ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାକପୋଲ-ମାଣ୍ଡିଆ ରାସ୍ତାର ଛେଳିଆପଦା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୁରୁବାର ସକାଳେ ଏକ ଟ୍ରକ୍ ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବି କରି ଧାରଣାରେ ବସି ରାସ୍ତାରେ ଭାରି ଯାନ ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିବାରୁ ଦାବି କରିଛନ୍ତି ଗ୍ରାମବାସୀ । ସୂଚନା ମୁତାବକ, ଗଣେଶ ଘଡାଇଙ୍କ ୯…
Day: November 6, 2025
ସାଧାରଣ ଠାରୁ ୧୪ ଗୁଣ ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ବଳ
ବର୍ଷର ସବୁଠାରୁ ବଡ଼ ଚନ୍ଦ୍ର ବା ସୁପରମୁନ୍ ବୁଧବାର ରାତିରେ ସାରା ବିଶ୍ୱରେ ଦୃଶ୍ୟମାନ ହୋଇଛି । ଏହା ବର୍ଷର ଦ୍ୱିତୀୟ ସୁପରମୁନ୍। ଏହି ସମୟ ମଧ୍ୟରେ, ସାମାନ୍ୟଠାରୁ ଚନ୍ଦ୍ର ପ୍ରାୟ ୧୪ ଗୁଣ ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ୱଳ ଦେଖାଯାଇଛି ।…
ମାର୍ଗଶିର ଗୁରୁବାରରେ ପଡିଲା ଛାଡ଼ଖାଇ
ମାସେ ହେଲାଣି ପାଟିରେ ଆଇଁଷ ବାଜିନଥିଲା । କିଏ ୭ଦିନ ତ ଆଉ କିଏ ପଞ୍ଚକ ୫ଦିନ ଧରି ଆଇଁଷ ଛାଡ଼ିଥିଲେ । ଅପେକ୍ଷା କରିଥିଲେ ଛାଡ଼ ଖାଇକୁ । ଗୁରୁବାର ଛାଡଖାଇ ପଡୁଥିବାରୁ ଏହା ପୁଣି ଦିନେ ଘୁଞ୍ଚିଛି । ଶୁକ୍ରବାର ପାଳିବେ…
ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ
ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ବଳଦିଆଗୁଡା ଏସଏସଡି ଉଚ୍ଚ ବାଳିକା ବିଦ୍ୟାଳୟରୁ ଏପରି ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ବଳଦିଆଗୁଡା ଏସଏସଡି…
ଦୁଇ ଦିନରେ ଆହୁରି ୨ରୁ ୪ ଡିଗ୍ରୀ କମିପାରେ ତାପମାତ୍ରା
ଅଚାନକ ଖସିଲା ପାରଦ । କାର୍ତ୍ତିକ ମାସର ବିଦାୟ ସହ ରାଜ୍ୟରେ ପଶିଛି ଶୀତ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି । ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶୀତ…

