ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଫରେଷ୍ଟ ସେକ୍ସନ ବିରାଶାଳ ଏୟାରଷ୍ଟ୍ରିପସ ବା ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଗତି ର ପାଚେରି କାନ୍ଥକୁ ଭାଙ୍ଗିଛନ୍ତି ହାତୀ ପଲ। ଗତ ରାତିରେ ଏକ ହାତୀ ପଲ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ଆସି…
Day: November 20, 2025
ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ; ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ହେବ ଆଲୋଚନା
ରାଜ୍ୟରେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ବିଭିନ୍ନ ବିଭାଗରୁ ଆସିଥିବା କିଛି ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର…
୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତିଶ କୁମାର
ବିହାରରେ ଆଜିଠୁ ନୀତିଶ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କୁ ପଦ ଗୋପନୀୟତା ପାଠ କରାଇଛନ୍ତି ରାଜ୍ୟପାଳ । ଦଶମ ଥର ଭାବେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…
ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ, ୧୨ ମୃତ
ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ଭ୍ୟାନ ଓଲଟି ୧୨ ମୃତ, ୬ଟି ଗୋରି ଉଦ୍ଧାର । ଗୋ-ଚାଲାଣ ବେଳେ ଭଦ୍ରକ ଗେଲଟୁଆ ବରମୁଣ୍ଡା ନିକଟରେ ଦୁର୍ଘଟଣା । ଦୁର୍ଘଟଣା ପରେ ଗାଡ଼ିକୁ ପୋଡି ଦେଲେ ଉତ୍ୟକ୍ତ ଲୋକ । ଆଜି ଭୋର…
ହୀରାକୁଦରେ ଦ୍ରୁତ ଗତିରେ ବଢ଼ୁଛି ପର୍ଯ୍ୟଟନ ସୁବିଧା: ବଡ଼ ହୋଟେଲ, କ୍ରୁଜ୍ ଟର୍ମିନାଲ ଓ ହାଉସବୋଟ ପାଇଁ ମିଳିଲା ଏନଓସି
ହୀରାକୁଦକୁ ଆଧାର କରି ବଡ଼ ପର୍ଯ୍ୟଟନ ଆୟୋଜନ ସୃଷ୍ଟି ପାଇଁ ଜଳସମ୍ପଦ ବିଭାଗ ଦ୍ୱାରା ଏକ ଶୃଙ୍ଖଳାଗତ ଏନଓସି ଜାରି ହୋଇଛି। ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ୨୦ ଜଣ ହୋଟେଲ ବ୍ୟବସାୟୀ ହୀରାକୁଦ ଅଞ୍ଚଳରେ ହୋଟେଲ ଗଠନ ପାଇଁ ଆବେଦନ କରିଥିବାବେଳେ ତାହାକୁ…
ସିଲିଣ୍ଡର୍ ଫାଟି ଜଳିଗଲା ଚା’ ଦୋକାନ
ଫାଟିଲା ସିଲିଣ୍ଡର, ଜଳିଗଲା ଚା’ ଦୋକାନ । ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁରେ ଅଘଟଣ । ଆଜି ଭୋର ୩ଟାରେ ଏଭଳି ଅଗ୍ନିକାଣ୍ଡ ହୋଇଛି । ଦୋକାନ ଭିତରେ ଚା ତିଆରି ପାଇଁ ଗ୍ୟାସରେ ହାଣ୍ଡି ବସିଥିଲା । ଏହି ସମୟରେ…
ପାକିସ୍ତାନକୁ ତାଲିବାନର ଶକ୍ତ ଚାପୁଡ଼ା, ଭାରତ ଗସ୍ତରେ ଆଉ ଜଣେ ତାଲିବାନ ମନ୍ତ୍ରୀ
ଶତ୍ରୁର ଶତ୍ରୁ ମିତ୍ର’ ନ୍ୟାୟରେ ଏବେ ଆଫଗାନିସ୍ତାନ ଭାରତର ପରମ ମିତ୍ର ପାଲଟିଛି । ଅକ୍ଟୋବରରେ, ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାଁ ମୁତାକି ଭାରତ ଗସ୍ତ କରିଥିଲେ, ଏବଂ ବର୍ତ୍ତମାନ, ଆଫଗାନିସ୍ତାନ ବାଣିଜ୍ୟ ମନ୍ତ୍ରୀ ହଜରତ ଅଲହାଜ ନୁରୁଦ୍ଦିନ ଅଜିଜି ପାଞ୍ଚ ଦିନିଆ…
ଲେବାନନ୍ରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନ୍ଆଇଏ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଏଥିରେ ପାକିସ୍ତାନୀ ଲିଙ୍କ୍କୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟରେ କଡ଼ା ଚେତାବନୀ ଦେଇ କହିଥିଲେ ଯେ ଦୋଷୀ…
୨୨ରେ ଲଘୁଚାପ, ୨୪ରେ ଅବପାତ ନେଇ ଆଇଏମ୍ଡିର ଆକଳନ
ମାସ ଶେଷ ବେଳକୁ ଆସିବ କି ବାତ୍ୟା? ଅକ୍ଟୋବରରେ ବାତ୍ୟା ‘ମୋନ୍ଥା’ ଡରାଇଥିଲା । ଠିକ୍ ମାସେ ପରେ ନଭେମ୍ବର ୨୮ ତାରିଖ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ଆଉ ଏକ ବାତ୍ୟା ମାଡ଼ି ଆସିବ । ଏମିତି କିଛି…

