Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: November 25, 2025

ବ୍ରାହ୍ମଣୀ ନଦୀରେ ଭାସିଯାଇ ବୃଦ୍ଧା ନିଖୋଜ।

Posted on November 25, 2025

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟସାହି ଗାଁ ପାଖ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ବୃଦ୍ଧା ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବୃଦ୍ଧା ଜଣଙ୍କ କନ୍ତିଓପୁଟସାହି ଗାଁର ସୁଲୋଚନା ସାହୁ। ନଦୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ଭାସି ଯାଇଥିଲେ। ଖବର ପାଇ କାମାକ୍ଷାନଗର…

କେନାଲରୁ ମିଳିଲା ମଣିଷ ଖପୁରୀ

Posted on November 25, 2025

କାହାର ଏ ଖପୁରୀ ? ବସ୍ତା ଭିତରେ ଖପୁରୀ ପୁରାଇ କିଏ ଫୋପାଡ଼ିଥିଲା କେନାଲ ଭିତରେ । ଗଗୁଆ ନିକଟ କେନାଲରୁ ଦୁଇଟି ମଣିଷ ଖପୁରୀ ଉଦ୍ଧାର ପରେ ଚାରିଆଡ଼େ ଖେଳିଯାଇଛି ଚାଞ୍ଚଲ୍ୟ । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ଖପୁରୀକୁ ଜବତ…

କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ ।

Posted on November 25, 2025

କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ । କଟକ ମହାନଗର ନିଗମ ଫୁଡ଼ ସେଫ୍ଟି ଟିମ ପକ୍ଷରୁ ଯାଞ୍ଚ କରାଯାଇଛି । ବିଭିନ୍ନ କ୍ଷୀର ବିତରକ କାଉଣ୍ଟର ଓ କିଛି ଗୋପାଳନ କରୁଥିବା ବ୍ୟକ୍ତିଙ୍କ ଗାଈ ଗୁହାଳକୁ ଯାଇ ଯାଞ୍ଚ କରିଛି ଟିମ୍ ।…

ପୋଲିସ SI ନିଯୁକ୍ତି ପରୀକ୍ଷା ମାମଲା: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସହଯୋଗୀ ବ୍ରହ୍ମପୁର ଜେଲରୁ ସ୍ଥାନାନ୍ତର

Posted on November 25, 2025

ପୋଲିସ ସବ୍ ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ତାଙ୍କର ଅନ୍ୟ ୧୧ ଜଣ ସହଯୋଗୀଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରକୁ ସ୍ଥାନାନ୍ତର କରାଯାଇଛି।ଗତ ରାତିରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ,…

ମାଇନସ୍ ୩.୨ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା, ପାଣି ହେଲା ବରଫ

Posted on November 25, 2025

ପ୍ରବଳ ଥଣ୍ଡା ଭିତରେ ପାଣିପାଗର ମିଜାଜ୍ ପୁଣିଥରେ ବିଗିଡିଛି। ଦେଶର ବହୁ ରାଜ୍ୟରେ ବର୍ଷା ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ଆଣ୍ଡାମାନ-ନିକୋବର ଦ୍ବୀପର ବହୁ ଅଞ୍ଚଳରେ ପ୍ରବଳ ବର୍ଷାର ଚେତାବନୀ ଜାରି କରାଯାଇଛି।…

ଖୋଲିବ ଘୋଡ଼ାହାଡ଼ ଡ୍ୟାମ୍‌

Posted on November 25, 2025

ଖୋଲିବ ଘୋଡ଼ାହାଡ଼ ଡ୍ୟାମ୍‌। ନଦୀକୁ ଛଡ଼ାଯିବ ପାଣି। ନଦୀ ତଟବର୍ତ୍ତୀ ଗ୍ରାମଗୁଡ଼ିକୁ ସତର୍କ ସୂଚନା ଜାରି। ଘୋଡ଼ାହାଡ଼ ଜଳସେଚନ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ନଦୀ ଭିତରକୁ କେହି ନଯିବାକୁ ଓ ଗୃହପାଳିତ ପଶୁ…

ବ୍ରିଜ୍ ତଳକୁ ଖସିଲା ବସ୍, ୧୪ ଗୁରୁତର

Posted on November 25, 2025

ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ବସ୍। ୧୪ ଯାତ୍ରୀ ଗୁରୁତର ୨୦ ଯାତ୍ରୀ ସାମାନ୍ୟ ଆହତ। ବିନିକା ଏସ୍. ରାମପୁର ମୁଖ୍ୟ ରାସ୍ତାର ସିଂଘିଯୁବା ବ୍ରିଜ୍ ତଳକୁ ଖସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…

ଆଜି ଲଘୁଚାପ ନେବ ଅବପାତ ରୂପ, ୨୭ରେ ବାତ୍ୟା

Posted on November 25, 2025

ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୨୭ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଉପରେ ବାତ୍ୟା ରୂପ ନେବ । ଏହା ଉତ୍ତର-…

Posts pagination

Previous 1 2

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme