ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ମଧ୍ୟରେ ବର୍ତ୍ତମାନ ଅଭିନେତାଙ୍କ ଝିଅ ଇଶା ଦେଓଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏଶା କହିଛନ୍ତି ଯେ ତାଙ୍କ ବାପାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ମିଥ୍ୟା ଖବର…
Month: November 2025
ଆତଙ୍କୀ ଷଡ଼ଯନ୍ତ୍ରରେ ଡାକ୍ତରଙ୍କ ଲିଙ୍କ: ୪ ଅଭିଯୁକ୍ତ ଗିରଫ
ଦେଶକୁ ଦୋହଲାଇ ଦେବାକୁ ଆତଙ୍କୀ ଡାକ୍ତରଙ୍କ ଭୟଙ୍କର ଷଡ଼ଯନ୍ତ୍ର । ସନ୍ଦେହ ନ ହେବା ଭଳି ବୃତ୍ତିରେ ରହି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ । ଏଭଳି ପ୍ରମୁଖ ବୃତ୍ତିଧାରୀଙ୍କୁ ପାକିସ୍ତାନ ସମର୍ଥିତ ଆତଙ୍କୀ ସଙ୍ଗଠନ ଭାରତରେ ଆତଙ୍କବାଦ ବିସ୍ତାର ଲାଗି ବ୍ୟବହାର କରିବା ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ଼…
ନୂଆପଡା ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ଭୋଟିଂ – ସକାଳ ୯ଟା ସୁଦ୍ଧା ୧୪.୯୯% ମତଦାନ
ନୂଆପଡା ଉପନିର୍ବାଚନ ପାଇଁ ଆଜି ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ଚାଲିଛି । ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟ ହୋଇସାରିଛି । ମୋଟ ୩୫୮ଟି ବୁଥରେ ମତଦାନ ଚାଲିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପରିବାର ସହ ସକାଳୁ ସକାଳୁ…
ଦିଲ୍ଲୀ ବିସ୍ଫୋରଣ: “ସବୁ ଦିଗରୁ ତଦନ୍ତ ହେବ” – ଅମିତ ଶାହ
ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସୁଭାଷ ମାର୍ଗ ଟ୍ରାଫିକ୍ ସିଗନାଲ ନିକଟରେ ରବିବାର ସନ୍ଧ୍ୟା ସାତଟା ସମୟରେ ଏକ ହୁଣ୍ଡାଇ ଆଇ-୨୦ କାର୍ରେ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାରେ ଅନେକ ଲୋକ ମୃତାହତ ହୋଇଥିଲେ ଓ ଗାଡ଼ି ଜଳି ଖାକ ହୋଇଯାଇଥିଲା । ଘଟଣା…
ବଳକା ତେଲ ସ୍ବାସ୍ଥ୍ୟ ପାଇଁ କେତେ ଭଲ ?
ଚଟପଟା ଖାଦ୍ୟ ସଭିଙ୍କୁ ବେଶ୍ ପସନ୍ଦ। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଆଗ୍ରହରେ ଖାଇ ଥାଆନ୍ତି। ଏପଟେ ଭାରତୀୟ ଖାଦ୍ୟରେ ତେଲର ଭୂମିକା ମଧ୍ୟ ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର…
ଟ୍ରେନ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ
ଦକ୍ଷିଣ-ପୂର୍ବତଟ୍ଟ ରେଳପଥର ଗଡ଼ମଧୁପୁର ଷ୍ଟେସନ ନିକଟରେ ଅଘଟଣ। ଏକ୍ସପ୍ରେସ ଟ୍ରେନ ଧକ୍କାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତକ ନିକଟସ୍ଥ ମଧୁପୁରଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଯୁବକ ଜଣକ କୌଣସି କାମରେ ରେଳଧାରଣା ପାର ହୋଇ ଚଢ଼େଇଧରାକୁ ଯାଉଥିଲେ। ଅସାବଧାନତା ଭାବେ…
ନିଆଁରେ ସେକି ହେଉଥିଲେ, ସାର୍ଟରେ ଲାଗିଲା ନିଆଁ
କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବାସିକ ଛାତ୍ରାବାସର ଜଣେ ୨ୟ ଶ୍ରେଣୀ ଛାତ୍ରୀ ସୋମବାର ରାତିରେ ନିଆଁ ପୁଇଁ ହେଉଥିବା ବେଳେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ରୀ ଜଣଙ୍କ ହେଉଛନ୍ତି ତୁରୁମୁଙ୍ଗା ଥାନା…
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଫାଇନାଲ, ଟ୍ରମ୍ପ କ’ଣ ଦେଲେ ସଙ୍କେତ?
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ହେବାକୁ ଥିବା ଏକ ବାଣିଜ୍ୟ ଚୁକ୍ତି ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ବି ସମୟରେ ଆମେରିକା ଭାରତ ଉପରେ ଶୁଳ୍କ ହ୍ରାସ କରିପାରେ। ଭାରତରେ ରାଷ୍ଟ୍ରଦୂତ ଭାବରେ ସର୍ଗିଓ ଗୋରଙ୍କ ଶପଥ ଗ୍ରହଣ…
ଓଡିଶାରେ ହାଇଆଲର୍ଟ: ବିଭିନ୍ନ ସ୍ଥାନରେ ବ୍ଲକିଂ, ଟେକିଂକୁ ଜୋରଦାର କରିଛି ପୋଲିସ
ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି । ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି…
ତାଳଚେର ନଗର କାର୍ତ୍ତିକେଶ୍ୱର ପୂଜାର ଲଡୁ ନିଲାମ ଓ ଭଷାଣି ଉତ୍ସବ ।
ପାଖାପାଖି ୯୦ କେଜିର ଏହି ଲଡୁକୁ ନିଲାମ ଡାକି ଦାଶ ବ୍ରଦର୍ଶ ଏକାବନ ହଜାର ଟଙ୍କାରେ ନେଇଥିଲେ । ଏହି ଭସାଣି ଉତ୍ସବରେ ସହରର ୧୭ଟି ପୂଜା ମଣ୍ଡପ ଭାଗ ନେଇଥିଲେ। ତାଳଚେର ସହରରେ ଚଳିତ ବର୍ଷ ୨୫ରୁ ଅଧିକ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣଙ୍କ…
