସରେ ବସିଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ…
