ବଲାଙ୍ଗିର-ଟିଟିଲାଗଡ଼ ଏନ ଏଚ ୨୬ ଦେଓଗାଁ ଥାନା ଘୁଚେପାଲି ଛକ ଠାରେ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି | ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି | ରାସ୍ତା ଉପରେ ଦୁଇଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଉଥିବାରୁ ପୁରା ଏନ….
Day: November 3, 2025
ନବରଙ୍ଗପୁରରେ ଜନନୀ ଯନ୍ତ୍ରଣାର ଦାରୁଣ ଦୃଶ୍ୟ, ଦୁଇ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ
ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତର ସିରାଗୁଡା ଗାଁରେ ଆଉଥରେ ଦେଖା ଦେଲା ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଗାଁକୁ ଯାଉଥିବା ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଗର୍ଭବତୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିପାରିଲା ନାହିଁ। ଏହି ଅବସ୍ଥାରେ ୯ ମାସର ଗର୍ଭବତୀ…
ତେଲଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୬ ମୃତ, ୧୦ ଆହତ
ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ମିର୍ଜାଗୁଡ଼ା ନିକଟରେ ଆଜି ସକାଳେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟିଜିଆରଟିସି ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୧୬ ଜଣଙ୍କ ମୃତ୍ୟୁ ଓ ୧୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଚେୱଲ୍ଲା ମଣ୍ଡଳ ଖାନପୁର…
ଇତିହାସ ରଚିଲା ଭାରତୀୟ ମହିଳା ଦଳ,ପ୍ରଥମ ବିଶ୍ୱକପ ଟାଇଟଲ ଜିତିଲା ଟିମ ଇଣ୍ଡିଆ
ଇତିହାସ ରଚିଲା ଭାରତ। ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ବିଶ୍ୱକପ ଟାଇଟଲ ହାସଲ କଲା ଭାରତୀୟ ମହିଳା କ୍ରିକେଟ ଦଳ। ଅଧିନାୟକ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ଗୌରବ ଲାଭ କରି ଭାରତୀୟ କ୍ରିକେଟ ଇତିହାସରେ ନୂଆ…
ଶ୍ରୀମନ୍ଦିରରେ ପଞ୍ଚକରେ ପ୍ରବଳ ଭିଡ଼, ଆଜି ହେବ ଶ୍ରୀଜୀଉଙ୍କ ଆଡ଼ିକିଆ ବେଶ
ପଞ୍ଚକ ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖାଦେଇଛି। ଆଜି ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ଏହି ବେଶ କରିଥାନ୍ତି। ଏହି ବେଶରେ ଶ୍ରୀଜୀଉ…
