ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ…
Day: November 12, 2025
ବଦଳିଲା ପେଟ୍ରୋଲ-ଡିଜେଲ ଦର
ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ବଦଳିଥାଏ । ଆଜି ଅର୍ଥାତ୍ ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦର ଜାରି କରିଦେଇଛନ୍ତି । କିନ୍ତୁ ଆଜି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି । କୌଣସି ପରିବର୍ତ୍ତନ…
ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ – ପଲକ ମୁଚ୍ଛଲ
ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ । ତେବେ ସଙ୍ଗୀତ ପାଇଁ ନୁହେଁ, ନିଜର ଅଦ୍ୱିତୀୟ ମାନବୀୟ କାର୍ଯ୍ୟ ପାଇଁ । ପଲକ ପଲାଶ ଦାତବ୍ୟ ସଂଗଠନ ଜରିଆରେ ପଲକ ଦେଶ ଓ ବିଦେଶରେ…
ପୋଲିସ ଗାଡ଼ି ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍, ଚାଲିଗଲା ୩ ଜୀବନ
ତାମିଲନାଡୁର ଶିବଗଙ୍ଗାରେ ଭୟଙ୍କର ସଡ଼କ ଦୁର୍ଘଟଣାର ଘଟିଛି । ଏହି ଦୁର୍ଘଟଣାରେ ଶିକାର ହୋଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ପୋଲିସ ଗାଡ଼ି ସହ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଏସପି ସୂଚନା ଦେଇଛନ୍ତି…
ଅକ୍ଟୋବର ମାସରେ ମ୍ୟୁଚୁଆଲ୍ ଫଣ୍ଡ୍ କ୍ଷେତ୍ରରେ ଏସ୍ଆଇପି ରେକର୍ଡ
ଚଳିତବର୍ଷ ଅକ୍ଟୋବର ମାସରେ ମ୍ୟୁଚୁଆଲ୍ ଫଣ୍ଡ୍ କ୍ଷେତ୍ରରେ ଏସ୍ଆଇପି (ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ୍ ପ୍ଲାନ୍) ନିବେଶ ଭଲ ରହିଛି। ଏସ୍ଆଇପି ନିବେଶ ସ୍ତର ରେକର୍ଡ ୨୯,୫୨୯ କୋଟିରେ ପହଞ୍ଚିଛି। ସେପ୍ଟେମ୍ବର ମାସରେ ଏହା ୨୯,୩୬୧ କୋଟି ଟଙ୍କାରେ ରହିଥିଲା ବୋଲି ଆମ୍ଫି(ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍ ଫଣ୍ଡ୍ସ…
ଏମିତି କ’ଣ ଲେଖୁଛି ପାକିସ୍ତାନ ଖବର କାଗଜ? ୧୨ ଜଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ???
ସୋମବାର, ନଭେମ୍ବର ୧୦, ୨୦୨୫ ରେ ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ Hyundai i20 କାରରେ ଏକ ବଡ଼ ବିସ୍ଫୋରଣ ଘଟିବା ପରେ ଦିଲ୍ଲୀର ଏକ ଶାନ୍ତ ସା ହଠାତ ଚିତ୍କାର ଏବଂ ଧୂଆଁରେ ପରିଣତ ହୋଇଗଲା। ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ…
ଗାଁ ଲୋକଙ୍କୁ ବୋମାମାଡ଼
ନୟାଗଡ ଜିଲ୍ଲା ଟାଉନ ଥାନା ଅଧୀନ ଶୁଳିଆ ଗାଁରେ ବୋମାମାଡ଼ । ଦୁର୍ବୃତ୍ତଙ୍କ ବୋମାମାଡ଼ରେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଗାଁ ନିକଟରେ ବୁଲୁଥିଲେ । ଉକ୍ତ…
ବାୟୁ ପ୍ରଦୂଷଣ ଯୋଗୁଁ ବିପଦରେ ଗର୍ଭସ୍ଥ ଶିଶୁ
ଦୀପାବଳି ଓ ଶୀତ ମାସଗୁଡ଼ିକରେ ଧୂଆଁ, ଧୂଳି ଓ ଶବ୍ଦର ମାତ୍ରାରେ ବୃଦ୍ଧି ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ବାୟୁ ଓ ଶବ୍ଦ ପ୍ରଦୂଷଣ ଯୋଗୁଁ ଭ୍ରୂଣର ଅଭିବୃଦ୍ଧିରେ ବାଧାଠାରୁ ଆରମ୍ଭ କରି ଅକାଳ ପ୍ରସବ ପର୍ଯ୍ୟନ୍ତ…
ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାରି ପର୍ଯ୍ୟାୟରେ ୧୬ ଜଣଙ୍କୁ ଗିରଫ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ମୋଟ ୧୬ ଜଣଙ୍କୁ ୪ ପର୍ଯ୍ୟାୟରେ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଥିଲା । ମଙ୍ଗଳବାର ଜବତ ବନ୍ଧୁକର ତଥ୍ୟକୁ…
ବାଲିଡିହା ଡ୍ୟାମରେ ହାତୀର ଜଳ କ୍ରୀଡା, ଭୟଭୀତ ପର୍ଯ୍ୟଟକ ଓ ଗ୍ରାମବାସୀ
ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବାଲିଡିହା ଡ୍ୟାମରେ ମଙ୍ଗଳବାର ଅପରାହ୍ନ ସମୟରେ ହାତୀ ପଲ ଦେଖା ଦେଇଥିଲେ। ୩ଟି ବଡ଼ ହାତୀ ଓ ଜଣେ ଶାବକ ମିଶି ୪ଟି ହାତୀ ଖାଦ୍ୟ ଅନ୍ୱେଷଣରେ ଜନବସତି ନିକଟକୁ ଆସିଥିଲେ। ଡ୍ୟାମ ଅଞ୍ଚଳରେ…

