ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ୨ ଆଦିବାସୀ ଯୁବକଙ୍କୁ ଅପହରଣ ପରେ ହତ୍ୟା। ଜଙ୍ଗଲକୁ ନେଇ ଗଳା କାଟିଦେଲେ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଉସୁର ଥାନା ଅନ୍ତର୍ଗତ ନେଲାକାଙ୍କେର ଗାଁର…
Day: October 25, 2025
ମୁଖ୍ୟମନ୍ତ୍ରୀ ଯୋଗୀ ନେଲେ ବଡ଼ ନିଷ୍ପତ୍ତି : PWD ଅଧିକାରୀଙ୍କର କ୍ଷମତା ବୃଦ୍ଧି
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ PWD ବିଭାଗର ଅଧିକାରୀଙ୍କର ଆର୍ଥିକ କ୍ଷମତା ପାଞ୍ଚ ଗୁଣ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ, ମୁଖ୍ୟ ଇଞ୍ଜିନିୟରଙ୍କ ପାଖରେ ୨ କୋଟି ଟଙ୍କା ବଦଳରେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ଅନୁମୋଦନ କରିବାର…
ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ ମୁକାବିଲା
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଆଜି ଖେଳାଯିବ। ପ୍ରଥମ ଦୁଇ ମ୍ୟାଚରେ ପରାଜୟ ସହିଥିବା ଟିମ୍ ଇଣ୍ଡିଆ ସିରିଜରେ ୨-୦ରେ ପଛୁଆ ଅଛି। ଏହିପରି ସ୍ଥିତିରେ ଗିଲ୍ ବାହିନୀର ଲକ୍ଷ୍ୟ ହେଉଛି, ଶେଷ…
ଦନ୍ତା ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା । ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ ହେଲେ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗାଁର ଅର୍ଜୁନ ଡାକୁଆଙ୍କ ପୁଅ ବିଜନ ଡାକୁଆ । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ,…
ତାଳଚେର ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ କ୍ଲଷ୍ଟର ଏବଂ ଜୋନାଲ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ
ତାଳଚେର ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ କ୍ଲଷ୍ଟର ଏବଂ ଜୋନାଲ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏଥିରେ ସମଗ୍ର ରାଜ୍ୟର ୬୦ଟି ଡ଼ିଏଭି ବିଦ୍ୟାଳୟରୁ ୨୩୪ଟି କ୍ଲଷ୍ଟର ସ୍ତରୀୟ ଓ ୩୧୨ଟି ଜୋନାଲ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩୦୦୦ ଛାତ୍ରଛାତ୍ରୀ ସମଗ୍ର…
ଘର ଭିତରେ ଶୋଇଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା
ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବାଲାଟୁନ୍ ନିକଟରେ ହାତୀ ଉପଦ୍ରବ। ଘରେ ଶୋଇଥିବା ବେଳେ ଯୁବକଙ୍କୁ ଟାଣି ନେଇ ଜମିରେ ଦଳିଦେଲା ଦନ୍ତା। ମୃତ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଦୟାନିଧି ନାୟକଙ୍କ ପୁଅ ବିକ୍ରମ ନାୟକ। ସୂଚନାନୁଯାୟୀ,…
ଦୁର୍ଘଟଣାରେ ଚାଲିଗଲା ୨ ଜୀବନ
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ମୁନିଗୁଡ଼ା ଥାନା ବୁରୁଜୁଗୁଡା ନିକଟରେ ୨ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ଗୋବର୍ଦ୍ଧନର ଦେବାଶିଷ ସାହୁ ହୋଇଥିବା ବେଳେ ଅନ୍ୟ ଜଣେ…
GFS ମଡେଲର ପୂର୍ବାନୁମାନ, ୩୦ରେ ଓଡ଼ିଶା ଛୁଇଁବ ଆଉ ଏକ ବାତ୍ୟା
ବାତ୍ୟାକୁ ନେଇ ବିଦେଶୀ ପାଣିପାଗ ମଡେଲ୍ ଜିଏଫ୍ଏସ୍ ଦେଖାଇଛି ଭିନ୍ନ ଚିତ୍ର । ଏହି ମଡେଲ୍ ଅନୁସାରେ ଆସନ୍ତା ୩୦ ତାରିଖରେ ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ମାଡ଼ ହୋଇପାରେ । ସମାନ ତାରିଖରେ ଆରବ ସାଗରରେ ଆଉ ଏକ ବାତ୍ୟା ମହାରାଷ୍ଟ୍ର-ଗୁଜରାଟ…
ଭାରତୀୟ ନୌସେନାରେ ନୂତନ ଶକ୍ତି – ସାମିଲ ହେଲା INS ମାହେ
ଭାରତୀୟ ନୌସେନାର ଶକ୍ତି ଆଉ ଏକପଦେ ବଢିଲା, ସାମିଲ ହେଲା ଆଠଟି INS ମାହେ ସବମେରିନ୍ — ଆଣ୍ଟି-ୱାରଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ ସିରିଜର ପ୍ରଥମ ଯୁଦ୍ଧଜାହାଜ। କୋଚି ସିପୟାର୍ଡ ଦ୍ୱାରା ସ୍ୱଦେଶୀ ଭାବରେ ନିର୍ମିତ ଏହି ୭୮ ମିଟର ଲମ୍ବା ଯୁଦ୍ଧଜାହାଜ ଡିଜେଲ…
୫୦ ମିଟର ଯାଏଁ ଘୋଷାଡ଼ି ନେଲା କାର୍, ୫ ମୃତ
ଉତ୍ତରପ୍ରଦେଶର ଆଗ୍ରାରେ ବଡ଼ ଅଘଟଣ ଘଟିଛି । ମୃତ୍ୟ କେତେ ବେଳେ କିପରି ଆସେ ତାର ଏକ ଭୟଙ୍କର ଉଦାହରଣ ଦେଖିବାକୁ ମିଳିଛି । ଆଖି ପିଛୁଳାକେ ସବୁ କିଛି ଛାର୍ଖାର ହୋଇଛି । ଏକ ଦ୍ରୁତଗାମୀ କାର୍ ଆତଙ୍କ ଖେଳାଇ ଦେଇଛି ।…

