Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: October 27, 2025

ମୁମ୍ବାଇ ଯୋଗେଶ୍ବରୀ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ

Posted on October 27, 2025

ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ…

କୋଇଲା ବୋଝେଇ ରେଳ ୱାଗନରେ ପାଲ ଭିଡା ଦାବି, ଠିକା ଶ୍ରମିକ କଂଗ୍ରେସର ଚେତାବନୀ

Posted on October 27, 2025

ତାଳଚେର ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ରେଳ ୱାଗନରେ ପାଲ ଭିଡା ଦାବି ନେଇ ଡେରା ଶ୍ରମିକ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଆସନ୍ତା ୨୯ ତାରିଖ ଦିନ ଏକ ଦାବିପତ୍ର ରେଳ…

କାହିଁକି ଶୀତ ଆସିଲେ ବାତ୍ୟା ଆସେ?

Posted on October 27, 2025

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧୀରେ ଧୀରେ ଘନୀଭୂତ ହେଉଛି। ସୋମବାର ସକାଳ ସୁଦ୍ଧା ଏହା ଘୂର୍ଣ୍ଣିଝଡ଼ ମୋନ୍ଥାରେ ପରିଣତ ହେବାର ସମ୍ଭାବନା ରହିଛି। ତାମିଲନାଡୁରେ ଏକ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଘୂର୍ଣ୍ଣିବାତ୍ୟା ଆଶଙ୍କାରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ…

ପାଚେରୀ ଡେଇଁ ପଳାଇଥିଲେ, ୭ ଘଣ୍ଟା ପରେ ଉଦ୍ଧାର ହେଲେ

Posted on October 27, 2025

ହଷ୍ଟେଲ ପାଚେରୀ ଡେଇଁ ପଳାଇଲେ ୮ ନାବାଳକ ।  ୭ ଘଣ୍ଟା ପରେ ହେଲେ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଠଣ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଭିଯୋଗ ହୋଇଛି । ହଷ୍ଟେଲରେ ୪୦ ଜଣ ଅନ୍ତେବାସୀ ରହନ୍ତି । ସେମାନଙ୍କ ମଧ୍ୟରୁ…

ସିଙ୍ଗଡ଼ା ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ

Posted on October 27, 2025

ଯଦି ଆପଣ ଭାରତରେ, ବିଶେଷକରି ଉତ୍ତର ଭାରତରେ ଲୋକମାନଙ୍କୁ ପଚାରନ୍ତି ଯେ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ ଫୁଡ କ’ଣ, ତେବେ ଉତ୍ତର ସମ୍ଭବତଃ ସମୋସା ହେବ। ଏହା ଏକ ଷ୍ଟ୍ରିଟ ଫୁଡ ଯାହାକୁ ଆପଣ ଦିନ କିମ୍ବା ରାତିରେ ଯେକୌଣସି ସମୟରେ ଖାଇପାରିବେ। ଆପଣ…

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

Posted on October 27, 2025

କେନ୍ଦୁଝର ଜିଲ୍ଲା ଟମକା ନିକଟରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମହିଳାଙ୍କ ନାବାଳକ ପୁଅ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ରେଲୱେ ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ମହିଳା ଜଣଙ୍କ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଆମ୍ବଡାହି ଗ୍ରାମର ଶ୍ରୀମତୀ ମୁଣ୍ଡା…

ଆମେରିକା ନୌସେନାର ହେଲିକପ୍ଟର ଏବଂ ଯୁଦ୍ଧବିମାନ କ୍ରାସ୍

Posted on October 27, 2025

ଆମେରିକା ନୌସେନାର ଏକ ହେଲିକପ୍ଟର (MH-60) ଏବଂ ଏକ ଯୁଦ୍ଧବିମାନ (F-18 Super Hornet) ଦକ୍ଷିଣ ଚୀନ ସାଗରରେ କ୍ରାସ୍ ହୋଇଛି। ଦୁର୍ଘଟଣାର ସଠିକ କାରଣ ଏହାପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଏୟାରକ୍ରାଫ୍ଟ ଏକ ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିଅରରେ ନିୟୋଜିତ ଥିଲା। ଯୁଏସ୍ ପ୍ୟାସିଫିକ ଫ୍ଲିଟ୍…

ନିଦ ହଜାଉଛନ୍ତି ୮ଟିକିଆ ହାତୀପଲ।, ବିଲରେ ପଶି କରୁଛନ୍ତି ଫସଲ ନଷ୍ଟ

Posted on October 27, 2025

ନିଦ ହଜାଉଛନ୍ତି ୮ଟିକିଆ ହାତୀପଲ। ଗତିବିଧି ଉପରେ ନଜର ରଖୁଛି ଡ୍ରୋନ। ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ବନାଞ୍ଚଳରେ ୮ଟିକିଆ ହାତୀପଲ ଘୁରି ବୁଲୁଛନ୍ତି । ଦିନ ଦ୍ବିପହରରେ ଧାନ କ୍ଷେତରେ ଡେରା ପକାଉଛନ୍ତି ହାତୀପଲ । ମୋଚିବାହାଲ -ସୋନପୁର ପୂର୍ତ୍ତ ରାସ୍ତାର ରେଙ୍ଗାଲି ନିକଟରେ…

କମିଲା ସୁନା ଏବଂ ସ୍ଥିର ରହିଛି ରୂପା ଦର

Posted on October 27, 2025

କମିଲା ସୁନା ଏବଂ ସ୍ଥିର ରହିଛି ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୪,୪୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ…

କୋଟାୟମରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୪୯ ଯାତ୍ରୀ ଆହତ, ୧ ମୃତ୍ୟୁ

Posted on October 27, 2025

କୋଟାୟମ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ବସରେ ୪୯ ଯାତ୍ରୀ ଥିଲେ, ଯେଉଁଥିରେ ୧ ମହିଳାଙ୍କର ମୃତ୍ୟୁହୋଇଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସଟି କନ୍ୟାକୁମାରୀ ଓ ତିରୁବନନ୍ତପୁରମ ମଧ୍ୟରେ ଯାତ୍ରା କରୁଥିବା ସମୟରେ ଏକ…

Posts pagination

1 2 3 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

October 2025
M T W T F S S
 12345
6789101112
13141516171819
20212223242526
2728293031  
« Sep   Nov »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme