Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: November 14, 2025

ପୁଣେରେ ଭୟଙ୍କର ସଡ଼କ ଦୁର୍ଘଟଣା: ୮ ମୃତ, ୧୫ ଗୁରୁତର

Posted on November 14, 2025

ମୁମ୍ବାଇ: ବେଙ୍ଗଲୁରୁ ହାଇୱେରେ ପୁଣେ ନିକଟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ ମାଲବୋଝା ଟ୍ରକର ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକ୍‌ଟି ଦ୍ରୁତ…

ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

Posted on November 14, 2025

ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ଆଜି ଅର୍ଥାତ୍ ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦାମ୍ ଜାରି କରିଦେଇଛନ୍ତି । କିନ୍ତୁ ଆଜି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କୌଣସି ପରିବର୍ତ୍ତନ…

ଆଜି ଶିଶୁ ଦିବସ, ଶିଶୁଙ୍କୁ ଫୁଲ ସହିତ ତୁଳନା କରୁଥିଲେ ନେହେରୁ

Posted on November 14, 2025

ଶିଶୁମାନଙ୍କ ଉଦେଶ୍ୟରେ ସମର୍ପିତ ‘ଶିଶୁ ଦିବସ’ ଆଜି ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି। ଅଙ୍ଗନବାଡ଼ି, ଶିଶୁ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିନକୁ ଆଡ଼ମ୍ବର ସହିତ ପାଳନ କରାଯାଉଛି। ଏଥି…

ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ

Posted on November 14, 2025

ପୁରୀରେ ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ । ଗତକାଲି ମେରାଇନ ଥାନା ଅଞ୍ଚଳ ବ୍ରାହ୍ମଣ ପୋଖରୀ ନିକଟ ଜଣେ ଟାଇଲ ମିସ୍ତ୍ରୀକୁ ହତ୍ୟା କରାଯାଇଥିବାବେଳେ ଆଜି ଟାଉନ ଥାନା ଅଞ୍ଚଳ ଶ୍ରୀସେତୁ ଜଳ ଭଣ୍ଡାର ଠାରେ ଜଣେ ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

ବାଲିଯାତ୍ରାରେ ଦଳାଚକଟା, ଯୁବତୀ ଅଚେତ୍

Posted on November 14, 2025

କଟକ ବାଲିଯାତ୍ରା ଭିଡ଼ରେ ଅଚେତ୍ ହୋଇଗଲେ ଯୁବତୀ । ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଧସ୍ତାଧସ୍ତି । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସର ଲାଠି ଚାର୍ଜ । ଆମ୍ବୁଲାନ୍ସ ଯୋଗେ ଯୁବତୀଙ୍କୁ ନିଆଗଲା ମେଡିକାଲ । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ…

ଡିସେମ୍ବର ୬, ଯୋଜନା ଥିଲା ୩୨ ଟି କାରରେ ୩୨ ଟି ବିସ୍ଫୋରଣ

Posted on November 14, 2025

୩୨ଟି କାରରେ ୩୨ଟି ବିସ୍ଫୋରଣ ଯୋଜନା । ଧାର୍ଯ୍ୟ ତାରିଖ ଥିଲା ଡିସେମ୍ବର ୬ । ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ତଦନ୍ତରୁ, ତଦନ୍ତକାରୀ ସଂସ୍ଥାକୁ ଏପରି ସାଂଘାତିକ ତଥ୍ୟ ମିଳିଥିବା କୁହାଯାଉଛି । ନଭେମ୍ବର ୧୦ରେ ଏକ ହ୍ୟୁଣ୍ଡାଇ ଆଇ ୨୦ ଗାଡ଼ିରେ ବିସ୍ଫୋରଣ…

ସପ୍ତାହେ କମିବନି ଥଣ୍ଡା, ୧୯ରେ ଘୂର୍ଣ୍ଣିବଳୟ,୨୩ରେ ଅବପାତ ସମ୍ଭାବନା

Posted on November 14, 2025

ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ଥଣ୍ଡା କମିବାର ସମ୍ଭାବନା ନାହିଁ । ବରଂ ବ୍ରହ୍ମପୁର, ଭୁବନେଶ୍ୱର, ଭଦ୍ରକ, ପୁରୀ, ବାଲେଶ୍ୱର ଓ ରାଉରକେଲା ସମେତ କେତେକ ସ୍ଥାନରେ ଶୁକ୍ରବାର ରାତିରୁ ୩ ଦିନ ଭିତରେ ରାତି ତାପମାତ୍ରା ୧ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ।…

ଏବେ ବି ସକ୍ରିୟ ୬ କୋଟି ମୃତକଙ୍କ ଆଧାର

Posted on November 14, 2025

ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ ଅଧିକ ଧାରକଙ୍କ ମୃତ୍ୟୁ…

୨୫୨ କୋଟି ଟଙ୍କା ଡ୍ରଗ୍ସ ମାମଲାରେ ଶ୍ରଦ୍ଧା-ନୋରାଙ୍କ ଲିଙ୍କ୍

Posted on November 14, 2025

୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଏହି ମାମଲାରେ ଗିରଫ ହୋଇଥିବା ପଞ୍ଚମ ଅଭିଯୁକ୍ତ ମହମ୍ମଦ ସଲିମ ମହମ୍ମଦ ସୁହେଲ ଶେଖ ଜେରା ସମୟରେ ଚାଞ୍ଚଲ୍ୟକର ଖୁଲାସା କରିଛି। ସୂତ୍ର ଅନୁଯାୟୀ, ଶେଖକୁ ପଚରାଉଚରା ସମୟରେ ଏହା…

ଭାରତକୁ ଚିତା ଉପହାର, ଭାରତ ଆସିବା ପୂର୍ବରୁ ରହିବେ କ୍ୱାରେଣ୍ଟିନ୍‌ରେ

Posted on November 14, 2025

ବନ୍ୟଜୀବ ସଂରକ୍ଷଣରେ ଭାରତ-ବୋତ୍ସୱାନା ସହଯୋଗିତାରେ ନୂଆ ଅଧ୍ୟାୟର ଆରମ୍ଭ । ପ୍ରୋଜେକ୍ଟ ଚିତା ଅନ୍ତର୍ଗତ ଗୁରୁବାର ଭାରତକୁ ୮ ଚିତା ଉପହାର ଦେଇଛି ବୋତ୍ସୱାନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୋତ୍ସୱାନା ଗସ୍ତ ଅବସରରେ ଏହି ଘୋଷଣା ହୋଇଛି । ରାଷ୍ଟ୍ରପତି ମୁର୍ମୁ ଓ…

Posts pagination

Previous 1 2 3 4 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme