Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: November 8, 2025

ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Posted on November 8, 2025

ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟରେ ସୁନାଦେଇଙ୍କୁ ଦର୍ଶନ କରିବେ । ଏହାପରେ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ କରିବେ ରୋଡ ଶୋ’ । ନୂଆପଡ଼ାରୁ ଖରିଆର ରୋଡ଼ ପର୍ଯ୍ୟନ୍ତ ହେବ ରୋଡ ଶୋ’…

ମେଳା ବୁଲିବାକୁ ଆସିଥିବା ବେଳେ ନାବାଳକକୁ ଛୁରାମାଡ଼

Posted on November 8, 2025

ନାବାଳକକୁ ଛୁରାମାଡ଼ । ମେଳା ବୁଲିବାକୁ ଆସିଥିବା ବେଳେ ଛୁରାମାଡ । ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ରେଲୱେ ଷ୍ଟେସନ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି । ଆହତ ନାବାଳକ ହେଲେ ବାଙ୍ଗିରିପୋଷି ଥାନାପଣସାଧିଆ ଗାଁର ଆକାଶ ନାୟକ । ଗତକାଲି ରାତିରେ ସେ ବାରିପଦା…

ସକାଳ ହୋଇଯିବାରୁ ଛୁଆକୁ ଛାଡ଼ି ଚାଲିଗଲା ମା’ ହାତୀ

Posted on November 8, 2025

ଖାଦ୍ୟ ଅନ୍ଵେଷଣରେ ଗାଁ ଅଭିମୁଖେ ଆସିଥିଲେ ହାତୀପଲ। ସକାଳ ହୋଇଯିବାରୁ ଛୁଆକୁ ଛାଡ଼ି ଚାଲିଗଲା ମା’ ହାତୀ। ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟ ଏକ ଧାନ କ୍ଷେତରୁ ଛୁଆ ହାତୀ ଉଦ୍ଧାର।  ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଅନୁଗୁଳ ବନଖଣ୍ଡ ଶ୍ୟାମସୁନ୍ଦରପୁର ଗାଁ ନିକଟକୁ…

 ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା

Posted on November 8, 2025

ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଘଟିଛି ଏପରି ଅଭାବନୀୟ ଘଟଣା । ପିମ୍ପୁଡି ଭୟରେ ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ ଲେଟରରେ ଉଲ୍ଲେଖ କରିଛନ୍ତି ଜଣେ ମହିଳା । ମହିଳା ଜଣକ ୨୦୨୨ରେ ବିବାହ କରିଥିବା ବେଳେ, ତାଙ୍କର…

ସକାଳ ହେଇଯିବାରୁ ଛୁଆ ହାତୀକୁ ଛାଡି ଚାଲିଗଲା ମା ହାତୀ ।

Posted on November 8, 2025

ଅନୁଗୋଳ ବନଖଣ୍ଡର ଶ୍ୟାମସୁନ୍ଦର ପୁରୁ ଗାଁ ନିକଟ ଏକ ଧାନ କ୍ଷେତରେ ଆଜି ସକାଳୁ ଏକ ହାତୀ ଛୁଆ କାଦୁଅରେ ଫସି ରହିଥିବା ଦେଖିବାକୁ ମିଳିଛି । ହାତୀ ଛୁଆଟିର ବୟସ ପ୍ରାୟ ଏକମାସ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କିଛି ହାତୀ…

ଗତବର୍ଷ ତୁଳନାରେ ୧୧ % ଅଧିକ ଦୁର୍ଘଟଣା, ଶୀତ ଋତୁରେ କୁହୁଡ଼ି ଯୋଗୁ ସଂଖ୍ୟା ବଢ଼ିପାରେ

Posted on November 8, 2025

ଖୋର୍ଦ୍ଧା ଜିଲ୍ଲାରେ  ଗତବର୍ଷ ତୁଳନାରେ  ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି ।  ୬ଜଣଙ୍କ ଜୀବନ ଗଲାଣି । ଜାତୀୟ ରାଜପଥରେ ହିଁ  ସର୍ବାଧିକ ମୁଣ୍ଡ ଗଡି଼ଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ  ଏହି ତଥ୍ୟ…

ଦିଲ୍ଲୀ ବିମାନବନ୍ଦରରେ ଯାନ୍ତ୍ରିକ ତ୍ରୁଟି, ବିମାନ ଉଡାଣରେ ବ୍ୟାଘାତ,୭୦୦ ବିମାନ ପ୍ରଭାବିତ

Posted on November 8, 2025

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣ ଓ ଅବତରଣରେ ବ୍ୟାଘାତ ସୃଷ୍ଟି ହୋଇଛି। ସର୍ଭରରେ ଯାନ୍ତ୍ରିକ ତ୍ରୁଟି ହେତୁ ଅନେକ ବିମାନ ଉଡାଣ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ, ଏହି ତ୍ରୁଟି ସାଇବର ଆକ୍ରମଣ ହୋଇପାରେ ବୋଲି ମଧ୍ୟ ସନ୍ଦେହ…

କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍, ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍

Posted on November 8, 2025

ଆକ୍ସନରେ ଖାଦ୍ୟ ସୁରକ୍ଷା ୟୁନିଟ୍ । କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍ । କଟକ ବାଲିଯାତ୍ରା ତଳ ପଡ଼ିଆରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ ।…

 ଏଣିକି ମେଦବହୁଳତା ଥିଲେ ମିଳିବନି ଆମେରିକା ଭିସା

Posted on November 8, 2025

ଆମେରିକାରେ ରହିବା ପାଇଁ ଆବେଦନ  କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା କିମ୍ବା  ହୃଦ୍‌ରୋଗ ଥାଏ ତେବେ ସେମାନଙ୍କୁ ମିଳି ନ ପାରେ ଭିସା । ଟ୍ରମ୍ପ ପ୍ରଶାସନ  ପକ୍ଷରୁ ଜାରି ନୂଆ ନିୟମାବଳୀରେ ଏହା ଉଲ୍ଲେଖ କରାଯାଇଛି ।  ରିପୋର୍ଟ ଅନୁସାରେ,…

ନୂଆପଡ଼ାରେ ପ୍ରଚାର ଜ୍ୱର, ଆସନ୍ତା ୧୧ ତାରିଖରେ ଭୋଟିଂ

Posted on November 8, 2025

ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ — ଆଜି ଓ କାଲି । ଏହିକାରଣରୁ ନୂଆପଡ଼ା ଉଠୁଛି ଓ ପଡ଼ୁଛି ପ୍ରଚାର ଜ୍ୱରରେ । ସବୁ ପ୍ରାର୍ଥୀ ଜୋରଦାର କ୍ୟାମ୍ପେନିଂରେ ବ୍ୟସ୍ତ ଅଛନ୍ତି । ଦଳୀୟ ପ୍ରାର୍ଥୀମାନେ ପାଟ ପଟୁଆର…

Posts pagination

Previous 1 2 3 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme